Home Left

ଚାରି ମାସର ଶିଶୁକୁ ଉଡାଇ ନେଲା ତୋଫାନ, ଗଛରେ ଲଟକିଥିଲେ ବି ଲାଗି ନାହିଁ କୌଣସି ଆଘାତ

ଓ୍ବାଶିଂଟନ: କୁହାଯାଏ ଯେ ‘ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ…’ ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି। ଏଠାରେ ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଘଟଣା ହେଲା, ଟେନେସିରେ ପ୍ରବଳ ଝଡ଼…

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ଭାରତ ପାଇଁ ଡେବ୍ୟୁ କରୁଛନ୍ତି ସାଇ ସୁଦର୍ଶନ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇ…

ଝାଡ଼ାବାନ୍ତିରେ ଆଖି ବୁଜିଲେ ଆଉ ଜଣେ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାଉରକେଲା,୧୭।୧୨: ରାଉରକେଲା ସହରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକ ଜଣେ ବୃଦ୍ଧ। ୩ ଦିନ ମଧ୍ୟରେ ସହରରେ ୫ ଜଣଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି। ରାଉରକେଲା ସରକାରୀ…

ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ କାର ଦୁର୍ଘଟଣା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ ଖବର ଆସିଛି। ତାଙ୍କ କାର ମୁମ୍ବାଇରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି କିନ୍ତୁ ଘଟଣା ସମୟରେ ସେ କାର ଭିତରେ ନ ଥିବା ଜଣାପଡିଛି। ମିଳିଥିବା…

ବଲିଉଡର ସବୁଠୁ ଧନୀ ପରିବାର, ମୋଟ ସମ୍ପତ୍ତି ୫୨୫୯ କୋଟି ଟଙ୍କା

ବଲିଉଡରେ ସଲିମ ଖାନଙ୍କ ପରିବାର ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରୀରେ ସକ୍ରିୟ ଅଛନ୍ତି। ସଲିମଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବଲିଉଡର ଯାତ୍ରା ବର୍ତ୍ତମାନ ତୃତୀୟ ପିଢ଼ିରେ ପହଞ୍ଚିଛି। ସେ ବଲିଉଡର ଜଣେ ପ୍ରସିଦ୍ଧ ଲେଖକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ କଲମରୁ…

ମୁମ୍ବାଇ ଷ୍ଟେଶନରେ ‘କୁଛ କୁଛ ହୋତା ହେ’ ଗୀତରେ ଅଶ୍ଲୀଳ ଡ୍ୟାନ୍ସ କଲେ ଯୁବତୀ, ଗିରଫ କଲା ପୋଲିସ; ଭିଡିଓ ଭାଇରାଲ

ଭାଇରାଲ ହେବା ପାଇଁ ଲୋକ କିଛି ବି କରିବାକୁ ପଛାଉ ନାହାନ୍ତି। ସାର୍ବଜନିକ ସ୍ଥାନରେ ବିଭିନ୍ନ ପ୍ରକାର ଅଜବ-ଗଜବ ଜିନିଷ କରି ପବ୍ଲିସିଟି ହେବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଣେ ମହିଳା ଭାଇରାଲ ହେବା ପାଇଁ ମୁମ୍ବାଇ ଷ୍ଟେଶନରେ ଏପରି କିଛି…

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼୧୭।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଏଭଳି କାଣ୍ଡ କରିଥିବା କୁହାଯାଉଛି। ପ୍ରଥମେ ତାଙ୍କୁ ଟିଟିଲାଗଡ଼…

ମା’ମାନେ ସଶକ୍ତ ହେଲେ ଓଡ଼ିଶା ସଶକ୍ତ ହେବ

ଛତ୍ରପୁର,୧୭ା୧୨(ସନ୍ତୋଷ ପାଢ଼ୀ): ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦ୍ୱିତୀୟ ଦିନର ଗଞ୍ଜାମ ଜିଲା ଗସ୍ତ ବେଳେ ରବିବାର ଛତ୍ରପୁର ବ୍ଲକ ସୁନ୍ଦରପୁରର ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ସଭାକୁ ସେ ସମ୍ବୋଧନ କରି…

କିଏ ସେହି କୁଏତର ନୂଆ ଶାସକ ଶେଖ ମେଶାଲ, ତାଙ୍କ ସମ୍ପତିର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁଏତ ସିଟି,୧୭।୧୨: କୁଏତର ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଶେଖ ମେଶାଲଙ୍କୁ ନୂତନ ଆମିର ଘୋଷିତ କରାଯାଇଛି। ସୂଚନାଯୋଗ୍ୟ ଯେ ଆମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ଡିସେମ୍ବର ୧୬ରେ ୮୬…

ଚୋରି ହୋଇଯାଇଥିଲା ବାଇକ୍‌, ଫେସ୍‌ବୁକ୍‌ରେ ଏମିତି କିଛି ଲେଖିଲେ ବ୍ୟକ୍ତି: ୨ ଦିନରେ ଘରେ ବାଇକ୍‌ ରଖି ଦେଇଗଲେ ଚୋର

ଯଦି ଆଜିର ସମୟକୁ ସୋସିଆଲ ମିଡିଆର ଯୁଗ କୁହାଯିବ, ତେବେ କିଛି ଭୁଲ ହେବ ନାହିଁ। ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ। ସୋସିଆଲ ମିଡିଆ ସାହାଯ୍ୟରେ ହଜିଯାଇଥିବା ଜିନିଷଗୁଡ଼ିକୁ ସହଜରେ ପାଇପାରୁ। ଆଜିକାଲି ସୋସିଆଲ ମିଡିଆରେ ଏମିତି…

‘ମେରେ ସପନୋ କି ରାନୀ’ ଗୀତରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କଲେ ବୃଦ୍ଧ, ଝୁମି ଉଠିଲା ସୋସିଆଲ ମିଡିଆ

କୁହାଯାଏ ସାନ ହେଉ କି ବଡ ବୟସ କୌଣସି କାମରେ ଛାପ ପକାଇ ପାରେନି। ସୁସ୍ଥ ଓ ଖୁସମିଜାଜ ହୃଦୟଟେ ପାଇଁ ସବୁବେଳେ ଖୁସି ରହିବା ଦରକାର। ବୟସ ତ ସଂଖ୍ୟା ମାତ୍ର। ତେଣୁ ଯେତେଦିନ ବି ବଞ୍ଚିବା ଖୁସିର ସହ…

ଏକାଥରକେ ୫ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍‌ରେ ନୂଆ କାରନାମା କଲେ ବାବର ଆଜମ

ପର୍ଥ,୧୭।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ସହ ବିଶେଷ କିଛି କରିପାରି ନ ଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବାବର ଆଜାମ ତାଙ୍କର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?