କୃଷକଙ୍କ ପାଇଁ ଲୁହ ଗଡାଉଛନ୍ତି ରାହୁଲ, ହିମାଚଳରେ କଂଗ୍ରେସ ସରକାର ଦେଉଛି ଧୋକା: ଭାଜପା
ନୂଆଦିଲ୍ଲୀ,୩୦।୭: ହିମାଚଳ ପ୍ରଦେଶରେ ଆପଲ ବିକାଳଙ୍କର ଭିଡିଓ ସେୟାର କରୁଥିବାବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ରବିବାର ଟୁଇଟ କରି ଦାବି କରିଛନ୍ତି ଯେ ଶିମଲାରେ ଆପଲ…
ଅଗଷ୍ଟ ୧ରେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇବେ ମୋଦି
ନୂଆଦିଲ୍ଲୀ,୩୦।୭: ଅଗଷ୍ଟ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ପୁଣେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ଏହାସହ ସେ ବିଭିନ୍ନ ବିକାଶ ପରିଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ…
ଫେସ୍ବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଶ୍ରୀଲଙ୍କାରୁ ଭାରତ ଆସିଲେ ଯୁବତୀ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ଭାରତ ପଳାଇଆସିଥିବା ସୀମା ହେଦର ଏବଂ ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ। ଏବେ ଜଣେ ଶ୍ରୀଲଙ୍କା ମହିଳା ନିଜ ଫେସବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ବାସିନ୍ଦା…
କାର୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍: ପୋଲିସ ଇନ୍ସପେକ୍ଟର ମୃତ
ନୂଆଦିଲ୍ଲୀ,୩୦।୭: ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ଜଣେ ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଇନ୍ସପେକ୍ଟରଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ମାଦିପୁର ମେଟ୍ରୋ ଷ୍ଟେଶନ…
ବଲିଉଡ କମେଡିଆନ୍ଙ୍କ ବାର୍ବି ଲୁକ୍, ଜନି ଲେଭେରଙ୍କ ଠାରୁ କପିଲ ଶର୍ମା ଏହି ଲୁକ୍ରେ ଆସିଛନ୍ତି ନଜର
ମୁମ୍ବାଇ: ବର୍ତ୍ତମାନ ବଲିଉଡ ହେଉ କି ହଲିଡଡ ସେଲିବେଟ୍ରିଙ୍କ ବାର୍ବି ଲୁକ୍ ଏବେ ଚର୍ଚ୍ଚାରେ। କେବଳ ଅଭିନେତ୍ରୀ ନୁହେଁ ଅଭିନେତାମାନେ ମଧ୍ୟ ବାର୍ବି ଲୁକ୍ରେ ନଜର ଆସିଛନ୍ତି। ଖାସ୍ କରି ଏହି ପପୁଲାର କମେଡିଆନଙ୍କ ବାର୍ବି ଲୁକ୍କୁ ଫ୍ୟାନ୍ସ ବହୁତ ପସନ୍ଦ…
୫ ବର୍ଷର ଝିଅ ଜୀବନ ବଞ୍ଚାଇପାରି ନ ଥିବାରୁ କ୍ଷମା ମାଗିଲା କେରଳ ପୋଲିସ
ଏର୍ନାକୁଲମ,୩୦।୭: କେରଳର ଏର୍ନାକୁଲମ ଜିଲାରେ ନିଖୋଜ ଜଣେ ୫ ବର୍ଷର ଝିଅକୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଝିଅଟିକୁ ଉଦ୍ଧାର କରିପାରି ନ ଥିବାରୁ କେରଳ ପୋଲିସ କ୍ଷମା ପ୍ରାର୍ଥନା କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ,…
ଲୁଗିଂ ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାରେ ରଣବୀର
ମୁମ୍ବାଇ: ନିଜ ଫିଲ୍ମି ଅନ୍ଦାଜ ଏବଂ ଷ୍ଟାଇଲିସ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୁପରଷ୍ଟାର ରଣବୀର କପୁର। ଇଣ୍ଡିଆନ କୋର୍ଚର ଓ୍ବିକ୍ରେ ତାଙ୍କୁ ରାମ୍ପ ଶୋ କରୁଥିବାର ଦେଖିବାକୁ ମିଳିଥିଲା। ସେଥିରେ ସେ ଲୁଗିଂ ଷ୍ଟାଇଲ ପ୍ୟାଣ୍ଟ ଏବଂ ବ୍ଲୁ…
‘ମଣିପୁରରେ ଜାତିଗତ ବିବାଦ ଭାରତର ଭାବମୂର୍ତ୍ତିକୁ କରୁଛି କ୍ଷୁଣ୍ଣ’
ଇମ୍ଫାଲ,୩୦।୭: ମଣିପୁରର ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କିଛି ଏମ୍ପିମାନେ ମଣିପୁର ଗସ୍ତ କରି ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ମଣିପୁର ଗସ୍ତରେ ଆସିଥିବା ଏମ୍ପିମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ…
ସୋନୁ ସୁଦଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ସୋନୁ ସୁଦ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଉଭୟ ହିନ୍ଦୀ ଏବଂ ଦକ୍ଷିଣ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଭାବେ ଜଣାଶୁଣା ସୋନୁ ନିଜ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ…
ଓଏସ୍ଏସ୍ସି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍: ଧାରଣାରେ ବସିଲେ ପରୀକ୍ଷାର୍ଥୀ
ଭଦ୍ରକ,୩୦ା୭(ସନାତନ ରାଉତ): ଭଦ୍ରକ କଲେଜରେ ରବିବାର ଓଏସ୍ଏସ୍ସି ଆକାଉଣ୍ଟାଣ୍ଟ ପରୀକ୍ଷା ଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ ହୋ-ହଲ୍ଲା କରିବା ସହ ଧାରଣାରେ ବସିଛନ୍ତି l ସେମାନଙ୍କୁ ଗେଟ୍ରେ ତାଲା ପକାଇ ରଖାଯାଇଥିବା…
‘ଅବିଶ୍ୱାସ ପ୍ରସ୍ତାବକୁ ଗ୍ରହଣ କରୁ କେନ୍ଦ୍ର’, ରାଜ୍ୟପାଳଙ୍କୁ ଭେଟିବା ପରେ କହିଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୭: ପାଖାପାଖି ୩ ମାସ ହେବ ମଣିପୁରରେ ହିଂସା ଲାଗି ରହିଛି। ସଂସଦରୁ ସଡ଼କ ପର୍ଯ୍ୟନ୍ତ ଏବେ ମଣିପୁର ହିଂସାକୁ ନେଇ ଚାଲିଛି ଟଣାଓଟରା। ଏହି କ୍ରମରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତରେ ଅଛନ୍ତି, ଯେଉଁଠାରେ…
ଶୋଇଥିବା ଅବସ୍ଥାରେ ଧୋନୀଙ୍କ ଭିଡିଓ କଲେ ଏୟାର ହୋଷ୍ଟେସ
ନୂଆଦିଲ୍ଲୀ,୩୦।୭: ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବାକୁ ସର୍ବଦା ଆଗ୍ରହୀ ଆଆନ୍ତି। ଧୋନି ସୋସିଆଲ ମିଡିଆଠାରୁ ବହୁତ ଦୂରରେ ରୁହନ୍ତି। ସେ ଲାଇମଲାଇଟ ଠାରୁ ଦୂରରେ ରହି ସାଦାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏହି କାରଣରୁ, ଯେତେବେଳେ ବି…
Archives


