୨୦୧୪ରୁ ଏବେ ପର୍ଯ୍ୟନ୍ତ କେତେଦିନ ଛୁଟି ନେଇଛନ୍ତି ମୋଦି, ଆରଟିଆଇର ପ୍ରତିକ୍ରିୟା
ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟ ପାଇଁ ବେଶ ଜଣାଶୁଣା। ଏହି କାରଣରୁ ସେ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପାଲଟି ଯାଇଛନ୍ତି। ଦେଶ ଏବଂ ବିଶ୍ୱରେ ତାଙ୍କର ସବୁଠାରୁ ବଡ ପ୍ରଶଂସକ ଅଛନ୍ତି। ଏଭଳି ପରିସ୍ଥିତିରେ ଅନେକ…
କଣ୍ଟାବାଞ୍ଜି ଜିଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ
କଣ୍ଟାବାଞ୍ଜି,୫।୯(ଗୁରୁଦୟାଲ ହଂସ): କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ବତନ୍ତ୍ର ରାଜସ୍ବ ଜିଲା ମାନ୍ୟତା ଦାବିନେଇ ଜିଲା ସଂଘର୍ଷ ସମିତି ପକ୍ଷରୁ ମଙ୍ଗଳବାର କଣ୍ଟାବାଞ୍ଜି ସହର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜିି ସହରର ସମସ୍ତ ଦୋକାନ, ବଜାର, ବ୍ୟାଙ୍କ, ସରକାରୀ…
ସଞ୍ଜୟ ଦତ୍ତ ଚାହୁଁଥିଲେ କରିଥାଆନ୍ତେ ଅମିଶା ପଟେଲଙ୍କ କନ୍ୟାଦାନ
ମୁମ୍ବାଇ: ବଲିଉଡର ତିନୋଟି ବଡ ତାରକା ଆମୀର ଖାଁ, ସଲମାନ ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିବା ଅମିଶା ପଟେଲ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ପ୍ରତ୍ୟେକଙ୍କ ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି।…
ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚାଲଙ୍କା, ନିୟମିତ କରନ୍ତୁ ସେବନ
ସ୍ବାସ୍ଥ୍ୟପାଇଁ ବେଶ୍ ଉପକାରୀ କଞ୍ଚାଲଙ୍କା। ଅନେକ ଏହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରୁଥିବା ବେଳେ ଏହାର ଉପାଦେୟ ଗୁଣ ବିଷୟରେ ଏତେଟା ଜାଣି ନ ଥାନ୍ତି। ତେବେ କଞ୍ଚାଲଙ୍କାରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ। ଏଣୁ ଏହା ଓଜନ…
ନେଗେଟିଭ ରୋଲ ଖୋଜୁଛନ୍ତି ଆୟୁଷ୍ମାନ!
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ୧୦ବର୍ଷ କ୍ୟାରିୟରର ପ୍ରତ୍ୟେକ ଭୂମିକା ସହିତ ତାଙ୍କର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଛନ୍ତି। କେବଳ ତାଙ୍କର ପସନ୍ଦ ସଂପୂର୍ଣ୍ଣ ଅସାମ୍ବିଧାନିକ ନୁହେଁ, ବରଂ ସେ ସର୍ବଦା ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।…
ସ୍ବାମୀଙ୍କ ଉପରେ ହୁକୁମ୍ ଚଲାଇଥାନ୍ତି ଏହି ରାଶିର ମହିଳା; ବ୍ୟକ୍ତିତ୍ୱକୁ ଦେଖି ଯେକେହି…
ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ…
ଦିଲ୍ଲୀରେ ୩ ଦିନ ବନ୍ଦ ରହିବ ଅନ୍ଲାଇନ ଅର୍ଡର
ନୂଆଦିଲ୍ଲୀ,୫।୯: ଜି -୨୦ ଶିଖର ସମ୍ମିଳନୀ ଯୋଗୁ ରାଜଧାନୀ ଦିଲ୍ଲୀରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସ ସୋମବାର ଏକ ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜି -୨୦ ସମ୍ମିଳନୀ ଯୋଗୁ ସେପ୍ଟେମ୍ବର ୮ ରୁ ୧୦ ତାରିଖ…
ପେଟିଏମ୍ ଆଣିଲା ନୂଆ ଛୋଟ ସାଉଣ୍ଡ ବକ୍ସ, କେବଳ ମୋବାଇଲରେ ନୁହେଁ କାର୍ଡରେ ବି ହେବ ପେମେଣ୍ଟ…
ନୂଆଦିଲ୍ଲୀ,୫।୯: ଅନଲାଇନ୍ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଭଲ ଖବର। ଫିନ୍ଟେକ୍ ଫାର୍ମ ପେଟିଏମ୍ ଗ୍ରାହକଙ୍କ ଲାଗି ଏକ ନୂଆ ସାଉଣ୍ଡ ବକ୍ସ(ପେଟିଏମ୍ କାର୍ଡ ସାଉଣ୍ଡ ବକ୍ସ) ବଜାରକୁ ଆଣିଛି। ଏହି ସାଉଣ୍ଡ ବକ୍ସରୁ ଗ୍ରାହକ ଏବେ କ୍ୟୁଆର୍ କୋର୍ଡ ଅର୍ଥାତ…
‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ର ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଦେଇଛି ନିମନ୍ତ୍ରଣ, ଜି -୨୦ ରାତ୍ରୀ ଭୋଜନକୁ ନେଇ ଅଭିଯୋଗ ଆଣିଲା କଂଗ୍ରେସ
ନୂଆଦିଲ୍ଲୀ,୫।୯: ଜି -୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜି ସମ୍ପର୍କରେ କଂଗ୍ରେସ ଏକ ବଡ ଅଭିଯୋଗ ଆଣିଛି। କଂଗ୍ରେସ ରାଷ୍ଟ୍ରପତି ଭବନରେ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ…
କୋହଲିଙ୍କ ପ୍ରଶଂସା କରି ଭାରତୀୟଙ୍କ ହୃଦୟ ଜିତିଲେ ପାକିସ୍ତାନର ଏହି ଯୁବତୀ, ଭାଇରାଲ ହେଉଛି…
ପାଲେକେଲ,୫।୯: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହିଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଭିନ୍ନ କ୍ରେଜ୍ ରହିଛି। ଏହାର ସଦ୍ୟତମ ଉଦାହରଣ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଭାରତ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ, ଦେବେ ରିପୋର୍ଟ; ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଉପରେ ଲାଗିପାରେ ମୋହର
ଲକ୍ଷ୍ନୌ,୫।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନୂଆଦିଲ୍ଲୀରେ ରହିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କୁ ଅଯୋଧ୍ୟରେ ନିର୍ମାଣ କରାଯାଉଥିବା ଶ୍ରୀରାମ ଜନ୍ମଭୂମୀ ମନ୍ଦିରରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ କରି ପାରନ୍ତି। ସେ…
ଗୁରୁ ହିଁ ମାର୍ଗଦର୍ଶକ
ସୁନ୍ଦରଗଡ,୫ା୯ (ଜୟ ନାରାୟଣ ମେଣ୍ଡୁଳି): ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ବାଟ ଦେଖାନ୍ତ ସେ ହିଁ ଗୁରୁ। ଭାରତ ବର୍ଷର ଗୁରୁ ଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭାରତୀୟ ସଂସ୍କୃତିକୁ ଗୌରାନିତ୍ୱ କରିପାରିଛି। ଏହି ମହାନ ପରମ୍ପରାକୁ ବଜାୟ…
Archives


