ଭାରତକୁ ମିଳିଲା ଚତୁର୍ଥ ସ୍ବର୍ଣ୍ଣ
ନୂଆଦିଲ୍ଲୀ,୩୦ା୭:ଚାଇନାର ଚେଙ୍ଗ୍ଡୁଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୫୬-୧୫୬ରେ ହରାଇ ଦେଇଛନ୍ତି। ଭାରତ ବର୍ତ୍ତମାନ ପଦକ…
କାଉଡ଼ିଆଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିଲା
ଆନନ୍ଦପୁର,୩୦ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ଶୈଲଙ୍ଗ- ଗୋହିରା ମଧ୍ୟରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। କାଉଡ଼ିଆମାନେ କେନ୍ଦ୍ରାପଡ଼ା ରାଜକନିକାରୁ ଯୋଡ଼ା ବ୍ଲକ୍ ମୁର୍ଗାମହାଦେବ…
ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଆହତ ହାତୀର ଜୀବନ
କେନ୍ଦୁଝର, ୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ବ୍ରାହ୍ମଣୀପାଳ ରେଞ୍ଜ ଶଗଡ଼ପଟା-ଟାଙ୍ଗିରିଆପାଳ ଷ୍ଟେଶନ ପାଖ ବାଲିଦାଣ୍ଡ ସାହି ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ରବିବାର ଜଙ୍ଗଲରେ ପୋତି…
ଲଘୁଚାପ ବର୍ଷାରେ ଚାଷଜମି ଜଳାର୍ଣ୍ଣବ
ଭେଡ଼େନ,୩୦।୭(ସୁଦନ ମହାକୁର): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହି କ୍ରମରେ ବରଗଡ଼ ଜିଲା ଭେଡ଼େନ ଅଞ୍ଚଳରେ ଶନିବାର ରାତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ୧୫୦ରୁ…
ସୀମା ଚର୍ଚ୍ଚାକୁ ଆସିବା ପରେ ବଢିଲା ସଚିନଙ୍କ ପରିବାରର ମୁସ୍କିଲ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସି ଗ୍ରେଟର ନଏଡାରେ ଭାରତୀୟ ଯୁବକ ସଚିନ ମିଣାଙ୍କ ସହ ରହୁଥିବା ସୀମା ହାଇଦର ଏବେ ଖୁବ ଚର୍ଚ୍ଚାରେ। ଏବେ ଏହାକୁ ନେଇ ସଚିନଙ୍କ ଘରେ ଖାଇବା ପିଇବାରେ ସମସ୍ୟା ଦେଖାଯିବା ସହ ସେମାନଙ୍କ ପାଖରେ…
ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ
ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍ରେ…
ପାର୍ଟଟାଇମ୍ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ
ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ବର ଉତ୍ତୋଳନ କରିଥାନ୍ତି। ସେ ନିଜ କ୍ୟାରିୟରରେ ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ…
ମଧ୍ୟ ରୁଷିଆରେ ପ୍ରବଳ ବର୍ଷା, ଘୂର୍ଣ୍ଣିଝଡ଼ରେ ୧୦ ମୃତ
ମସ୍କୋ,୩୦।୭: ମଧ୍ୟ ରୁଷିଆରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ରେ ବଡ ବଡ ଗଛ ଉପୁଡି ପଡିଛି। ବିଜୁଳି କାଟ ବି ହୋଇଛି। ଏହି ପ୍ରାକୃତିକ ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରୁଷିଆର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ରବିବାର…
ଭାଇରାଲ ହେଲା ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଅଡିଓ, ଫୋନରେ ସ୍ବାମୀଙ୍କୁ ଗାଳି ଦେଲେ
ନୂଆଦିଲ୍ଲୀ,୩୦।୭: ରାଜସ୍ଥାନର ଅଲଓ୍ବରରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଲଗାତାର ଭାବେ ରହୁଛନ୍ତି ଚର୍ଚ୍ଚାରେ। ସେଠାକୁ ଯାଇ ସେ ଇସଲାମ ଧର୍ମ ଗ୍ରହଣ କରିବା ସହ ଏବେ ସେ ଫାତିମା ହୋଇଯାଇଛନ୍ତି। ଏହାସହ ସେ ତାଙ୍କ ପ୍ରେମିକ ନସରୁଲ୍ଲାହଙ୍କ ସହ ନିକାହ…
ଭକ୍ତଙ୍କ ପାଇଁ ଖୋଲିଲା ରାମ ଜନ୍ମଭୂମି ପଥ
ଅଯୋଧ୍ୟା,୩୦।୭: ଭକ୍ତମାନଙ୍କ ପାଇଁ ରବିବାର ଶ୍ରୀ ରାମ ଜନ୍ମଭୂମି ପଥ ଖୋଲା ଯାଇଛି। ରାସ୍ତା ଖୋଲିବା ମାତ୍ରେ ଭକ୍ତମାନେ ରାମଲାଲା ଜପ କରିଥିଲେ। ଏହା ବିର୍ଲା ଧର୍ମଶାଳାରୁ ସୁଗ୍ରିବ ଦୁର୍ଗ ଦେଇ ରାମଲଲା ଦରବାରକୁ ଯିବ। ଏହି ପଥ ୬୦୦ ମିଟର…
ବ୍ରିଟେନରେ ମୂଳ ଭାରତୀୟ ବାସିନ୍ଦା ଡାକ୍ତରଙ୍କୁ ୧୮ ମାସ ଜେଲ
ଲଣ୍ଡନ,୩୦।୭: ଭାରତରେ ଦୁଇ ବର୍ଷ ଧରି ମସାଜ୍ ଥେରାପିଷ୍ଟ ଭାବେ ତାଲିମପ୍ରାପ୍ତ ବୋଲି ଦାବି କରୁଥିବା ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ବ୍ରିଟେନ କୋର୍ଟ ୧୮ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ମହିଳା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଦୋଷୀ…
କଂଗ୍ରେସ ଉପରେ ବର୍ଷିଲେ ଶାହା
ଭୋପାଳ,୩୦।୭: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ରବିବାର ଭାଜପା ପ୍ରଚାର ଆରମ୍ଭ କରିଛି। ଇନ୍ଦୋରରେ ଅନୁଷ୍ଠିତ ଏକ ସମ୍ମିଳନୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି, ମିଷ୍ଟର ବଣ୍ଟାଧାର ଏବଂ ଦୁର୍ନୀତିନାଥ କୌଣସି ନୂତନ ଶିଳ୍ପ…
Archives


