Home Left

ଆଲିଆଙ୍କ ପରେ ପ୍ରଥମ ଥର ଝିଅର ଚେହେରା ଦେଖାଇଲେ ବିପାଶା

ମୁମ୍ବାଇ: ଚଳିତ ବର୍ଷର ଖ୍ରୀଷ୍ଟମାସ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଖ୍ରୀଷ୍ଟମାସ ଅବସରରେ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଉଛନ୍ତି। ଖ୍ରୀଷ୍ଟମାସରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କ ଚେହେରା ପ୍ରଶଂସକଙ୍କୁ ଦେଖାଇଛନ୍ତି। ରଣବୀର…

ଭାରତକୁ ଝଟକା, ମାତ୍ର ୨୪ ରନ୍‌ରେ ଗଲାଣି ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ୍‌

ସେଞ୍ଚୁରିଅନ୍‌,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ…

ଶାଶୁଙ୍କୁ ହତ୍ୟାକରି ଫେରାର ଥିଲେ ଜ୍ୱାଇଁ: ୨୮ ବର୍ଷ ପରେ ଧରିଲା ପୋଲିସ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ହତ୍ୟାକାରୀଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ଚେନ୍ନାଇ ପୋଲିସ। ଅଭିଯୁକ୍ତ ଜଣକ ହରିହର ପାଟଯୋଶୀ(୫୦)। ବ୍ରହ୍ମପୁର ପୋଲିସ ସହାୟତାରେ ଚେନ୍ନାଇ ପୋଲିସ ଗୋଶାଣି ନୂଆଗାଁ ଅଞ୍ଚଳରୁ ୨୮ବର୍ଷ ପରେ ଫେରାର ଥିବା ଅଭିଯୁକ୍ତ ହରିହରଙ୍କୁ ଗିରଫ କରାଯାଇଥିବା…

କଂଗ୍ରେସର ୫ମ ଗ୍ୟାରେଣ୍ଟି ଲାଗୁ, ଯୁବା ନିଧି ଯୋଜନା ଅଧୀନରେ ବେରୋଜଗାର ଯୁବକଙ୍କୁ ମିଳିବ ଟଙ୍କା

ବେଙ୍ଗାଲୁରୁ,୨୬।୧୨: କର୍ନାଟକରେ କଂଗ୍ରେସ ସରକାର ନିର୍ବାଚନ ପ୍ରତିଶ୍ରୁତିରେ ଘୋଷଣା କରିଥିବା ୫ମ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଗ୍ୟାରେଣ୍ଟି ଅନୁଯାୟୀ ବେରୋଜଗାର ସ୍ନାତକ ଏବଂ ରାଜ୍ୟର ଡିପ୍ଲୋମାଧାରୀ ଯୁବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଯୁବା…

ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା ସୋମବାର…

୨୦୨୪ ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ବିଜୟ ଫର୍ମୁଲା ନେଇ ମନ୍ଥନ କଲେ ନଡା

କୋଲକାତା,୨୬।୧୨: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାଜପା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିଛି ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ସାରା ଦେଶରେ ମାରାଥନ ସାଂଗଠନିକ ବୈଠକ…

ମୋତିସନ୍ସ ଜୁଏଲର୍ସ ଶେୟାର ତାଲିକାଭୁକ୍ତ ହେବା ମାତ୍ରେ ମାଲାମାଲ ହେଲେ ନିବେଶକ

ମୁମ୍ବାଇ,୨୬।୧୨: ଶେୟାର ମାର୍କେଟରେ ଧମାକାଦାର ଏଣ୍ଟ୍ରି କରିଛି ମୋତିସନ୍ସ ଜୁଏଲର୍ସ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ କମ୍ପାନୀର ଶେୟାର ୯୮.୧୮% ପ୍ରିମିୟମ ସହିତ ୧୦୯ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ୧୦୩.୯୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ପୂର୍ବରୁ ବିଶେଷଜ୍ଞମାନେ…

ପ୍ରେସର କୁକର ମରାମତି  ଦେଖିଲେ ହୋଇଯିବେ ଭୟଭୀତ

ପ୍ରେସର କୁକର ମରାମତିର ନୂଆ ପଦ୍ଧତି ଦେଖିବା ପରେ ଯେ କେହି ଭୟଭୀତ ହୋଇଯିବେ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମିକ୍ସର୍‌ ଗ୍ରାଇଣ୍ଡର, ପ୍ରେସର କୁକର ମରାମତି କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ…

ଫୁଟ୍‌ପାଥରେ ଗାଡ଼ି ରଖିଲେ ଗଣିବେ ଜରିମାନା

କେନ୍ଦୁଝର,୨୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ଏକ କଡ଼ା ଚେତାବନୀ ଦିଆଯାଇଛି। ରାସ୍ତା ଅବରୋଧ କରି ଗାଡ଼ି ରଖିଲେ ଚାଳକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଥାନା…

୫୭ ବର୍ଷ ବୟସରେ ବିବାହ କଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତା ରୋନିତ ରୟ ତାଙ୍କ ବ୍ୟକ୍ତିଗତ ଜୀବନର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୭ ବର୍ଷୀୟ ଅଭିନେତା ପୁଣିଥରେ ତାଙ୍କ ପତ୍ନୀ ନୀଲମ ବୋଷ ରୟଙ୍କ ସହ ବିବାହ କରିଛନ୍ତି। ରୋନିତ ତାଙ୍କ ବିଂଶତମ ବିବାହ ବାର୍ଷିକୀ ଅବସରରେ ପୁନର୍ବାର…

ଭାରତ-ରୁଷିଆର ସମ୍ପର୍କ ସର୍ବଦା ଦୃଢ ରହିବ: ମସ୍କୋରେ ଜୟଶଙ୍କରଙ୍କ ବଡ଼ ଦାବି

ମସ୍କୋ,୨୬।୧୨: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ଏସ ଜୟଶଙ୍କର କହିଛନ୍ତି, ଭୌଗୋଳିକ ତଥା ରଣନୈତିକ ନିର୍ଭରଶୀଳତା ହେତୁ ଭାରତ ଏବଂ ରୁଷିଆର ସମ୍ପର୍କ…

ବ୍ରେକଅପ ପରେ ଏମିତି ପଦକ୍ଷେପ ନେବାକୁ ଯାଉଥିଲେ ଯୁବତୀ, ହଠାତ ଆସିଲା ପ୍ରେମିକଙ୍କ ମେସେଜ ତା ପରେ…

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଦେଖିବାକୁ ମିଳିଥାଏ। ଏହିପରି ଭିଡିଓଗୁଡିକ ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ପ୍ରେମିକା ବ୍ରେକଅପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?