କୋରବାରେ ହେବ ରାଜ୍ୟର ସବୁଠାରୁ ବଡ ସୁପର କ୍ରିଟିକାଲ ଥର୍ମାଲ ପାଓ୍ବାର ଷ୍ଟେଶନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ରାୟପୁର,୩୦।୭: ଛତିଶଗଡ଼ର ଉର୍ଜାଧାନୀ ନାମରେ ପ୍ରସିଦ୍ଧ କୋରବା ଜିଲାରେ ରାଜ୍ୟର ସବୁଠାରୁ ବଡ କ୍ରିଟିକାଲ ଥର୍ମାଲ ପାଓ୍ବାର ଷ୍ଟେଶନ ବା ତାବଜ ବିଦ୍ୟୁତ କେନ୍ଦ୍ର ଓ ଆଧୁନିକ କାରଖାନା ପ୍ରତିଷ୍ଠା କରାଯିବ। ଜୁଲାଇ ୨୯ରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୧୩୨୦ ମେଗାୱାଟ…
ଜିଲାପାଳଙ୍କ ଆଦେଶ ସତ୍ତ୍ବେ ନିର୍ବିକାର
ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକିୟା ବର୍ତ୍ତମାନ ସହରରେ ପ୍ରମୁଖ ଚର୍ଚ୍ଚା ପାଲଟିଛି। ସହରର ଚା’ ଖଟିଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଗଳିକନ୍ଦି ସବୁଠି ଏହାକୁ…
ନୂଆ ଭୂମିକାରେ ପ୍ରଶଂସକଙ୍କ ହୃଦୟ ଜିତିଲେ କୋହଲି
ବାର୍ବାଡୋସ୍,୩୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ ଦଳ ଦ୍ୱିତୀୟ ଦିନିକିଆରେ ୬ ଉଇକେଟରେ ଜିତିବା ସହ ସିରିଜ ୧-୧ରେ ସମାନ ହୋଇଛି। ଦ୍ୱିତୀୟ ଦିନିକିଆରେ…
ଗୋଟିଏ ଓଭରରେ ୭ ଛକା ମାରି ସମସ୍ତଙ୍କ ଆଶ୍ଚର୍ଯ୍ୟ କଲେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୨୮।୭: ଆଫଗାନିସ୍ତାନ କ୍ରିକେଟ ଦଳର ୨୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସେଦିକୁଲ୍ହା ଅଟଳ ଗୋଟିଏ ଓଭରରେ ୭ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେଦିକୁଲ୍ହା କାବୁଲ ପ୍ରିମିୟର ଲିଗରେ ବୋଲର ଅମିର ଜଜାଇଙ୍କ ଓଭରରେ ଏହି ପ୍ରଦର୍ଶନ କରିଥିଲେ। ଶାହିନ…
ଏହି ମନ୍ଦିରରେ ଜଳ ଅର୍ପଣ କଲେ ଋଣରୁ ମିଳିଥାଏ ମୁକ୍ତି
ଏମିତି ଏକ ଶିବଲିଙ୍ଗ ରହିଛି, ଯେଉଁଠି ଜଳାଭିଷେକ କଲେ କରଜରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଯାହାକି କୃଷ୍ଣ ମୁକ୍ତେଶ୍ୱର ମହାଦେବ ଭାବରେ ଜଣାଶୁଣା। ଏହି ମନ୍ଦିର ରାଜସ୍ଥାନର ନାଗୋରରେ ରହିଛି। ଏହି ମନ୍ଦିରର ପ୍ରତିଷ୍ଠା ବିଷୟରେ କହିବାକୁ ଗଲେ…
ଦୀର୍ଘ ୬ ମାସ ହେଲା ଅନ୍ଧାରରେ ନୂଆସାହି ବାସିନ୍ଦା
ପୋଲସରା,୩୦ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ନୂଆସାହି ବାସିନ୍ଦା ଦୀର୍ଘ ୬ ମାସ ହେବ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ସାହିରେ ଷ୍ଟ୍ରିଟ୍ ଲାଇଟ୍ ଦୀର୍ଘ ୬ ମାସ ହେବ ବନ୍ଦ ହୋଇପଡ଼ିଛି। ଯାହା ଫଳରେ…
ଏକ ପରିବାରକୁ ନେଇ ଗୋଟିଏ ଗାଁ, ଘରର ମୁଖିଆଙ୍କ ନାଁରେ ଗାଁ ପରିଚିତ
ସାଧାରଣତଃ ୫ରୁ ୧୦ ପରିବାର ଗାଁର ଗୋଟିଏ ସାହିରେ ରୁହନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ୯୦ ଜଣ ଲୋକ ଏକ ଗାଁ ତିଆରି କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ରହୁଥିବା ସମସ୍ତ ୯୦ ଜଣ ଗୋଟିଏ ପରିବାରର ଅଟନ୍ତି। ଗାଁର…
ସ୍ମାର୍ଟ ଜିମ୍ ଗ୍ୟାଜେଟ୍ସ
ଆଜିକାଲି ନିଜକୁ ଫିଟ୍ ରଖିବା ଲାଗି ଅନେକେ ଜିମ୍ ଯିବା ସହ ଘରେ ବି ବିଭିନ୍ନ ଜିମ୍ ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍ ମନିଟରିଂ କରିବା ସହ ଏଣ୍ଟରଟେନ୍ମେଣ୍ଟ ପାଇଁ ମ୍ୟୁଜିକ୍ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍ ଗ୍ୟାଜେଟ୍ର…
ଟକ୍ସିକ୍ ରିଲେଶନ୍ଶିପ୍
ପ୍ରେମ ଏକ ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ, ଯାହା ଦୁଇଜଣଙ୍କୁ ଏକ ସୂତ୍ରରେ ବାନ୍ଧିରଖେ ଓ ଆନନ୍ଦ ଦିଏ। ହେଲେ ଆଜିର କେତେକ ଯୁବତୀ ଯୁବକଙ୍କ ପାଇଁ ଯେମିତି ଏହାର ପରିଭାଷା ବଦଳିଯାଇଛି। ସ୍ବାର୍ଥହାସଲ ପାଇଁ ସେମାନେ ନିଜେ ଗଢ଼ୁଛନ୍ତି ସମ୍ପର୍କ। ଆଉ…
ରାଷ୍ଟ୍ରପତି ଭବନ
ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ, ମ୍ୟୁଜିୟମ୍, ସେରେମୋନିଆଲ୍ ହଲ୍ ଏବଂ ବଡିଗାର୍ଡ ଓ ଷ୍ଟାଫ୍ମାନଙ୍କ ପାଇଁ କ୍ୱାଟର୍ସ। ଜାଣିବା ଏହା…
୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬
ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ…
ନବ ଦାସ ହତ୍ୟା ମାମଲାରେ ଭାଜପା ହୀନ ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଭାଜପା ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ପ୍ରତି ୧୫ ଦିନରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ା ଶଙ୍ଖ ଭବନଠାରେ…
Archives


