Home Left

ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୬।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲରେ ଅବସ୍ଥିତ ସାବଜିଆନ ସେକ୍ଟରରେ ସୁରକ୍ଷା ବାହିନୀ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ସୁରକ୍ଷା ବାହିନୀ, ସେନା ଏବଂ ପୋଲିସ ଗୁଳିରେ ଜଣେ ଆତଙ୍କବାଦୀ ନିହତ…

ମରୁଡ଼ି ଘୋଷଣା ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୬ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡ଼ି ଘୋଷଣା  ସହ କୃଷି ଋଣ ଛାଡ଼ କରିବାକୁ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି…

କୋରାପୁଟରେ ପ୍ରବଳ ବର୍ଷା

କୋରାପୁଟ,୬ା୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ଅପରାହ୍ନ ୪ଟାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଜମି ରହିଥିବା ବେଳେ କେତେକ ଓ୍ବାର୍ଡରେ କିଛି ଘରେ ବର୍ଷା ପାଣି ପଶିଯାଇଥିବା ଜଣାଯାଇଛି।…

ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣୀ ଖାଦାନ ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଲାଣୀ ଖଣି ଅଞ୍ଚଳକୁ ରେଳସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ସେଲ୍‌ ଅଧୀନରେ ବଲାଣୀରେ ଚାଲିଛି ଲୌହଖଣି। ଏଣୁ ଖଣି ଯୋଗୁ ସ୍ଥାନୀୟ ଲୋକ ଜମି, ଜଙ୍ଗଲ ହରାଇଥିବା…

ଜଣେ ହିନ୍ଦୁ ଭାବରେ ମୁଁ ଗର୍ବିତ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଏବଂ ହିନ୍ଦୁ ଧର୍ମ ସମ୍ବନ୍ଧରେ ନିଜ ମତ ରଖିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୋର ମୂଳ ଭାରତୀୟ ଏବଂ ମୋ ସ୍ତ୍ରୀ ଭାରତୀୟ। ଜଣେ ଗର୍ବିତ ହିନ୍ଦୁ ଭାବେ ମୋର…

ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି, ଯାନବାହନ ଚଳାଚଳ ବନ୍ଦ

କୋରୁକୋଣ୍ଡା,୬ା୯(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମଓ୍ବାଡା ପଞ୍ଚାୟତ ଏମ୍‌ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବା ରାସ୍ତାରେ ବହୁଦିନ ଧରି ଏକ ପୋଲ ରହିଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ପ୍ରାୟ ୪ରୁ ଊର୍ଦ୍ଧ୍ୱ ଗ୍ରାମବାସୀ। ଚଳିତ ଲଘୁଚାପ…

‘ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ଏବେ ସମ୍ଭବ ନୁହେଁ’

ନୂଆଦିଲ୍ଲୀ,୬।୯: ନିକଟରେ ବିସିସିଆଇ ସଭାପତି ରୋଜର ବିନି ପାକିସ୍ତାନ ଗସ୍ତରେ ଯାଇଥିଲେ। ରୋଜର ବିନି ଏବଂ ରାଜୀବ ଶୁକ୍ଲା ଲାହୋରରେ ମ୍ୟାଚ ଦେଖିଥିଲେ। ଏଥି ସହ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ରୋଜର ବିନି ଏବଂ ରାଜୀବ ଶୁକ୍ଲାଙ୍କୁ ସ୍ବାଗତ କରିଥିଲେ।…

ଉତ୍ତର କୋରିଆକୁ ଆମେରିକାର ଚେତାବନୀ, ରୁଷିଆକୁ ଅସ୍ତ୍ରଦେଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୬।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଧରି ଏକ ଭୟଙ୍କର ଯୁଦ୍ଧ ଲାଗି ରହିିଛି। ଏହି ସମୟରେ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଯଦି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ…

ପଦାରେ ପଡ଼ିଲା ପ୍ରିୟଙ୍କା ଚୋପ୍ରାଙ୍କ ଶାଶୁଘରର ଭିତିରି କଥା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ତଥା ଜୋନାସ ପରିବାରର ସାନ ବୋହୂ। ତେବେ ଗତ କିଛି ଦିନ ହେବ ପ୍ରିୟଙ୍କାଙ୍କ ଶାଶୁଘରେ କିଛି ଭଲ ଚାଲି ନାହିଁ। ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ପ୍ରିୟଙ୍କାଙ୍କ ଦେଢ଼ଶୁର ଜୋ…

ଭାଜପାରୁ ଇସ୍ତଫା ଦେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ

କୋଲକାତା,୬।୯: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି। କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ।…

୪ ମହଲା କୋଠା ଉପରେ କାର୍‌ ଷ୍ଟଣ୍ଟ୍‌ କରିବା ପଡ଼ିଲା ମହଙ୍ଗା, ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଲୋକମାନେ ଦୁଃସାହସିକ ଷ୍ଟଣ୍ଟ୍‌ କରୁଥିବାର ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଷ୍ଟଣ୍ଟ୍‌ ମହଙ୍ଗା ପଡ଼ିଥାଏ। ଜଣେ କାର୍‌ ଚାଳକ ଏକ ୪ ମହଲା କୋଠାରୁ ଦୁଇ ବିଲ୍ଡିଂ ମଧ୍ୟରେ ଷ୍ଟଣ୍ଟ କରୁଥିଲେ। ଷଣ୍ଟ୍‌ ସମୟରେ ଏମିତି କିଛି ଘଟିଥିଲା, ଯେଉଁଥିରେ ପାଖରେ…

ଭୁମି ପେଡନେକରଙ୍କ ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ଆଉଟ

ମୁମ୍ବାଇ: ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ରିଲିଜ ହୋଇଯାଇଛି। ଆଉ ଟ୍ରେଲରକୁ ଦେଖିବା ପରେ ପ୍ରଶଂସକ ମୁଭି ଦେଖିବାକୁ ଏକ୍ସାଇଟେଡ ହୋଇ ଯାଇଛନ୍ତି। ଏଥିରେ ଭୁମି ପେଡନେକର, ଶାହନାଜ ଗିଲ, କୁଶା କପିଲ, ଡଲି ସିଂ ଓ ଶିବନୀ ବେଦିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri