ଜିମ୍ରେ ୬୮ ବର୍ଷୀୟାଙ୍କ ଅଭ୍ୟାସ
ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ନିଜକୁ ଫିଟ୍ ରଖିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ସମୟରେ ଲୋକେ ନିଜ ପାଇଁ ସମୟ ବାହାର କରିବା ଟିକେ କଷ୍ଟ। ହେଲେ ସୋସିଆଲ ମିଡିଆରେ ନିକଟରେ ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା…
ରଜନୀକାନ୍ତଙ୍କ ସହ ଏକାଠି ନଜର ଆସିବେ
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ, ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଯୋଡ଼ିକୁ ପ୍ରଶଂସକ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଦୁହିଁଙ୍କୁ ‘ଜେଲର’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଏକତ୍ର ଦେଖିବାକୁ ମିଳିବ। ପରଦାରେ ରଜନୀକାନ୍ତ- ତମନ୍ନାଙ୍କ ଯୋଡ଼ିକୁ ନେଇ ଉତ୍ସାହ ରହିଥିବାବେଳେ…
ଓସିଏସ୍ ଫଳାଫଳରେ ବାଜିରାଓର ବାଜିମାତ୍
ଭୁବନେଶ୍ୱର,୨।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାଜିରାଓ ଆଇଏଏସ୍ ଏକାଡେମୀ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷା ଫଳାଫଳରେ ବାଜିମାତ୍ କରିଛି। ଏକାଡେମୀର ୧୨୦ରୁ ଅଧିକ ଛାତ୍ରୀଛାତ୍ର ଓସିଏସ୍ ଫଳାଫଳରେ କୃତକାର୍ଯ୍ୟ ହୋଇଛନ୍ତି। ବିଶେଷକରି ଏକାଡେମୀର ଛାତ୍ରୀ ବୈଶାଖୀ ଲେଙ୍କା, ମଧୁସ୍ମିତା…
ବ୍ୟାଙ୍କକୁ ଫେରିଛି ୮୮% ୨ ହଜାର ଟଙ୍କିଆ ନୋଟ୍
ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିକଟକୁ ବର୍ତ୍ତମାନ ପ୍ରାୟ ୮୮% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଛି। ଏପରିକି ବଜାରରେ ବର୍ତ୍ତମାନ ମଧ୍ୟ ୧୨%ର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେଉଛି। ଉକ୍ତ ନୋଟ୍ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି…
ଖସିଲା ଶେୟାର ବଜାର କାରବାର
ନୂଆଦିଲ୍ଲୀ,୨।୮: ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇରଛନ୍ତି। ମଙ୍ଗଳବାର ଷ୍ଟକ୍ ମାର୍କେଟର…
କମିଲା କମର୍ସିଆଲ ଗ୍ୟାସ୍ ମୂଲ୍ୟ
ନୂଆଦିଲ୍ଲୀ,୨।୮: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଜୁଲାଇ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ୍ (୧୯କେଜି) ଦର ୯୯.୭୫ ଟଙ୍କା…
ଜୁଲାଇରେ ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୮(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…
ଓଏମ୍ଜି ୨କୁ ‘ଏ’ ସାର୍ଟିଫିକେଟ୍
ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍’ର ସିକ୍ୱେଲ ‘ଓଏମ୍ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ…
ଭୟଜର-୨ ସହ ଯୋଗାଯୋଗ ବିଚ୍ଛିନ୍ନ
ଓ୍ବାଶିଂଟନ୍,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୯୭୭ରେ ଭୟଜର-୨ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ଏହାର…
ମଣିପୁର ଡିଜିପିଙ୍କୁ ସୁପ୍ରିମକୋର୍ଟ ସମନ
ନୂଆଦିଲ୍ଲୀ,୨ା୮: ମଣିପୁରରେ ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଥିବା ଦର୍ଶାଇ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ପୋଲିସକୁ ଜାତିଆଣ ହିଂସାର ତଦନ୍ତରେ ମନ୍ଥରତା ଓ ଶିଥିଳତା ପାଇଁ ଭର୍ତ୍ସନା କରିଛନ୍ତି। ବିଶେଷକରି ମହିଳା ବିରୋଧୀ ହିଂସା ମାମଲାରେ ପୋଲିସର…
ଇମାମଙ୍କୁ ହତ୍ୟା, ମସ୍ଜିଦରେ ନିଆଁ
ଗୁରୁଗ୍ରାମ/ଚଣ୍ଡିଗଡ଼,୨ା୮: ହରିୟାଣାର ନୁହରେ ସୋମବାର ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରାବେଳେ ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ସଂଘର୍ଷ ଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଲୋକେ ଗୁରୁଗ୍ରାମର ସେକ୍ଟର ୫୭ରେ ଥିବା ଅଞ୍ଜୁମନ ଜାମା…
୨୬ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ଭୁବନେଶ୍ୱର,୨ା୮(ଅନିଲ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମଙ୍ଗଳବାର ଲଘୁଚାପ ଡିପ୍ ଡିପ୍ରେସନ(ଗଭୀର ଅବପାତ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହଁା ହୋଇ ବାଂଲାଦେଶର ଖେପୁରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ…
Archives


