ରକ୍ଷାବନ୍ଧନରେ ମୁସଲିମ ମହିଳାଙ୍କ ନିକଟରେ ସରକାରଙ୍କ ବାର୍ତ୍ତା ପଠାଇବେ ଏମ୍ପି
ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତିନ ତଲାକ ଉପରେ ପ୍ରତିବନ୍ଧକ ଲଗାଇବା ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ମୁସଲିମ ମହିଳାମାନଙ୍କ ମଧ୍ୟରେ ସାମଗ୍ରିକ ସୁରକ୍ଷା ଭାବନାକୁ ବଢାଇ ଦେଇଛି। ମୋଦି ଭାଜପା ନେତାମାନଙ୍କୁ ରକ୍ଷାବନ୍ଧନ ଅବସରରେ ମୁସଲିମ ମହିଳାଙ୍କ ନିକଟରେ…
ମୁକ୍ତିର ଆନନ୍ଦ: ପିଞ୍ଜରାବଦ୍ଧ ପକ୍ଷୀଙ୍କୁ କିଣି ମୁକ୍ତ କରୁଛନ୍ତି ପୋଲିସ କନଷ୍ଟେବଳ…
ହରଦୋଇ,୧।୮ : ଉତ୍ତରପ୍ରଦେଶର ହରଦୋଇରେ ପୋଷ୍ଟ ହୋଇଥିବା ୟୁପି ପୋଲିସର ଜଣେ କନଷ୍ଟେବଳଙ୍କୁ ଲୋକେ ଭାରି ପ୍ରଶଂସା କରୁଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏସବୁକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ଏସପି ମଧ୍ୟ ତାଙ୍କୁ ସମ୍ମାନିତ…
ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…
ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ।…
ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…
କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି ସେମାନେ…
ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ବ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷୀ
କୋକସରା,୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଳସେଚନର ସୁବ୍ୟବସ୍ଥା ଓ ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି । ହେଲେ…
ଆନ୍ଦୋଳନରୁ ଓହରିଲା ଆଉଟସୋର୍ସିଙ୍ଗ ସଂଘ
ଭୁବନେଶ୍ୱର,୧।୮(ଅସମାପିକା ସାହୁ)ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ପରେ ସେମାନଙ୍କ ଦାବି ସଂପର୍କରେ ବିସ୍କୃତ ଆଲୋଚନା କରାଯାଇଥିଲା। ଏହାପରେ ସେମାନେ ଆନ୍ଦୋଳନରେ…
ଶ୍ରେଣୀ ଗୃହରେ ପଶିଲା ପାଣି
ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରି ନାହିଁ। ସ୍ଥାନ ଅଭାବ ହେତୁ କ୍ଲାସ ପରିଚାଳନା ବାଧା…
କେନ୍ଦୁଝରରେ ପ୍ରବଳ ବର୍ଷା: ବନ୍ୟା ଆଶଙ୍କା, ସତର୍କତା ଜାରିକଲା ପ୍ରଶାସନ
କେନ୍ଦୁଝର, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ା ଜିଲାରେ ଆଜି ପୂର୍ବାହ୍ନରୁ ବର୍ଷା ଆରମ୍ଭ ହୋଇଛି ା ପ୍ରବଳ ବର୍ଷାକୁ ଆଖିରେ ରଖି ପ୍ରଶାସନ…
ନିର୍ବାଚନୀ ରାଜ୍ୟରେ ବୁଲୁଛନ୍ତି, ହେଲେ ମଣିପୁର ଉପରେ ଜବାବ ଦେବାକୁ ସମୟ ନାହିଁ: ଖାର୍ଗେ
ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ବିରୋଧୀ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହି ସମୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମିଳିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସରକାରଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ କରାଯାଇଥିଲା। ଏହି ସମୟରେ କଂଗ୍ରେସ…
ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଲେ ମହିଳା, ରୁଜୁ ହେଲା ମାମଲା
ଥିରୁଭାନନ୍ତପୁରମ୍,୧।୮: କୋଚି ବିମାନବନ୍ଦରରେ ବୋମା ଥିବା ଦାବି କରିବା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ତେବେ ପରବର୍ତ୍ତୀ ସମୟରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀ ବ୍ୟାଗରେ ବୋମା ଥିବା ନେଇ ମିଛ…
ଦକ୍ଷିଣ କୋରିଆ, ଜାପାନରେ ଗ୍ରୀଷ୍ମପ୍ରବାହ: ୧୩ ଲୋକଙ୍କ ମୃତ୍ୟୁ, ତାପାମାତ୍ରା ୪୦ ଡିଗ୍ରୀ ପାଖାପାଖି
ଟୋକିଓ,୧।୮: ଦୁନିଆର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ବିପର୍ଯ୍ୟୟର କାରଣ ପାଲଟିଥିବା ବେଳେ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଯୋଗୁ ଲୋକଙ୍କର ଜୀବନ ଯାଉଛି। ଏହି କ୍ରମରେ ଦକ୍ଷିଣ କୋରିଆ ଏବଂ ଜାପାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦକ୍ଷିଣ କୋରିଆରେ ଉତ୍ତାପ…
ଏସିଆ କପ୍ ପାଇଁ ସ୍ଥିର ହୋଇସାରିଛି ଟିମ୍ ଇଣ୍ଡିଆର ପ୍ଲେ-୧୧! ଜାଡେଜା କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପରେ ଭାରତୀୟ ଦଳ ଏସିଆ କପ୍ରେ ପରବର୍ତ୍ତୀ ୫୦ ଓଭର ମ୍ୟାଚ ଖେଳିବ। ଆଗାମୀ ଦିନିକିଆ ବିଶ୍ୱକପକୁ ଧ୍ୟାନରେ ରଖି ଟିମ ଇଣ୍ଡିଆ ପାଇଁ ଏସିଆ କପ୍ ଟୁର୍ନାମେଣ୍ଟ…
Archives


