୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର
ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ ପକ୍ଷୀ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ଜାଲ, ଫାଶ…
ଅନନ୍ତ ମହାପାତ୍ର ପାଇଲେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’
ଭୁବନେଶ୍ୱର,୧୦।୯(ଶର୍ମିଷ୍ଠା ପାଣିଗ୍ରାହୀ)ସୃଜନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୯ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଅନନ୍ତ ମହାପାତ୍ରଙ୍କୁ ‘ଗୁରୁ…
ଜି-୨୦ ନୈଶ ଭୋଜିରେ ଯୋଗ ଦେଲେନି ନବୀନ
ଭୁବନେଶ୍ୱର,୧୦ା୯(ଅନିଲ ଦାସ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଡାକିଥିବା ଜି-୨୦ ନୈଶ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ଭୋଜିରେ ଯୋଗଦେଇ ନ ଥିବା କୁହାଯାଉଛି। ଆଉ କିଛିମାସ ପରେ ସାଧାରଣ…
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଟ୍ରମା କେୟାର
ଭୁବନେଶ୍ୱର,୯ା୯(ଅଭିଜିତ ଦାସ): କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଚର ଆଣ୍ଡ୍ ସର୍ଜରୀ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରମା କେୟାର ସେଣ୍ଟର ଆଣ୍ଡ୍ ସର୍ଜରୀ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାରିବାକୁ…
ଜିତେନ୍ଦ୍ର ରଣସିଂହ ନୟାଗଡ଼ ଜିଲା ବିଜେଡି କମିଟି ସମ୍ପାଦକ
ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି। ଜିତେନ୍ଦ୍ର କୁମାର ରଣସିଂହଙ୍କୁ ବିଜେଡି ଜିଲା କମିଟି ସମ୍ପାଦକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଭାପୁର ବ୍ଲକ ବିଜେଡି…
ପୁଣି ଏହି ୨୫ ବର୍ଷୀୟା ମଡେଲଙ୍କ ପ୍ରେମରେ ଟାଇଟାନିକ୍ ଅଭିନେତା
ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ହଲିଉଡ୍ର ଆଇକନିକ ଫିଲ୍ମ ‘ଟାଇଟାନିକ୍’ର ଅଭିନେତା ଲିଓନାର୍ଡୋ ଡିକାର୍ପିଓ। ଏବେ ଜଣେ ୨୫ ବର୍ଷୀୟ ଇଟାଲିଆନ ମଡେଲଙ୍କ ନାମ ସହ ଏହି ୪୮ ବର୍ଷୀୟ ଅଭିନେତାଙ୍କ ନାମ ଯୋଡାଯାଉଛି। ମଡେଲଜଣଙ୍କ ହେଉଛନ୍ତି ଭିଟୋରିଆ ସେରେଟି। ପୂର୍ବରୁ…
ମୋରୋକୋ ପରେ ତ୍ରିପୁରାରେ ଭୂକମ୍ପ ଝଟ୍କା, ତୀବ୍ରତା ୪.୪
ଅଗରତାଲା,୯।୯: ମୋରୋକୋରେ ଭୟଙ୍କର ଭୂକମ୍ପ ପରେ ଶନିବାର ଭାରତର ତ୍ରିପୁରାରେ ମଧ୍ୟ ଝଟ୍କା ଅନୁଭୂତ ହୋଇଛି। ରାଜ୍ୟର ଧର୍ମନଗରର ୭୨ କିମି ଉତ୍ତରପୂର୍ବରେ ଅପରାହ୍ନ ୩.୩୮ରେ ଲୋକେ ଭୂକମ୍ପ ଝଟ୍କା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା…
ଟାଇଗର-୩କୁ ଟକ୍କର ଦେବ ଜିଗର ଥଣ୍ଡା ଡବଲ ଏକ୍ସ, ୧୧ ସେପ୍ଟେମ୍ବରରେ ଟିଜର ଜାରି…
ମୁମ୍ବାଇ : ଏସଜେ ସୂର୍ଯ୍ୟ ଏବଂ ରାଘବ ଲରେନ୍ସଙ୍କ ଫିଲ୍ମ ଜିଗର ଥଣ୍ଡା ଡବଲ ଏକ୍ସ ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଏହା ଚର୍ଚ୍ଚାରେ ରହି ଆସିଛି। କାର୍ତ୍ତିକ ସୁବରାଜଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଜିଗର ଥଣ୍ଡା ଡବଲ ଏକ୍ସର…
ବହୁଛି ପରିବର୍ତ୍ତନର ହାଓ୍ବା
କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଆଉ କିଛିଦିନ ରହିଲା। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଏକ ନିର୍ବାଚନ ସଂକ୍ରାନ୍ତୀୟ ଶୁଣାଣି ଆସନ୍ତା ୧୨ ତାରିଖକୁ ଘୁଞ୍ଚିଥିବାରୁ ନିର୍ବାଚନକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।…
ମଣିଷ-ପ୍ରାଣୀ ସମ୍ପର୍କ: ଚାଷୀଙ୍କ ମୃତ୍ୟୁରେ ପହଞ୍ଚିଲା ମାଙ୍କଡ, ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିଲା…
ଲଖିମପୁର ଖେରୀ,୯।୯ : ଲକ୍ଷ୍ମୀପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ମାମଲା ସାମ୍ନାକୁ ଆସିଛି। ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ମାଙ୍କଡ…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା
ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଉକ୍ତ ବ୍ଲକର ୨୫ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ…
ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ
ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦେଇ ଯାଇଥିବା ବାଲିମେଳା ଜଳଭଣ୍ଡାରର ସୱାଭିମାନ ଅଞ୍ଚଳ ପଲସିପଦର ଘାଟରେ ବୁଡ଼ି ଜଣେ ନିଖୋଜ। ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର ବାସିନ୍ଦା ରାମଚନ୍ଦ୍ର ମୁଦୁଲ(୪୭) ନିକଟସ୍ଥ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା…
Archives


