Home Left

ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ

ପୁରୀ,୧୦।୯ (ଅଜିତ୍‌ ମହାନ୍ତି): ରବିବାର ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ। ଶନିବାର ମହାପ୍ରଭୁଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘାଶୁର ବଧ ନିତି ଅନୁଷ୍ଠିତ…

ବିଦଗ୍ଧ ଫଳ

ଆଜିକାଲି ବିଭିନ୍ନ ଜିନିଷର ଜିଆଇ ଟ୍ୟାଗ୍‌ ପାଇଁ ଯେପରି ତତ୍ପରତା ଦେଖାଯାଉଛି ସେପରି ଆଗରୁ ଦେଖି ନ ଥିଲୁ। ଆମ ଜିନିଷକୁ ଯଦି କେହି ତାଙ୍କର ବୋଲି କହିଦିଏ ତେବେ ଖରାପ ଲାଗିବା ସ୍ବାଭାବିକ। ତେଣିକି ସେ ନିଜ ଛୁଆ ହେଉ…

‘ଯବାନ’ ସ୍କ୍ରିନିଂକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୯: ଏବେ ଦେଶରେ ଶାହରୁଖ ଖାନଙ୍କ କ୍ରେଜ ଚାଲିଛି। ସବୁଠି ତାଙ୍କ ଅଭିନୀତ ‘ଯବାନ’କୁ ନେଇ ଚର୍ଚ୍ଚା। ରିଲିଜ୍‌ର ଦୁଇ ଦିନରେ ମଧ୍ୟରେ ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିଛି। କିନ୍ତୁ ନିକଟରେ ଶାହାରୁଖଙ୍କ ଏହି ଫିଲ୍ମ ଚ୍ୟାଲେଞ୍ଜର ସମ୍ମୁଖୀନ…

କ୍ରିକେଟ୍‌ ମହାକୁମ୍ଭ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୨ ଦଳ ମଧ୍ୟରେ ହେବ ବିଶ୍ୱକପ୍‌ ଫାଇନାଲ୍‌

ସିଡନୀ,୧୦।୯: ଅକ୍ଟୋବର ୨ ତାରିଖରୁ ଭାରତୀୟ ମାଟିରେ ବିଶ୍ୱକପ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୧୨ ବର୍ଷ ପରେ ବିଶ୍ୱକପ ଜିତିବାରେ…

‘ଅନ୍ୟମାନଙ୍କ ଅପେକ୍ଷା ମୋ ଉପରେ ତିନିଗୁଣା ଅଧିକ ବୋଝ’

କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମହାମୁକାବିଲା ଖେଳାଯିବ। ଏହି ସୁପର ଫୋର୍‌ ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଗ୍ରୁପ ରାଉଣ୍ଡ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚ ରଦ୍ଦ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ…

ହୀରାକୁଦ ଡ୍ୟାମ୍‌ରେ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର 

ଦେବଗଡ଼,୧୦।୯(ଶେଖର ଝାଙ୍କର):  ହୀରାକୁଦ ଡ୍ୟାମରେ ମେକାନିକ ଚାକିରି ଦେବାକୁ କହି  ଠକିନେଲେ ୩ଲକ୍ଷ ୫୦ ହଜାର ଟଙ୍କା।  ଏଭଳି ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ ମୁଣ୍ଡଗୋହୀରା ଗ୍ରାମରେ । ମୁଣ୍ଡଗୋହୀରା ଗ୍ରାମର ଜଣେ ଯୁବକଙ୍କ ଠାରୁ ଦେବଗଡ ପୌରାଞ୍ଚଳ ପୁରୁଣାଗଡ଼ର…

ପୁଣି ବିବାହ କରିବେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୧୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍‌ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ପ୍ରଥମେ ପାରମ୍ପାରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ…

ଦିଲ୍ଲୀରେ ବର୍ଷା ଯୋଗୁ ଭାରତ ମଣ୍ଡପମରେ ପାଣି, କଂଗ୍ରେସ କହିଲା ପହଁରୁଛି ବିକାଶ

ନୂଆଦିଲ୍ଲୀ,୧୦।୯: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ରବିବାର ରାଜଧାନୀରେ ଖୁବ ବର୍ଷା ହୋଇଛି, ଫଳରେ ଆୟୋଜନ ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଛି।ଜି -୨୦ ସଦସ୍ୟଙ୍କ ଆଗମନକୁ ନେଇ ନିର୍ମିତ ଭାରତ ମଣ୍ଡପମର ଫଟୋ ଏବେ ସୋସିଆଲ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, ଦେଖିପାରିବେ ମ୍ୟାଚ୍‌

କଲମ୍ବୋ,୧୦।୯: ଆଜି ପୁଣି ଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥର ଉଭୟ ଦଳ ସୁପର-୪ରେ ପରସ୍ପର ବିପକ୍ଷରେ ପଡ଼ିଆ ନେବେ। ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ…

ନିକଟ ଭବିଷ୍ୟତରେ ଧ୍ୱଂସ ହେବ ପୃଥିବୀ, ମିଳିଲାଣି ଏସବୁ ସଙ୍କେତ

ଇସ୍ରାଏଲରେ ଘଟିଥିବା ତିନୋଟି ଅନନ୍ୟ ଘଟଣା ବିଷୟରେ ଭବିଷ୍ୟଗଣନକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସେମାନେ କହିଛନ୍ତି, ଏହି ତିନୋଟି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚାଇପାରେ। ସେମାନଙ୍କର ଅସ୍ତିତ୍ୱ ମାନବିକତା ପାଇଁ ଏକ ଖରାପ ସଙ୍କେତ ଦେଉଛି। ଭବିଷ୍ୟଗଣନାକାରୀଙ୍କ ଏହି ଦାବି ଅତ୍ୟନ୍ତ…

ଜେନେଲିଆ ତୃତୀୟ ଥର ପାଇଁ ଗର୍ଭବତୀ ! ଭିଡ଼ିଓ ଭାଇରାଲ…

ମୁମ୍ବାଇ : ପ୍ରଶଂସକମାନେ ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଏବଂ ଅଭିନେତା ରିତିଶ ଦେଶମୁଖଙ୍କ ଯୋଡିକୁ କେବଳ ଅନସ୍କ୍ରିନ ନୁହେଁ ଅଫସ୍କ୍ରିନରେ ମଧ୍ୟ ବେଶ ପସନ୍ଦ କରିଥାନ୍ତି। ଏହି ସୁନ୍ଦର ଦମ୍ପତି ସର୍ବଦା ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି ଏବଂ ପ୍ରାୟତଃ ପ୍ରଶଂସକମାନେ…

୩ମନ୍ତ୍ରୀଙ୍କୁ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ

ବଲାଙ୍ଗୀର, ୧୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ଗସ୍ତରେ ଥିବା ତିନିଜଣ ମନ୍ତ୍ରୀଙ୍କୁ ଶନିବାର ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ବିରୋଧ କରିଥିଲେ। ମନ୍ତ୍ରୀଙ୍କ ପଟୁଆର ଯାଉଥିବାବେଳେ ସେମାନେ କଳାପତାକା ଦେଖାଇ ନାରାବାଜି କରିଥିଲେ। ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri