ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା
ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ ଲୋକମାନଙ୍କୁ ବନ୍ୟା ସ୍ରୋତରେ ଡଙ୍ଗା ଚଳାଇ ନଦୀ ପାର କରୁଛନ୍ତି ା ହେଲେ…
ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ
ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍ (୨୬) ନାମକ ଏହି ଯୁବକ ଅତୀତରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଡୁଗ୍ଲାସ୍ କାଉଣ୍ଟି ଶେରିଫ୍ ବିଭାଗ ପକ୍ଷରୁ…
ମେହବୁବା ମୁଫ୍ତି ଗୃହବନ୍ଦୀ
ଶ୍ରୀନଗର,୬।୮(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିଅଧିଆ ଚଢ଼ାଉକରି ପିଡିପି ନେତାମାନଙ୍କୁ…
ଗଁା ମୁହଁା ସାପ,କୁମ୍ଭୀର
କେନ୍ଦ୍ରାପଡ଼ା, ୬ା୮(ଜଗନ୍ନାଥ ଧଳ)ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ବନ୍ୟା ଆସିଥିବା ବେଳେ ଏବେ ଜଳସ୍ତର କମିଛି ା ଏହାସତ୍ତ୍ୱେ ଜିଲାର ୫୬ ଗ୍ରାମ ପାଣି…
ଭାଜପା ଏମ୍ପିଙ୍କୁ ୨ ବର୍ଷ ଜେଲ
ଆଗ୍ରା,୬।୮: ୨୦୧୧ରେ ଟରେଣ୍ଟ ପାଓ୍ବାର ସଂସ୍ଥାର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଏହାର କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଭାଜପା ଏମ୍ପି ରାମଶଙ୍କର କାଥେରିଆଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ଆଗ୍ରାର ସ୍ବତନ୍ତ୍ର ଏମ୍ପି/ଏମ୍ଏଲ୍ଏ ମାଜିଷ୍ଟ୍ରେଟ୍ କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।…
ବଢୁଛି କୋଚିଂ, ଟ୍ୟୁଶନର ଚାହିଦା
ନୟାଗଡ଼,୬।୮(ଲୋକନାଥ ମିଶ୍ର)ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟିଉଶନ, ବ୍ୟକ୍ତିଗତ ଟିଉଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିବାରେ ଲାଗି ପଡିଛନ୍ତି । ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେରେ ପାଠ…
ବନ୍ଧୁତ୍ୱର ଅଭୁଲା ସ୍ମୃତି
ଭୁବନେଶ୍ୱର, ୬।୮ (ବନ୍ଦନା ସେଠୀ) – ବନ୍ଧୁତା ସବୁ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ। ତେବେ ଏହି ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟର ପ୍ରଥମ ରବିବାରକୁ ଭାରତରେ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କରିବା…
ପାଣି ଘେରରେ ୫୦ ଗ୍ରାମ
ନିମାପଡ଼ା,୬।୮(ବିଚିତ୍ରାନନ୍ଦ ସାହୁ)କୁଶଭଦ୍ରାନଦୀରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇଥିବାବେଳେ ଧନୁଅଁା ନଦୀରେ ବନ୍ୟା ତାଣ୍ଡବ ରଚିଛି। ଧନୁଅଁାନଦୀରେ ନିମାପଡ଼ା ବ୍ଲକର ଧନୁଅଁା, ଅଲଣ୍ଡା, ଶଗଡ଼ା, ବଡ଼ମାଛପୁର, ଶାଇଁସଶାସନ, ବଡ଼ଶିରୁଳା, ବାମନାଳ, କାଟକୋସାଙ୍ଗ ଆଦି ୮ ପଞ୍ଚାୟତର ୫୦ ଗ୍ରାମ ପାଣିଘେରରେ ରହିଛି। ବନ୍ୟାଜଳ…
ଜଳବନ୍ଦୀରେ ୩୨ ପରିବାର
ପିପିଲି,୬।୮(ଦୁର୍ଗାମାଧବ ମିଶ୍ର)ବନ୍ୟାଜଳ ଆସିବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀରେ ଅଛନ୍ତି। ଗଙ୍ଗୁଆ ନାଳପାଣି ଗାଁରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଥିବା ବେଳେ ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ କରିଛି। ଗତବର୍ଷ…
‘ବୁଲିବା ବା ଛୁଟି କାଟିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ’
ଭୁବନେଶ୍ୱର,୬।୮(ଅନୁରାଧା ମହାରଣା)ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ‘ସାଇବର ସିକ୍ୟୁରିଟି’ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ୨୫୦ଟି କଲେଜର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ର, ଅଧ୍ୟକ୍ଷ ତଥା ପ୍ରାଧ୍ୟାପିକାପ୍ରାଧ୍ୟାପକ ଭର୍ଚୁଆଲରେ ଯୋଗଦେଇଥିଲେ। ମୋ କଲେଜ ଅଧ୍ୟକ୍ଷ ଆକାଶ…
ହିରିମୂଳ ବିଚ୍ଛିନ୍ନ, ୪ ଗଁା ଜଳବନ୍ଦୀ
ଖୋର୍ଦ୍ଧା (ପ୍ରଭାତ ପାଣିଗ୍ରାହୀ)/ିରାକରପୁର, ୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦର ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହାର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାରେ ଜଳସ୍ତର ମଧ୍ୟ ବଢୁଛି। ଫଳରେ ଖୋର୍ଦ୍ଧା ବ୍ଲକ…
୩୦ କେଜି ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ
କଟକ,୬ା୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ସହରର ଅନେକ ସ୍ଥାନରେ ବାସି ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଖାଇବା ଦ୍ୱାରା ଲୋକମାନେ ରୋଗର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍ସି) ଖାଦ୍ୟ ସୁରକ୍ଷା ଓ ପରିମଳ…
Archives


