କ୍ରେଡାଇ ଓଡ଼ିଶାର ଇଜିଏମ୍
ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିନିୟମ ସହ ନୂଆ ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ…
ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର
ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା…
ଚାଇନାରେ ଭୂକମ୍ପ: ଭାଙ୍ଗିଲା ଅନେକ କୋଠା
ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ସ୍ଥାନୀୟ ସମୟ ଭୋର ୨.୩୦ରେ ଏହି ଭୂକମ୍ପ ଅନୁଭୂତ…
ବିମାନରେ ହଜିଗଲା ଏହି କ୍ରିକେଟର୍ଙ୍କ ବ୍ୟାଗ୍
ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ…
ଲଗାଣ ବର୍ଷାରେ ଧସିଲା, ବେଘର ହେଲେ ଲୋକେ
କୁତ୍ରା,୬ା୮(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଈ, ନାଳ, ପୋଖରୀ, ଚାଷ ଜମି ଯୁଆଡେ ଦେଖିଲେ କେବଳ ପାଣିର ସୁଅ ଛୁଟୁଛି।…
ସକ୍ରିୟ ହେଉଛି ମାଓବାଦୀ ସଙ୍ଗଠନ, ସୀମାନ୍ତରେ ଲାଲ ବାହିନୀ ମେଳି
ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର କରିଛି ଲାଲବାହିନୀା ମାଓବାଦୀ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନକରି ସଙ୍ଗଠନ ପ୍ରତି…
ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ୩୧ରେ
ନୂଆଦିଲ୍ଲୀ,୬।୮: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ କରିବା ଲାଗି ସ୍ଥିର ହୋଇଛି। କଂଗ୍ରେସ ଏବଂ ଶିବସେନା ଉଦ୍ଧବ…
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ୱେଷ୍ଟଇଣ୍ଡିଜ ପ୍ରଥମ ଟି -୨୦ରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ…
ଜଣେ ଲେଖାଏ ଶିକ୍ଷକରେ ଚାଲିଛି ଜିଲାର ୭୨ ସ୍କୁଲ
ନବରଙ୍ଗପୁର,୬।୮(ସଦାଶିବ ପ୍ରହରାଜ)ପ୍ରତ୍ୟେକ କ୍ଷେତ୍ରରେ ମୂଳଦୁଆ ହେଉଛି ମୁଖ୍ୟ। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ ଜ୍ଞାନ ଅର୍ଜନର ମୂଳଦୁଆ କୁହାଯାଏ। ତେବେ ଜିଲାରେ ୭୨ ବିଦ୍ୟାଳୟ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ଉପାନ୍ତ ହେଉ ବା ସହରାଞ୍ଚଳ, ସବୁଠି ଭୁଶୁଡ଼ି ପଡିଛି ଜିଲାର…
ତ୍ରିପୁରାରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲରେ ପୂରାଇ ଦିଆଗଲାନି
ଅଗରତାଲା,୬।୮: ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭାଜନ ଦେଖାଦେଇଛି। ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ସ୍କୁଲ୍ରେ ପ୍ରବେଶ ଅନୁମତି ନ ମିଳିବାରୁ ଏହାର ପ୍ରତିବାଦରେ କେତେଜଣ ଛାତ୍ର ପ୍ରଧାନ ଶିକ୍ଷକଙ୍କ…
ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା
ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ ଲୋକମାନଙ୍କୁ ବନ୍ୟା ସ୍ରୋତରେ ଡଙ୍ଗା ଚଳାଇ ନଦୀ ପାର କରୁଛନ୍ତି ା ହେଲେ…
ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ
ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍ (୨୬) ନାମକ ଏହି ଯୁବକ ଅତୀତରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଡୁଗ୍ଲାସ୍ କାଉଣ୍ଟି ଶେରିଫ୍ ବିଭାଗ ପକ୍ଷରୁ…
Archives


