Home Left

ଏଆଇ ବଳୟରେ ଛାତ୍ରୀଛାତ୍ର

ସ୍ମାର୍ଟ ଯୁଗରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ବଢ଼ୁଛି। ତେବେ ଛାତ୍ରୀଛାତ୍ରଙ୍କ ଉପରେ ଏଆଇର କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଅନେକଙ୍କୁ ଅଜଣା। ଏଆଇର ବ୍ୟବହାର, ଉପକାର ଓ ଅପକାରକୁ…

ୟୁପି-ବିହାର ପରେ ମୁମ୍ବାଇରେ ମଧ୍ୟ ଉଦୟନିଧିଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ

ମୁମ୍ବାଇ,୧୩।୯: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାମିଲନାଡୁ ସରକାରର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଆଉ ଏକ ଏଫ୍‌ଆଇଆର ପଞ୍ଜୀକୃତ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏହି ଏଫ୍‌ଆଇଆର…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୧୩।୯(ଅସମାପିକା ସାହୁ): ରାଜ୍ୟରେ ଏବେ ହୁହୁ ହୋଇ ଡେଙ୍ଗୁ ବ୍ୟାପୁଥିବାବେଳେ ଆଉଏକ ରୋଗ ‘ସ୍କ୍ରବ ଟାଇଫସ୍‌’କୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭିମ୍‌ସାରରେ ୨୨ଜଣଙ୍କଠାରେ ସ୍କ୍ରବ ଟାଇଫସ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ…

ଫାଇନାଲ ଟିକେଟ୍‌ ପାଇଁ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ହେବ ଟକ୍କର

କଲମ୍ବୋ,୧୩।୯: ଭାରତ ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହାପୂର୍ବରୁ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୪୯.୧ ଓଭରରେ ୨୧୩ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ…

ପାକିସ୍ତାନକୁ ଜବାବ ଦେଲା ତାଲିବାନ: ଅବୈଧ ନିର୍ମାଣ, ସୀମାରେ ଗୁଳି ଚଳାଇବା ଅଭିଯୋଗକୁ କଲା ପ୍ରତ୍ୟାଖ୍ୟାନ

ଇସଲାମାବାଦ,୧୩।୯: ତାଲିବାନ ମଙ୍ଗଳବାର ପାକିସ୍ତାନ ସରକାରଙ୍କ ଦ୍ୱାରା ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଦୁଇ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ପାକିସ୍ତାନ ବୁଧବାର ପ୍ରମୁଖ ତୋର୍ଖମ ସୀମା ପୋଷ୍ଟ ରାସ୍ତା ବନ୍ଦ କରିଦେଇଛି। ପାକିସ୍ତାନ…

ୟୁକ୍ରେନକୁ ସାହାଯ୍ୟ କରିବ ସ୍ବିଡେନ, ଦେଇପାରେ ଗ୍ରିପେନ ଯୁଦ୍ଧ ବିମାନ

କିଭ୍‌,୧୩।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଗ୍ରିପେନ ଯୁଦ୍ଧ ବିମାନ ଦେବା ପାଇଁ ସ୍ବିଡେନ ସରକାର ବିଚାର କରୁଛନ୍ତି। ସ୍ବିଡେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ବିଡେନ ପବ୍ଲିକ ରେଡିଓ (ଏସ୍‌ଆର୍‌) ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯଥାଶୀଘ୍ର ଗୋଟିଏ ଡିଭିଜନ ଗ୍ରିପେନ…

ଭାରତ-ୟୁରୋପ କରିଡରରୁ ରୁଷିଆକୁ ହେବ ଫାଇଦା: ପୁଟିନ୍‌

ମସ୍କୋ,୧୩।୯: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ରୁଷିଆ ପାଇଁ ଲାଭଦାୟକ ବୋଲି କହିଛନ୍ତି। ପୁଟିନ୍‌ ମଙ୍ଗଳବାର କହିଛନ୍ତି , ଏଥିରୁ ରୁଷିଆର କୌଣସି କ୍ଷତି ହେବ ନାହିଁ, ବରଂ ଏହା ରୁଷିଆ ପାଇଁ ଲାଭଦାୟକ ଯୋଜନା। ପୂର୍ବାଞ୍ଚଳ…

ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ

ଓ୍ବାଶିଂଟନ୍‌,୧୩।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ଅଡୁଆ ବଢିଛି। ଆମେରିକା ସଂସଦର ବାଚସ୍ପତି କେଭିନ ମାକ୍କାର୍ଥୀ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବିଦେଶୀ ଗଣମାଧ୍ୟମ…

କେ୨-୧୮ବି ଗ୍ରହରେ ସାଗର ଥାଇପାରେ

ଓ୍ବାଶିଂଟନ,୧୩ା୯: ସୌରଜଗତ ବାହାରେ ତଥା ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଥିବା କେ୨-୧୮ବି ଗ୍ରହରେ ସାଗର ଥାଇପାରେ ବୋଲି ନାସା ପକ୍ଷରୁ ଦାବି କରାଯାଇଛି। ଏହି ଗ୍ରହର ଓଜନ ପୃଥିବୀଠାରୁ ୮.୬ ଗୁଣ ଅଧିକ। ଏହା ଶୀତଳ ବାମନ ତାରକା କେ୨-୧୮ର…

‘ଜାତୀୟ ଦଳକୁ ଅଗ୍ରାଧିକାର ଦେବି’

ଦୀର୍ଘ ୧୩ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲର ଭାବେ ରହି ଆସିଛନ୍ତି ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂ। ଚଳିତ ସିଜନରେ ପ୍ରଥମ ଥର ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଅଧିନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏସିଆନ୍‌ ଗେମ୍ସ ଓ…

ରାଜ୍ୟ କ୍ୟାଡେଟ୍‌ ଓ ଜୁନିୟର କରାଟେ ଉଦ୍‌ଯାପିତ

ଭୁବନେଶ୍ୱର,୧୩ା୯(ବିଜୟ ରଣା): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ (ଓସ୍କା) ଆନୁକୂଲ୍ୟରେ ୩୪ତମ ରାଜ୍ୟ ଜୁନିୟର ଓ କ୍ୟାଡେଟ୍‌ କରାଟେ ଚାମ୍ପିୟନଶିପ୍‌ ସ୍ଥାନୀୟ ଉତ୍କଳ କାରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୧୭ଟି ଜିଲା କରାଟେ ଆସୋସିଏଶନରୁ ୧୩୦ ଜଣ…

ଭାରତୀୟ ରଗ୍‌ବୀ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୩ା୯(ସରୋଜ ଜେନା): ଚାଇନାର ହାଙ୍ଗଝୋରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍‌ବୀ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଓଡ଼ିଶାରୁ ୪ ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୯ ତାରିଖରୁ ଏହି ଟୁର୍ନାମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri