Home Left

ଅଲ୍‌ ଇଣ୍ଡିଆ ସୁପର ସିରିଜ ର଼୍ୟାଙ୍କିଙ୍ଗ ଟେନିସ

ଭୁବନେଶ୍ୱର, ୧୩ା୯ (ବିଜୟ ରଣା): ତୃତୀୟ ଗଣେଶ୍ୱର ମେମୋରିଆଲ ଆଇଟା ଓଟା ଅଲ୍‌ ଇଣ୍ଡିଆ ସୁପର ସିରିଜ ୧୨ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଟେନିସ ଆସୋସିଏଶନ(ଓଟା) ଓ ଅଲ୍‌…

ସୁବ୍ରତ କପ୍‌ ଫୁଟ୍‌ବଲ ୧୯ରୁ

ନୂଆଦିଲ୍ଲୀ, ୧୩ା୯ (ପି.ଟି.): ସୁବ୍ରତ କପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଆସନ୍ତା ସଂସ୍କରଣ ପାଇଁ ଆୟୋଜକ ସହର ତାଲିକାରେ ବେଙ୍ଗାଲୁରୁକୁ ସାମିଲ କରାଯାଇଛି। ସର୍ବପୁରାତନ ଜାତୀୟ ଆନ୍ତଃ-ସ୍କୁଲ ଫୁଟ୍‌ବଲ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ ତିନୋଟି ଭେନ୍ୟୁରେ ଅନୁଷ୍ଠିତ…

ବ୍ୟାନର ଧରି ଜୀବନସାଥୀ ଖୋଜୁଛନ୍ତି

ନ୍ୟୁୟର୍କ: ଏକ ନିର୍ଦ୍ଧିଷ୍ଟ ବୟସ ପରେ ଏକାକୀ ଜୀବନ ବିତାଇବା କଷ୍ଟକର ହୋଇପଡ଼େ। ବିରକ୍ତ ହୋଇ ନିଜ ପାଇଁ ଏକ ଭଲ ଜୀବନସାଥୀ ଖୋଜେ। ଅନେକେ ଏଥିରେ ଶୀଘ୍ର ସଫଳତା ପାଇଯାଉଥିବାବେଳେ କେତେଜଣ ଡେରିରେ ସଫଳତା ପାଇଥାନ୍ତି। ରିପୋର୍ଟ ମୁତାବକ, କରୋଲିନା…

୫୦ ରାଜ୍ୟରେ ୧୦୦ ଗର୍ଲଫ୍ରେଣ୍ଡ

ୱାଶିଂଟନ୍‌: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କେହି ଜଣେ ଭଲ ଜୀବନସାଥୀ ରହୁ। ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇ ନ ଥାଏ। ହେଲେ ଜଣେ ଯୁବକଙ୍କ କହିବା ମୁତାବକ, ସେ ଏପର୍ଯ୍ୟନ୍ତ ୫୦ ରାଜ୍ୟର ୧୦୦ ଝିଅଙ୍କୁ ଡେଟ୍‌ କରିସାରିଲେଣି,…

କପୁର ମହିଳାଙ୍କୁ ଫିଲ୍ମ ପାଇଁ ଅନୁମତି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବଲିଉଡ୍‌ର କପୁର ପରିବାରରୁ ଆସିଛନ୍ତି। ତାଙ୍କ ଜେଜେ ରାଜ କପୁର, ତାଙ୍କ ବାପା ପୃଥ୍ବୀରାଜ କପୁର ବଲିଉଡ୍‌ରେ ଭଲ ନାମ କମାଇଛନ୍ତି। ହେଲେ ମଧ୍ୟ ତାଙ୍କ କପୁର ପରିବାରରେ ଏକ ଅଜବ ନିୟମ…

ସ୍ପ୍ରିଣ୍ଟୋନିକ୍‌ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୩।୯: ସ୍ପ୍ରିଣ୍ଟୋନିକ୍‌ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ରିସର୍ଚ୍ଚ ବା ଷ୍ଟାର ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ପ୍ରିଣ୍ଟ୍ରୋନିକ୍‌ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଖୋର୍ଦ୍ଧା ନିକଟସ୍ଥ ଷ୍ଟାର ଯାନ୍ତ୍ରିକ…

ଟାଟା ଷ୍ଟିଲ୍‌ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ

ଭୁବନେଶ୍ୱର,୧୩।୯: ଟାଟା ଷ୍ଟିଲ୍‌ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଶେଷକରି ସପ୍ତାହବ୍ୟାପୀ ପାଳନ କରାଯାଇଥିବା ଉକ୍ତ ସପ୍ତାହରେ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏପରିକି ଏହି ସପ୍ତାହକୁ ଟାଟା…

ମେଟ୍ରା ସହ ହିଣ୍ଡାଲ୍‌କୋର ବୁଝାମଣା

ଭୁବନେଶ୍ୱର,୧୩।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଇଟାଲୀର ମେଟ୍ରା ଏସ୍‌ପିଏ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ କମ୍ପାନୀ ମଧ୍ୟରେ ଏକ ପ୍ରଯୁକ୍ତିଗତ ସହଭାଗିତା ହୋଇଛି। ଏପରିକି ଭାରତରେ ହାଇସ୍ପିଡ୍‌ ରେଳ…

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୬.୮୩%

ଭୁବନେଶ୍ୱର,୧୩।୯ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୮୩%କୁ ଖସି ଆସିଛି ବୋଲି ମଙ୍ଗଳବାର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୩ ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪%ରେ ରହିଥିଲା। ବିଶେଷକରି…

କେନ୍ଦ୍ରମନ୍ତ୍ରୀଙ୍କୁ ତାଲା ପକାଇଲେ ଭାଜପା କର୍ମୀ

ବାଙ୍କୁଡ଼ା,୧୩।୯: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସୁଭାଷ ସର୍କାର ମଙ୍ଗଳବାର ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ତେବେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା, ଜିଲା ୟୁନିଟକୁ ନିଜ ଇଚ୍ଛାରେ ଚଲାଉଥିବା ଅଭିଯୋଗ କରି…

ପାର୍ଲାମେଣ୍ଟ କର୍ମଚାରୀଙ୍କ ନୂଆ ପୋଷାକରେ ପଦ୍ମ

ନୂଆଦିଲ୍ଲୀ,୧୩ା୯(ପି.ଟି.): ପାର୍ଲାମେଣ୍ଟ କର୍ମଚାରୀମାନଙ୍କ ନୂଆ ପୋଷାକରେ ଭାଜପାର ନିର୍ବାଚନୀ ଚିହ୍ନ ‘ପଦ୍ମ’ ଛପାହେବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନିନ୍ଦା କରିଛି। ଭାଜପା ପାର୍ଲାମେଣ୍ଟରେ ଏକତରଫା ଭାବେ ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି। ଜାତୀୟ ପ୍ରାଣୀ…

‘ହିମାଚଳକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କର’

ଶିମ୍‌ଲା,୧୩ା୯(ପି.ଟି.): ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିକଟରେ ଘଟିଥିବା ହିମାଚଳପ୍ରଦେଶ ବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ପ୍ରିୟଙ୍କା ବର୍ଷା କ୍ଷତିଗ୍ରସ୍ତ କୁଲ୍ଲୁ ଜିଲାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri