Home Left

ଆନ୍ଧ୍ର ସାଲୁର ଘାଟି ଜାମ: ଦୁଇ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ି  

ପଟ୍ଟାଙ୍ଗି,୮।୮(ଶରତ ଧଳ): କୋରାପୁଟ ଜିଲା  ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଜାମ୍‌  ହୋଇଛି। ପଡୋଶୀ ରାଜ୍ୟ ଆନ୍ଧ୍ରର ସାଲୁର ଘାଟି ଜାମ ହୋଇ ଥିବାବେଳେ ଉକ୍ତ ରାସ୍ତା ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ…

ଶୁଖିଲା ଗଛ କହି ବନ ବିଭାଗ କାଟିଥିଲା ଶାଳଗଛ

ବଡ଼ଗାଁ,୮ା୮( ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ପକ୍ଷରୁ ମହାବୀର ପର୍ବତ ତଳି ଅଞ୍ଚଳରେ ଚାରା ରୋପଣ କରାଯାଉଛି। ଚାରା ରୋପଣ ହୋଇଥିବା ସ୍ଥାନରେ ବାଡ ଦେବାପାଇଁ ଫରେଷ୍ଟର କାର୍ଯ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୁଖିଲା ଗଛ କାଟିବାକୁ…

୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ

ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ…

ଅବସରପ୍ରାପ୍ତ ବିଚାରପତି ନୀଳକଣ୍ଠ ଗଞ୍ଜୁ ହତ୍ୟା ମାମଲାର ଯାଞ୍ଚ ପୁଣି ଆରମ୍ଭ

ନୂଆଦିଲ୍ଲୀ,୮।୮: ଜାମ୍ମୁ କାଶ୍ମୀରର ଅବସରପ୍ରାପ୍ତ ବିଚାରପତି ନୀଲକଣ୍ଠ ଗଞ୍ଜୁଙ୍କ ହତ୍ୟା ମାମଲାର ଫାଇଲ ଖୋଲାଯାଇଛି। ଜାମ୍ମୁ କାଶ୍ମୀରର ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) ୩୩ବର୍ଷ ପୁରୁଣା ମାମଲାର ପୁନଃ ଅନୁସନ୍ଧାନ ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ ସୂଚନା…

ୟୁକ୍ରେନକୁ ସହଯୋଗର ହାତ ବଢାଇଲା ଆମରିକା,୨୦୦ ମିଲିୟନ ଡଲାର ସେନା ସହାୟତା ଦେବାକୁ ଘୋଷଣା

ଓ୍ବାଶିଂଟନ,୮।୮: ଆମେରିକା ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ମଙ୍ଗଳବାର ଖୁବଶୀଘ୍ର ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାରର ନୂଆ ସେନା ସହାୟତା ଘୋଷଣା କରିବ। ଦୁଇ ଆମେରିକୀୟ ଅଧିକାରୀ ସୋମବାର ଏହି ସୂଚନା…

୧୨ ବର୍ଷରେ ୧୩ରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠାନ ବନ୍ଦ

କେନ୍ଦୁଝର,୮ା୮(ଦୀପକ ମିଶ୍ର): କେନ୍ଦୁଝର ଜିଲା କଳକାରଖାନା ଓ ଖଣିଖାଦାନଭରା ଜିଲା ଭାବେ ରାଜ୍ୟରେ ଜଣାଶୁଣା। ମାତ୍ର ଜିଲାରେ ପ୍ରତିଷ୍ଠା ହୋଇଥିବା ୪୦ଟି ବଡ଼ କଳକାରଖାନା ମଧ୍ୟରୁ ୧୩ରୁ ଊର୍ଦ୍ଧ୍ୱ ବିିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ଫଳରେ ରତ୍ନଗର୍ଭା ଜିଲାର ଅନେକ ଶ୍ରମିକଙ୍କ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଏନ୍‌ଜିଓ ସଂଗ୍ରହ କରିଛି

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପାଇଁ ହାଇଦ୍ରାବାଦସ୍ଥ ନବଯୁଗ ଇନ୍‌ଫୋଟେକ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଏବେ ସମସ୍ୟା ସୃଷ୍ଟି କରିଛି। ଜିଲା ପ୍ରଶାସନର ଅନୁମତ ପତ୍ର ଓ ସହଯୋଗ ନେଇ ସହର ଏବଂ ଗ୍ରାମାଞ୍ଚଳରେ ଥିବା ଘର ସମ୍ମୁଖରେ…

ଗୋବରୀର କୁଶିଆପାଳ-ରାୟପୁର ସେତୁରେ ଲାଖିଛି ଦଳ

ଡେରାବିଶ,୮।୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ କ ଅଧୀନ କୁଶିଆପାଳ ଓ ବାରିମୂଳ ପଞ୍ଚାୟତକୁ ସଂଯୋଗ କରୁଥିବା ଗୋବରୀ ସେତୁ ନିକଟରେ ନଦୀ ଭିତରେ ଦଳ ବୋଝେଇ ହୋଇରହିଛି। ଏଥିପାଇଁ ଗୋବରୀ ନଦୀରେ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ଫଳରେ…

ବିପଦରେ ବୈତରଣୀ ନଦୀ ଉପର ବ୍ରିଜ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କ ଶସ୍ତା କାର୍ଯ୍ୟାନୁଷ୍ଠାନ ଏବଂ ଲାଭଖୋର ମନୋବୃତ୍ତି ପଡୋଶୀ ଜିଲାର ବାଲି ମାଫିଆମାନଙ୍କୁ ବେଶ ସୁହାଇଛି। ବୈତରଣୀ ନଦୀର ଯାଜପୁର ଜିଲା ଅଧୀନ ବିଭିନ୍ନ ବାଲିଘାଟରୁ ବ୍ୟବସାୟୀମାନେ ତହସିଲ ଅଫିସ୍‌ର…

ମାଂସ ମାର୍କେଟ ପାଇଁ ବିଏମ୍‌ସିର ଜାଗା ନାହିଁ

ଭୁବନେଶ୍ୱର,୮।୮ (ବନ୍ଦନା ସେଠୀ): ରାଜଧାନୀ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ କରିବା ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଓ୍ବାର୍ଡରେ ମାର୍କେଟ…

ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପୂର୍ବରୁ ଭାଜପା ସଂସଦୀୟ ଦଳର ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ବି ସାମିଲ

ନୂଆଦିଲ୍ଲୀ,୮।୮: ଆଜି ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହାପୂର୍ବରୁ ସଂସଦ ଭବନରେ ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ଅଛନ୍ତି। କୁହାଯାଇଛି ଯେ, ଅନାସ୍ଥା ପ୍ରସ୍ତାବ…

ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍‌ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ

ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri