ତୁର୍କୀରେ ବଡ଼ଧରଣର ଭୂକମ୍ପ
ଆଙ୍କରା,୧୧।୮: ତୁର୍କୀର ଦକ୍ଷିଣ ଅଞ୍ଚଳରେ ଏକ ବଡ଼ଧରଣର ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ଏବଂ ୨୩ ଜଣ ଆହତ ହୋଇଥିଲେ। ଖବର ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ…
ବାଇପାସ୍ ରାସ୍ତା କାମ: ପୋତିହେଉଛି କେନାଲ
କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ବାଇପାସ୍ ରାସ୍ତା ତିଆରି କାମ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ କେନାଲ ପୋତି ହେବାରେ ଲାଗିଛି। ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି। ନୂତନ ବାଇପାସ୍ ରାସ୍ତା ତିଆରି ନଁାରେ ପଙ୍କ ମାଟି ବ୍ୟବହାର…
୧୨୯ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର
ପାରାଦୀପ,୧୧।୮(ଶରତ ରାଉତ): ପାରାଦୀପ ବନ୍ଦର ଚଳିତ ଆର୍ଥିକବର୍ଷର ମାତ୍ର ୧୨୯ ଦିନ ମଧ୍ୟରେ ରେକର୍ଡ ୫୦.୧୬ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିଛି। ଏହା ପୂର୍ବ ବର୍ଷ ତୁଳନାରେ ୬୫% ଅଭିବୃଦ୍ଧି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।…
ଦାଉ ସାଧିଲାଣି ସାର ଦର
କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଆସି ୧୧୮ ରାଜସ୍ବ ଗ୍ରାମରେ ଚାଷ ନଷ୍ଟ କରିଛି। ଜଳ ନିଷ୍କାସନ ସମସ୍ୟା ତୁଟି…
ଶିଳ୍ପାନୁଷ୍ଠାନର ପାଣି ପାଇପ ପାଇଁ ଗଛ କଟା
କଳିଙ୍ଗନଗର,୧୧ା୮(ଶୁଭାଶିଷ ରାଉତ): କିଛି ମାସ ତଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ପଙ୍କପାଳସ୍ଥିତ ଇଡ୍କୋ ପମ୍ପ ହାଉସ ନିକଟରେ ଅନେକ ଗଛ କଟାଯାଇଥିଲା। ବନ ବିଭାଗ ଅନୁମତି ମିଳିବା ପୂର୍ବରୁ ତରବରିଆ ଭାବେ ଗଛଗୁଡ଼ିକ କାଟି ଦିଆଯାଇଥିଲା। ଏହାପରେ ଯଖପୁରା ଥାନା…
ବେଆଇନ କଳାପଥର ଚାଲାଣ ଜାରି
ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି…
୧୦ ପିଲା ଡ୍ରପ୍ଆଉଟ ଚିହ୍ନଟ
ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍ଲୋଡ କରାଯାଇଛି। ଜୁଲାଇ ୨୬…
‘ନେପାଳରୁ ଆମଦାନୀ କରାଯିବ ଟମାଟୋ’
ନୂଆଦିଲ୍ଲୀ,୧୦ା୮: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଶୁକ୍ରବାର ବାରାଣସୀ, ଲକ୍ଷ୍ନୌ,…
ରଶି ଲଗାଇ ଜୀବନ ହାରିଲେ ଯୁବକ
କୋକସରା,୧୦।୮(ଦୁଷ୍ମନ୍ତ ପାଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଛଞ୍ଚାଣବାହାଲି ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମସ୍ତକରାମ ହେର୍ଣ୍ଣା (୪୫)। ପରିବାର ଲୋକଙ୍କଠାରୁ ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…
୧୩ ଚେକ୍ଡ୍ୟାମ୍ ଅଚଳ
କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି…
ଜଳିଗଲା କୁକୁଡ଼ା ଫାର୍ମ
ବୁଗୁଡ଼ା,୧୦ା୮(କାଳିଚରଣ ଦାଶ ): ଗଞ୍ଜାମ ଜିଳା ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅଧୀନ ଘୋଳପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିକାଣ୍ଡରେ କୁକୁଡ଼ା ଚିଆଁ ବର୍ତ୍ତିଯାଇଥିବା ଜଣାପଡିଛି। ଗୁରୁବାର ଘୋଳପୁର ଗ୍ରାମର ମୁରଲୀ ଜେନାଙ୍କ କୁକୁଡ଼ା…
ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଫାଇନାନ୍ସ କର୍ମଚାରୀ
ବାଲିଗୁଡ଼ା,୧୦ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଥିବା ଭାରତ ଫାଇନାନ୍ସ ଇନ୍କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫…
Archives


