ସିଡବ୍ଲୁସି ବୈଠକ ପୂର୍ବରୁ କଂଗ୍ରେସ ବିଆରଏସ ମଧ୍ୟରେ ପୋଷ୍ଟର ଓ୍ବାର
ହାଇଦ୍ରାବାଦ,୧୬।୯: ତେଲେଙ୍ଗାନାରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ କଂଗ୍ରେସ ଓ ଶାସକ ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) କଡା ମୁକାବିଲା ହୋଇପାରେ। ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି। ଏହାର ପ୍ରମାଣ ଶନିବାର…
ଥଇଥାନ ଧର୍ମକୁ ଆଖିଠାର
ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା ସହରକୁ…
ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ
ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ…
ରୋଗୀଙ୍କୁ ଶିଡ଼ି ଭରସା
ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ ନିର୍ଭର…
ମମତାଙ୍କ ସ୍ପେନ ଗସ୍ତକୁ ଭାଜପା କହିଲା ‘ସ୍ପେନିସ ଭ୍ୟାକେଶନ’
କୋଲକାତା,୧୬।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ବିଜନେସ ଟ୍ରିପରେ ସ୍ପେନ ଯାଇଛନ୍ତି। ହେଲେ ଭାଜପା ତାଙ୍କ ଯାତ୍ରାକୁ ‘ସ୍ପେନିସ ଭ୍ୟାକେଶନ’ ବୋଲି କହି ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ଭାଜପାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ…
ମା’ ହେବାକୁ ଯାଉଛନ୍ତି ରୁବିନା, ଫଟୋ ଶେୟାର କରି ଦେଲେ ସୂଚନା
ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲୈକ୍ ମା’ ହେବାକୁ ଯାଉଛନ୍ତି। ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଲାଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ…
ତେଲେଙ୍ଗାନାରୁ ହେବ ନୂଆ ଅଧ୍ୟାୟର ଆରମ୍ଭ, ସିଡବ୍ଲୁସି ବୈଠକ ପୂର୍ବରୁ ସୋନିଆଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୧୬।୯: ଶନିବାର ହାଇଦ୍ରାବାଦରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆ ଟିମ୍ର କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ବୈଠକ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।…
ଶ୍ରୀଲଙ୍କାକୁ ବଡ ଝଟକା, ଫାଇନାଲ ମ୍ୟାଚରୁ ବାଦ୍ ପଡିଲେ ଏହି ଖେଳାଳି
କଲମ୍ବୋ,୧୬।୯: ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା ଲାଗିଛି। ରବିବାର ଏସିଆ କପ୍ର ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ, କିନ୍ତୁ ଆୟୋଜକ ଶ୍ରୀଲଙ୍କାର ସମସ୍ୟା ବଢୁଥିବା ଜଣାପଡିଛି। ଶ୍ରୀଲଙ୍କାର ସ୍ପିନର ମହିଶ ଥେସ୍କାନା ଭାରତ…
ଚୋରି ପରେ ଗୋଦାମ ଘରେ ନିଆଁ ଲଗେଇଲେ ଦୁର୍ବୃତ୍ତ
ପାଟଣା,୧୬।୯(ବୀର କିଶୋର ଦାଶ): ମାର୍କେଟ କମ୍ପ୍ଲେକ୍ସର ମମତା ନାମକ ଏକ ଜୋତା ଦୋକାନର ଗୋଦାମଘରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତ ଚୋରି କରିବା ପରେ ଜୋତା ଦୋକାନର ଗୋଦାମ ଘରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ଜୋତା ଦୋକାନର ଗୋଦାମରେ…
ୟୁଏଇ ନକ୍ସାରେ ପିଓକେକୁ ଭାରତର ଅଂଶ ଭାବେ ଦର୍ଶାଇବା ଉପରେ ପାକିସ୍ତାନ ନାରାଜ
ଇସଲାମାବାଦ, ୧୬।୯: ୟୁଏଇ ମନ୍ତ୍ରୀ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରରେ ଏକ ଭିଡିଓ କ୍ଲିପ ଶେୟାର କରିବା ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି, ଯେଉଁଥିରେ ପୂରା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଉଥିବା ଏକ…
ତମନ୍ନାଙ୍କ ପସନ୍ଦର ନାୟକ
ମୁମ୍ବାଇ: ବଲିଉଡରେ ଭାରତୀୟ କ୍ରିକେଟ ଦଳର କେତେଜଣ କିମ୍ବଦନ୍ତୀ ଖେଳାଳିଙ୍କ ବାୟୋପିକ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି), ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ଏହି ସବୁ…
ନନ୍ଦପୁର, ଦାସପୁଟରେ ୮ ଘର ଭାଙ୍ଗିଲା
ନନ୍ଦପୁର, ୧୬ା୯ (ଶଙ୍କର ପୂଜାରୀ): ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ନନ୍ଦପୁର ତହସିଲ ଅଧୀନ ଥୁବା ଓ କୁଲାରସିଂ ରାଜସ୍ବ ମଣ୍ଡଳରେ ୬ଟି ଘର ଭାଙ୍ଗିଥିବା ଜଣାପଡିଛି। ସେହିଭଳି ନନ୍ଦପୁର ଥାନା ଅନ୍ତର୍ଗତ ଲମତାପୁଟ ତହସିଲ ଅଧୀନ କୁମାରଗନ୍ଧନା ପଞ୍ଚାୟତର ଦାସପୁଟ…
Archives


