୬ ଶିକାରୀ ଗିରଫ, ଭାଲୁ ନଖ ଜବତ
ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କାରବାର ଅଭିଯୋଗରେ ବରଗଡ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ୍ ପକ୍ଷରୁ ଶୁକ୍ରବାର ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ ଜିଲା…
‘ପ୍ରେମର ଦୋକାନ ବଦଳରେ ଖୋଲା ଯାଇଛି ଘୃଣାର ମଲ’, ଅନୁରାଗ ଠାକୁରଙ୍କ ବୟାନକୁ ନେଇ କଂଗ୍ରେସ କହିଲା ଏମାନେ ଅର୍ଥ ବୁଝୁ ନାହାନ୍ତି
ନୂଆଦିଲ୍ଲୀ,୧୬।୯: କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅନୁରାଗ ଠାକୁର ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଶର କିଛି ଲୋକଙ୍କୁ ଦେଶର ସମ୍ବିଧାନ ନଷ୍ଟ କରିବାକୁ ଅନୁମତି…
୩ ଖଣି ପୁନଃ ଚଳାଇବାକୁ ଅନୁମତି
ଖଇରା,୧୬।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ବିଭିନ୍ନ ପଥର ଖଣି ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଏବେ ଖଣି ଓ ଇସ୍ପାତ ବିଭାଗ ଅଧୀନରେ ୩ଟି ଖଣିର ପୁନଃ ଚାଲୁ ପାଇଁ ଧୀରେ ଧୀରେ…
ଲାଲୁ-ନୀତୀଶଙ୍କ ବିରୋଧରେ ଆଜି ଗର୍ଜିବେ ଶାହା, ରାଲି ପୂର୍ବରୁ ଦେଲେ ଏହି ସଙ୍କେତ
ନୂଆଦିଲ୍ଲୀ,୧୬।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ବିହାରର ମଧୁବନୀ ଏବଂ ଆରାରିଆ ଜିଲା ଗସ୍ତ କରିବେ। ଏହି ଦିନିକିଆ ବିହାର ଗସ୍ତରେ ଅମିତ ଶାହା ମଧୁବନୀର ଝଞ୍ଝାରପୁର ଠାରେ ଭାଜପାର ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।…
ଖସିଲା ବିଦେଶୀ ମୁଦ୍ରାଭଣ୍ଡାର ପରିମାଣ
ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଭାରତରେ ବୈଦେଶିକ ମୁଦ୍ରାଭଣ୍ଡାରର ପରିମାଣ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏପରିକି ୨୦୨୩ ସେପ୍ଟେମ୍ବର ୮ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୫ (୪.୯ ବିଲିୟନ) ବିଲିୟନ ଡଲାର ହ୍ରାସ ଘଟି ପ୍ରାୟ…
ଭାରତର ଭଲ ପ୍ରଦର୍ଶନ ନେଇ ଶ୍ରଦ୍ଧାଞ୍ଜଳି ଆଶାବାଦୀ
ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ):୧୭ ବର୍ଷରୁ କମ୍ ଏଏଫ୍ସି ମହିଳା ଏସିଆନ କପ୍ ଯୋଗ୍ୟତାର ଦ୍ୱିତୀୟ ପର୍ଯ୍ୟାୟ ଥାଇଲାଣ୍ଡରେ ଅନୁଷ୍ଠିତ ହେବ। ସେଥିପାଇଁ ଭାରତୀୟ ଦଳ ଶନିବାର ଗୋଆରୁ ମୁମ୍ବାଇ ବାଟଦେଇ ଥାଇଲାଣ୍ଡ ଯାତ୍ରା କରିବ। ୧୭ ବର୍ଷରୁ କମ୍ ମହିଳା…
ଏନ୍ଏମ୍ଡିସିକୁ ଏଚ୍ଆର୍ ପ୍ରାକ୍ଟିସ ଆଓ୍ବାର୍ଡ
ଭୁବନେଶ୍ୱର,୧୬।୯: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ (ଆଓ୍ବାର୍ଡ) ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବାଙ୍ଗାଲୁରୁଠାରେ ଆୟୋଜିତ ୨୨ତମ ଏସିଆ ପାସିଫିକ ଏଚ୍ଆର୍ଏମ୍ କଂଗ୍ରେସ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍ଏମ୍ଡିସିକୁ ‘ବେଷ୍ଟ ଅର୍ଗାନାଇଜେଶନ ଉଇଥ୍…
ପିଏନ୍ବିକୁ ରାଜଭାଷା କୀର୍ତ୍ତି ପୁରସ୍କାର
ଭୁବନେଶ୍ୱର,୧୬।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)କୁ ନିକଟରେ ରାଜଭାଷା କୀର୍ତ୍ତି ପୁରସ୍କାର-୨୦୨୨-୨୩ ମିଳିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ୩ୟ ସର୍ବଭାରତୀୟ କାର୍ଯ୍ୟାଳୟ (ଅଫିସିଆଲ) ଭାଷା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଅବସରରେ ରାଜଭାଷା କୀର୍ତ୍ତି…
ଏସିଆନ ଗେମ୍ସରେ କିଟ୍ ଓ କିସ୍ର ୧୪ ଖେଳାଳି
ଭୁବନେଶ୍ୱର, ୧୬।୯ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଏହି ମେଗା ପ୍ରତିଯୋଗିତାରେ କିଟ୍ ଓ କିସ୍ର ୧୪ଜଣ କ୍ରୀଡ଼ାବିତ୍ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଦେଶର ଗୋଟିଏ…
ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପ ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ମୁମ୍ବାଇଠାରେ ଆୟୋଜିତ ଗ୍ଲୋବାଲ ଷ୍ଟେନ୍ଲେସ୍-ଷ୍ଟିଲ୍ ଏକ୍ସପୋ-୨୦୨୩ (ଜିଏସ୍ଏସ୍ଇ୨୦୨୩)ର ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବିଶେଷକରି ରାଜ୍ୟ ମଧ୍ୟରେ…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୬।୯: ଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର…
ଜିଓ ଟ୍ରୁ ୫ଜିର କ୍ୟାମ୍ପସ ଅଭିଯାନ
ଭୁବନେଶ୍ୱର,୧୬।୯ : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଟ୍ରଷ୍ଟ ଫଣ୍ଡ କଲେଜ (ବରଗଡ), ତାଳଚେର ଅଟୋନମସ କଲେଜ (ତାଳଚେର), ବିନାୟକ ଆଚାର୍ଯ୍ୟ କଲେଜ (ବହ୍ମପୁର) ଏବଂ ଦେବରାୟ ନୟାପଲ୍ଲୀ କଲେଜ (ଭୁବନେଶ୍ୱର) ଆନୁଷ୍ଠାନିକ ଭାବେ ରିଲାଏନ୍ସ ଜିଓର ଜିଓ ଟ୍ରୁ ୫ଜି କ୍ୟାମ୍ପସ…
Archives


