ସାବଧାନ! ଆପଣଙ୍କ ପିଲା ଖାଉନାହାନ୍ତି ତ ଏହି ଚକୋଲେଟ୍, ହୋଇପାରେ ଏହି ଅଦ୍ଭୁତ ରୋଗ
ବେଙ୍ଗାଲୁରୁ,୧୧ା୮: କର୍ନାଟକର ରାଇଚୁର ପରେ ଏବେ ମାଙ୍ଗାଲୁରୁରେ ଚକୋଲେଟ୍ରେ ଡ୍ରଗ୍ସ ବିକ୍ରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡ଼ିଥିଲା ଯେ, ପିଲାମାନେ ଏହି ପ୍ରକାର ଚକୋଲେଟକୁ ବହୁତ ଭଲ ପାଆନ୍ତି ଏବଂ ମାତାପିତାଙ୍କ ନିକଟରେ…
ଅପରେଶନ ଟେବୁଲରେ ଚାଲିଗଲା ରୋଗୀଙ୍କ ଜୀବନ, ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଅପରେଶନ ଟେବୁଲରେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ଦେଖାଦେଇଛି। ସୂଚନାନୁଯାୟୀ, ଭଦ୍ରକ ଜିଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳିପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ଟ୍ୟୁମର ଅପରେଶନ ପାଇଁ ଗତ…
ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ସେ ୫୦ ବର୍ଷର ବୃଦ୍ଧାଙ୍କୁ ଫ୍ଲାଇଂ କିସ୍ କାହିଁକି ଦେବେ? ଏପରି କହି…
ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍କୁ ନେଇ ନୂଆ ବିବାଦ ଦେଖାଦେଇଛି। ରାହୁଲଙ୍କ ପାଖରେ ଝିଅମାନଙ୍କ ଅଭାବ ନାହିଁ । ଏଣୁ ସେ ୫୦ ବର୍ଷର ବୃଦ୍ଧା ମହିଳାଙ୍କୁ ଏଭଳି ଚୁମ୍ବନ କାହିଁକି ଦେବେ ବୋଲି…
‘ନୀରବର ଅର୍ଥ ଶାନ୍ତ, ଏତେ ଛୋଟ ମାମଲାରେ କିଏ ନିଲମ୍ବିତ କରେ’, ଅଧୀରଙ୍କ ନିଲମ୍ବନକୁ ନେଇ କହିଲେ ଖାର୍ଗେ
ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗ ମଧ୍ୟ ରାଜ୍ୟ ସଭାରେ ଉଠିଛି। ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି ଯେ, ଆପଣ ଆମ ନେତାଙ୍କୁ ନିରବ ମୋଦିଙ୍କ ନାମ ନେଇଥିବାରୁ…
କର୍ମଚାରୀ ଅଭାବରୁ କାର୍ଯ୍ୟରେ ବାଧା
ଭବାନୀପାଟଣା,୧୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପୂର୍ତ୍ତ ବିଭାଗରେ ଅନେକ ପଦବୀ ଖାଲି ପଡିଥିବାରୁ ଏବେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୩ଟି ଏସ୍ଡିଓ ପଦବି ଖାଲିପଡିଛି। ସେଗୁଡିକ ହେଲା ଏମ୍. ରାମପୁର ସବଡିଭିଜନ,…
୧୩ ଚେକ୍ଡ୍ୟାମ୍ ଅଚଳ
କେସିଙ୍ଗା,୧୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି ଚେକଡ୍ୟାମ…
ବିଳମ୍ବ ହେଉଛି ବ୍ରିଜ୍ ନିର୍ମାଣ କାମ
କୁତ୍ରା,୧୧ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷରୁ ସମଲାଇମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ବିଜୁ ସଡକ ଯୋଜନା ଅନ୍ତର୍ଗତ ରାସ୍ତା। ଏହି ରାସ୍ତାର କାଣ୍ଟିଝରିଆ ନାଳ ଉପରେ ଏକ ୬୦ ମିଟର ଲମ୍ବର ବ୍ରିଜ ନିର୍ମାଣଧୀନ ଅଛି। ବ୍ରିଜ…
ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ
ବଡ଼ଗାଁ,୧୧ା୮( ଅଶୋକ ଷଡ଼ଙ୍ଗୀ): ଭଙ୍ଗା ଘରେ ରହୁଥିବା କିମ୍ବା ବାସହୀନ ପରିବାରଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଯୋଜନାରେ ପକ୍କାଘର ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ କିଏ ତାହା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ସରକାରୀ…
‘ଆସାମ ରାଇଫଲ୍ସକୁ ହଟା ନ ଯାଉ’, ମୋଦିଙ୍କୁ ପତ୍ର ଲେଖିଲେ କୁକି ବିଧାୟକ, ମୋତେଇ ସମ୍ପ୍ରଦାୟ କରୁଛି ବିରୋଧ
ଇମ୍ଫାଲ,୧୧।୮: ମଣିପୁରରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଜାତିଗତ ହିଂସା ମଧ୍ୟରେ ଦେଶର ସର୍ବ ପୁରାତନ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି। ବିରୋଧୀ ଏପରି ଯେ ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟ…
ଜିରା ନଦୀ ପୋଲରେ ଗର୍ତ୍ତ, ବଢୁଛି ଦୁର୍ଘଟଣା
ଭେଡ଼େନ,୧୧ା୮(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅର୍ନ୍ତଗତ ତଥା ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର ଗଣ୍ଡତୁରୁମ ଜୀରା ନଦୀ ପୋଲ ଛାତରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଆବଶ୍ୟକ ମରାମତି ଅଭାବରୁ ସେହି ଗର୍ତ୍ତଗୁଡ଼ିକ ଗଭୀର ହୋଇଛାତର ସେନ୍ଟ୍ରିଂ…
ଓଏଚ୍ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ
ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଡ୍ରେନ୍ଗୁଡିକରେ ଅଳିଆ ଆବର୍ଜନା…
ଜୀବନରେଖାରେ ବିପନ୍ନ ଜୀବନ
କାମାକ୍ଷାନଗର, ୧୧।୮(ଅମ୍ଜାଦ ଖାନ୍): ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଜାତୀୟ ରାଜପଥ ୫୩କୁ ସଂଯୋଗ କରୁଥିବା ଆଳତୁମା-ମାଳପୁରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉନାହିଁ। ପୌରାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହନୁମାନ ବଜାରଠାରୁ ଜିରିଡ଼ାମାଳି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ସଡ଼କ…
Archives


