Home Left

୨୦୧୬ରୁ ହୋଇନି ହାତୀ ଗଣନା

ରାଉରକେଲା,୧୨।୮(ସଙ୍ଗୀତା ଜେନା): ଅଗଷ୍ଟ ୧୨ ତାରିଖ ହେଉଛି ବିଶ୍ୱ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ…

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ବୋଲି କହିଛନ୍ତି। ସେ ରାଜ୍ୟରେ ସିଷ୍ଟମ ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି। ନିଜ…

ଶିକ୍ଷକଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୧୨ା୮(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲାର ଶୁଣାଣି ହୋଇଛି। ବିଚାରପତି ବିଜୟ କୁମାର ମିଶ୍ର ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ନିଲମ୍ବିତ

ଫୁଲବାଣୀ,୧୨ା୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ଏବଂ ତାଙ୍କ ବିରୋଧରେ ଆସିଥିବା ଗଞ୍ଜେଇ ଚାଲାଣ ଅଭିଯୋଗ ଘଟଣାରେ…

ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର ବୋଲି ଜଣାପଡିଛି। ଅଭିଯୁକ୍ତ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ସମେତ ମୋଟ…

ରୋଜଗାରିଆ ପୁଅ ରୋଗରେ

ପାଲଲହଡ଼ା,୧୨ା୮(ଦିବ୍ୟଜ୍ୟୋତି ଦାଶ): ରୋଜଗାରିଆ ପୁଅ ଏବେ ରୋଗଗ୍ରସ୍ତ। ୬ ମାସ ହେଲା ମାନସିକ ବିକୃତି ଦେଖାଦେଇଥିବାରୁ ଉପାୟଶୂନ୍ୟ ହୋଇପଡ଼ିଛନ୍ତି ବୃଦ୍ଧ ମାତା ପିତା। ଚିକିତ୍ସା ପାଇଁ ଅନେକଥର ଚେଷ୍ଟା କରିଛନ୍ତି। ହେଲେ ଆର୍ଥିକ ଦୁରବସ୍ଥା ଯୋଗୁ ପୁଅକୁ ଭଲ କରିବା ସମ୍ଭବ…

ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି।…

ଫ୍ଲୋରିଡାରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଟି -୨୦ ମ୍ୟାଚ

ଫ୍ଲୋରିଡା, ୧୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର କାରଭାନ ବର୍ତ୍ତମାନ ଆମେରିକାର ଫ୍ଲୋରିଡା ସହରରେ ପହଞ୍ଚିଛି। ତେବେ ଚତୁର୍ଥ ଟି -୨୦ ମ୍ୟାଚ ଫ୍ଲୋରିଡାର ଲାଉଡର୍ହିଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜର…

ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ପ୍ରାୟ ୪ଶହ ଅବସରପ୍ରାପ୍ତ ସୈନିକମାନଙ୍କ…

ମଣିପୁରରେ ଆଉ ଏକ ଗଣବଳାତ୍କାର ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ ଜାରି

ଇମ୍ଫାଲ,୧୨।୮: ଗତ ତିନିମାସ ଧରି ମଣିପୁରରେ ହିଂସା ଜାରି ରହିଛି। ଏବେ ମଣିପୁରରେ ଆଉ ଏକ ଗଣବଳାତ୍କାର ଦାବି ହୋଇଛି। ଶୁକ୍ରବାର ଚୁରଚାନ୍ଦପୁର ଜିଲାର ୩୭ ବର୍ଷିୟା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ହଜାର ହଜାର ମହିଳା ମଣିପୁରର ପାଞ୍ଚଟି ଉପତ୍ୟକା ଜିଲାରେ…

ପ୍ରଥମ ଦିନରେ ୪୦ କୋଟି ଆୟ କଲା ‘ଗଦର-୨’ , ଫିଲ୍ମକୁ ନେଇ ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ‘ଗଦର-୨’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯାହାକୁ ନେଇ ସବୁଆଡେ ଆଲୋଚନା ହୋଇଛି। ‘ଗଦର’ର ପ୍ରଶଂସକମାନେ ଏହାର ସିକ୍ୱେଲକୁ ନେଇ ବହୁତ ଉତ୍ସାହିତ ଥିଲେ। ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ୍‌ ହେବା ପରେ ଏହା…

ମୁମ୍ବାଇର ‘ଇଣ୍ଡିଆ’ ବୈଠକରେ ଯୋଗଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୮: ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ ଯାଉଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଦଳ ସାମିଲ ହେବେ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri