ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥିବ ଶରୀର
ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଛି। ଶନିବାର ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ…
କେନ୍ଦ୍ରମନ୍ତ୍ରୀ-ବିଧାୟକ ମକରନ୍ଦଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା
ରାୟଗଡ଼ା,୧୨।୮(ଆଶିଷ ରଞ୍ଜନ ପଣ୍ଡା): ସ୍ବାଧୀନ ଭାବେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ହେବା ପରେ ବହୁତ ଚର୍ଚ୍ଚାରେ ଥିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଏବେ ସେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ…
ଦିବ୍ୟାଙ୍ଗ ଯୁବକଙ୍କୁ ଭତ୍ତା ଲୋଭ ଦେଖାଇ ଅସ୍ତ୍ରୋପଚାର
ମାଥିଲି, ୧୨ା୮(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତର ଆମ୍ବାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅବିବାହିତ ଯୁବକଙ୍କୁ କାଗଜପତ୍ରରେ ବିବାହିତ ଦର୍ଶାଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଛି। ଏହା ଜଣାପଡ଼ିବା ପରେ…
୩୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଜବତ କଲା ପୋଲିସ
ଡୁଙ୍ଗୁରିପାଲି,୧୨ା୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଏଫସିଆଇ ଗେଟ ସମ୍ମୁଖରେ ଥିବା ଏକ ଦୋକାନରେ ସ୍ଥାନୀୟ ପୋଲିସ ଶୁକ୍ରବାର ଚଢାଉ କରି ୩୩ କୁଇଣ୍ଟାଲ ୪୫ କେଜି ଚାଉଳ ଜବତ କରିଛି। ଜବତ ଚାଉଳର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ…
ସୁହାନାଙ୍କ ଦରିୟା ଦିଲ
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ପପୁଲାର ଷ୍ଟାର କିଡ୍ସଙ୍କ କଥା କହିଲେ ସୁହାନା ଖାଁଙ୍କ ନାମ ନିଶ୍ଚିତ ଭାବେ ଆସିବ। ବଲିଉଡ ବାଦଶାହା ତଥା ଯବାନ ଆକ୍ଟର ଶାହାରୁଖ ଖାଁଙ୍କ ଝିଅ ସୁହାନା ସବୁବେଳେ ଲାଇମ ଲାଇଟରେ ରହିଥାଆନ୍ତି। ଖୁବଶୀଘ୍ର ସେ ମଶହୂର…
ଉଦ୍ଧାର ଶିଶୁପୁତ୍ର ପାଇଲା ନୂଆ ପରିଚୟ
ବଲାଙ୍ଗୀର/ଟିଟିଲାଗଡ଼, ୧୧ା୮ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ଅର୍ଥଲୋଭରେ ଟିଟିଲାଗଡର ଏକ ଦମ୍ପତି ନିଜ ଜନ୍ମକଲା ଏକ ମାସର ଶିଶୁପୁତ୍ରକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିବା ଏବଂ ଏହି ଶିଶୁବିକ୍ରି ଘଟଣାରେ ପିତା ସମେତ ୩ ଜଣ ଅଭିଯୁକ୍ତ…
ଜୟାପ୍ରଦାଙ୍କୁ ୬ ମାସ ଜେଲ, ୫୦୦୦ଟଙ୍କା ଜରିମାନା
ମୁମ୍ବାଇ,୧୨।୮: ବଲିଉଡର ୮୦ ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ଜୟା ପ୍ରଦା ଚେନ୍ନାଇର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ଅଭିଯୋଗ ଅନୁଯାୟୀ…
୨୦୧୬ରୁ ହୋଇନି ହାତୀ ଗଣନା
ରାଉରକେଲା,୧୨।୮(ସଙ୍ଗୀତା ଜେନା): ଅଗଷ୍ଟ ୧୨ ତାରିଖ ହେଉଛି ବିଶ୍ୱ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ…
କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ବୋଲି କହିଛନ୍ତି। ସେ ରାଜ୍ୟରେ ସିଷ୍ଟମ ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି। ନିଜ…
ଶିକ୍ଷକଙ୍କୁ ୨୦ ବର୍ଷ ଜେଲଦଣ୍ଡ
କେନ୍ଦୁଝର,୧୨ା୮(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲାର ଶୁଣାଣି ହୋଇଛି। ବିଚାରପତି ବିଜୟ କୁମାର ମିଶ୍ର ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ନିଲମ୍ବିତ
ଫୁଲବାଣୀ,୧୨ା୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ଏବଂ ତାଙ୍କ ବିରୋଧରେ ଆସିଥିବା ଗଞ୍ଜେଇ ଚାଲାଣ ଅଭିଯୋଗ ଘଟଣାରେ…
ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା
ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର ବୋଲି ଜଣାପଡିଛି। ଅଭିଯୁକ୍ତ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ସମେତ ମୋଟ…
Archives


