ଦିଲ୍ଲୀରେ ହୃଦୟ ବିଦାରକ ଘଟଣା: ପାଣି ନ ଦେବାରୁ ରୁମ ପାର୍ଟନରଙ୍କୁ ଗଳା ଚିପି ହତ୍ୟା, ଫଙ୍ଖାରେ ଲଟକାଇଲେ ମୃତଦେହ
ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀର ନିହାଲ ବିହାରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟା ରୂପ…
‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ
ଲକ୍ଷ୍ନୌ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ। ଅଯୋଧ୍ୟାରେ ଏହି ମହାନ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଅଯୋଧ୍ୟାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାମଭକ୍ତମାନେ ପ୍ରଧାନମନ୍ତ୍ରୀ…
ହିମାଚଳ କଂଗ୍ରେସକୁ ଝଟ୍କା, ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି ପିତା…ଏପଟେ ପୁଅ ଦେଲେ ଇସ୍ତଫା
ଶିମଲା,୧୯।୧: ପିତା ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି। ହେଲେ ପୁଅ ତାଙ୍କ ପଦରୁ ଇସ୍ତଫା ଦେଇଦେଲେ। ଏହି ପ୍ରସଙ୍ଗ ହିମାଚଳ ପ୍ରଦେଶ କଂଗ୍ରେସ ସହ ଜଡିତ। ଇସ୍ତଫା ଠାରୁ ଗୋଟିଏ କଥା ନିଶ୍ଚିତ ଯେ ହିମାଚଳ କଂଗ୍ରେସର ସଂଗଠନ ତଥା…
ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ
ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳପଥ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍…
ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କଲେ ୪ ବିଶ୍ୱ ଚାମ୍ପିୟନ କ୍ରିକେଟର
ନୂଆଦିଲ୍ଲୀ,୧୯।୧: ଜଣେ ଖେଳାଳି ଅବସର ନେବା ସାଧାରଣ କଥା। ପ୍ରତ୍ୟେହ କୌଣସି ନା କୌଣସି ଖେଳାଳି ତାଙ୍କ କାରିୟରକୁ ବିଦାୟ ଦିଅନ୍ତି, ହେଲେ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥାଏ ଯେତେବେଳେ ଗୋଟିଏ ଦେଶର ଏକାଧିକ ଖେଳାଳି ଏକାସାଙ୍ଗରେ ଅବସର ଘୋଷଣା କରନ୍ତି। ଓ୍ବେଷ୍ଟଇଣ୍ଡିଜରେ…
ଚାଷୀଙ୍କ ପାଇଁ ଖୁସିଖବର: ଏହି ଦିନ ଆସିବ ୧୬ତମ କିସ୍ତି…
ନୂଆଦିଲ୍ଲୀ,୧୯।୧: ଦେଶରେ ସରକାରୀ ଯୋଜନା ମାଧ୍ୟମରେ ସମସ୍ତେ ଉପକୃତ ହେଉଛନ୍ତି। ଏହି କ୍ରମରେ ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ ଏବଂ ଏହାକୁ ୨ ହଜାର…
ନୃଶଂସତା: ଜଲ୍ଲିକଟ୍ଟୁର ଷଣ୍ଢକୁ ମାଡ଼ି ବସି ଜିଅନ୍ତା କୁକୁଡ଼ା ଖୁଆଇଲେ ୩ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…
ଚେନ୍ନାଇ,୧୯।୧: ତାମିଲନାଡ଼ୁର ଜଣେ ୟୁଟ୍ୟୁବ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ୩ଜଣଙ୍କ ସହ ମିଶି ଜଲ୍ଲିକଟ୍ଟୁର ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୨୩ରେ ୟୁଟ୍ୟୁବ୍ରେ ଭିଡିଓ ଅପ୍ଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଥିଲା।…
ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍
ସୁନ୍ଦରଗଡ଼,୧୯ା୧: ସୁନ୍ଦରଗଡ଼ର ଜଣେ କୋଇଲା ବ୍ୟବସାୟୀଙ୍କ ଘରେ ଶୁକ୍ରବାର ରେଡ୍ ଚାଲିଛି। ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଏହି ରେଡ୍ ଚାଲିଛି। ଏକକାଳୀନ ସୁନ୍ଦରଗଡ଼, ରାଉରକେଲା ଏବଂ ବରଗଡ଼ରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ଘର ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ…
ପାର୍ଲେ-ଜୀ ବିସ୍କୁଟରେ ନିର୍ମାଣ କଲେ ରାମ ମନ୍ଦିର: ଭାଇରାଲ ଭିଡିଓକୁ ଦେଖିଲେଣି ୧ ମିଲିୟନରୁ ଅଧିକ ଲୋକ
ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ଆଉ କିଛି ଦିନ ବାକି ଅଛି। ସମସ୍ତେ ପ୍ରଭୁ ରାମଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। ରାମ ଭକ୍ତଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ରାମ ଭକ୍ତ…
ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ
ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି କ୍ରମରେ…
ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସର୍ବଶ୍ରେଷ୍ଠ ନେତା: ହଲିଉଡ ଅଭିନେତ୍ରୀ
ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ସମ୍ପର୍କ ପାଇଁ ସର୍ବଶ୍ରେଷ୍ଠ ନେତା ବୋଲି ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ କହିଛନ୍ତି। ସେ କହିଛନ୍ତି, ଆମେରିକାର ଅନେକ ଲୋକ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁନର୍ବାର ନିର୍ବାଚନରେ ଜିତନ୍ତୁ, ଯାହାଫଳରେ…
କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…
ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ…

