Home Left

ବନ୍ଦେ ଭାରତ ଟ୍ରେନ ଉପରେ ପୁଣି ପଥର ମାଡ

ଥିରୁଭାନନ୍ତପୁରମ୍‌,୧୭।୮: ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ପ୍ରଥର ମାଡ ହୋଇଛି। କେରଳରେ ଏହି ଘଟଣା ଘଟିଛି। କିଛି ଅଜ୍ଞାତ ଲୋକେ ରାଜ୍ୟ ରେଳବାଇର କାସରଗୋଡ-ଥିରୁଭାନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ଟ୍ରେନର ଏକ ଝରକା…

ସମାଲୋଚନା ପରେ ଭୁଲ ସୁଧାରିଲା ପିସିବି: ଡକ୍ୟୁମେଣ୍ଟାରୀରେ ଇମ୍ରାନ ଖାନ ଅନ୍ତର୍ଭୁକ୍ତ…

ଇସଲାମାବାଦ,୧୭।୮ : ସମାଲୋଚନା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜର ଭୁଲ ସୁଧାରିଛି। ୧୪ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରକାଶ କରାଯାଇଥିଲା। ଦେଶର କ୍ରିକେଟ ଇତିହାସରେ ଭେଟେରାନଙ୍କ ଅମୂଲ୍ୟ ଅବଦାନକୁ ପିସିବି ଦର୍ଶାଇଥିଲା। ଏହି…

ନେହେରୁଙ୍କ ପରିଚୟ ତାଙ୍କ କର୍ମ, ନାଁ ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୭।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ତାଙ୍କ ନାଁ ନୁହେଁ। ୨ ଦିନିକିଆ ଲଦାଖ ଗସ୍ତ ପୂର୍ବରୁ ରାହୁଲ…

‘ଇଡି ସ୍ଥିର କରୁଛି କିଏ କେଉଁ ଦଳକୁ ଯିବ’ ଶରଦ ପାଓ୍ବାରଙ୍କ ବୟାନକୁ ଶିବଶେନା କହିଲା ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳର ଏମପି ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଓ ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ କିଏ କେଉଁ ଦଳକୁ ଯିବେ ଏବଂ କିଏ ମନ୍ତ୍ରୀ…

‘ଲାଲକିଲ୍ଲାରୁ ଲୋକଙ୍କୁ ପ୍ରତାରିତ କରିଛନ୍ତି ପ୍ରଧାନମନ୍ତ୍ରୀ’

ଗୁଆହାଟୀ,୧୭।୮: ଆସାମର କାଳିଆବୋରର କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୋଗୋଇ କହିଛନ୍ତି, ସ୍ବାଧୀନତା ଦିବସରେ ‘ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେଶକୁ ବିଭ୍ରାନ୍ତ କରିଥିଲା। ୬,୦୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହିତ ଘାଟିରେ…

ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ମହିଳାଙ୍କୁ ଆଶ୍ୱସ୍ତି: ମାମୁଲି ଘଟଣା କହି ଶୁଣାଣି କରିବାକୁ ମନା କଲେ କୋର୍ଟ

ଚେନ୍ନାଇ,୧୭।୮: ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଲୋଇସ ସୋଫିଆ ନାମକ ଜଣେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସୋଫିଆଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି। ଏକ ବିମାନରେ ଭାଜପା ନେତାଙ୍କୁ ଟାର୍ଗେଟ…

ସୂର୍ଯ୍ୟକୁମାର ୧ ନମ୍ବର

ନୂଆଦିଲ୍ଲୀ,୧୭।୮:ଆଇସିସି ସର୍ବଶେଷ ଟି-୨୦ ର଼୍ୟାଙ୍କିଂ ପ୍ରକାଶ କରିଛି। ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଂରେ ଭାରତର ତାରକା ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନ ଅଛନ୍ତି। ସେ ଗତ ବର୍ଷ ଟି -୨୦ ବିଶ୍ୱକପ ସମୟରେ ଏହି ର଼୍ୟାଙ୍କିଂ ହାସଲ କରିଥିଲେ। ଏହା ବ୍ୟତୀତ ଶୁଭମାନ ଗିଲଙ୍କ…

ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…

ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ ଏକ ଚିତାବାଘ ଉପରେ ଆକ୍ରମଣ କରି ତାକୁ  ତଡ଼ି ଦେବାରେ ସଫଳ ହୋଇଥିବା ଦେଖିବାକୁ…

ଦୁଇଦିନିଆ ଗସ୍ତରେ ଲଦାଖ ଯିବେ ରାହୁଲ

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଗୁରୁବାର ଏବଂ ଶୁକ୍ରବାର ଦିନ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ସୂଚନାଯୋଗ୍ୟ, ପୂର୍ବରୁ ରାହୁଲ ଦୁଇଥର ଜମ୍ମୁ…

ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ )କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ…

ସ୍କୁଲ ନଳକୂଅରୁ ବାହାରୁଛି ଗୋଳିଆ ପାଣି

ନନ୍ଦାହାଣ୍ଡି,୧୭।୮(ପ୍ରତୀପ କୁମାର ଦାଶ)ବିଦ୍ୟାଳୟରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାରୀ ଯୋଜନା ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମସ୍ତ ବିଦ୍ୟାଳୟ ମଧ୍ୟରେ ପିଇବା ପାଣି ପାଇଁ ମଧ୍ୟ ସୁବିଧା କରାଯାଇଛି। କିନ୍ତୁ ନବରଙ୍ଗପୁର…

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ)ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri