ଗୋଟିଏ ଦିନ ବଢିଲା ଦିଲ୍ଲୀ ବିଧାନସଭା ଅଧିବେଶନର ସମୟ ସୀମା
ନୂଆଦିଲ୍ଲୀ,୧୭।୮: ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ସମୟ ସୀମାକୁ ବଢାଇ ଦିଆଯାଇଛି। ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ କୁଲଦୀପ କୁମାରଙ୍କ ଅନୁରୋଧ କ୍ରମେ ଉପସଭାପତି ରାଖି ବିଡଲାନ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନକୁ ଗୋଟିଏ ଦିନ ଅର୍ଥାତ୍ ୧୮ ଅଗଷ୍ଟ ପର୍ଯ୍ୟନ୍ତ…
ମଣିପୁରରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ: ସର୍ଚ୍ଚ ଅପରେଶନବେଳେ ୮ ଅସ୍ତ୍ରଶସ୍ତ୍ର, ୧୧୨ ଗୋଳା ବାରୁଦ ଜବତ
ଇମ୍ଫାଲ,୧୭।୮: ମଣିପୁରରେ ଏବେ ବି ଅଶାନ୍ତିର ବାତାବରଣ ରହିଛି। ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେଶନ ବେଳେ ହିଂସାକାଣ୍ଡ ଘଟାଇଥିବା ମଣିପୁରର ବିଭିନ୍ନ ଜିଲାରୁ ୮ ଅସ୍ତ୍ରଶସ୍ତ୍ର ଏବଂ ୧୧୨ ରାଉଣ୍ଡ ଗୋଳାବାରୁଦ ଜବତ କରାଯାଇଛି। ଏହା ବ୍ୟତୀତ ବାହିନୀ ୬…
ଦାଦା-ପୁତୁରା କଳି ଭିତରେ ପୋଷ୍ଟରକୁ ନେଇ ଚର୍ଚ୍ଚା
ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ବିଡରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର(ଦାଦା)ଙ୍କ ରାଲି ପୂର୍ବରୁ ଦଳର ବିଦ୍ରୋହୀ ଅଜିତ ପାୱାର(ପୁତୁରା)ଙ୍କ ଗୋଷ୍ଠୀ ତାଙ୍କୁ ସ୍ବାଗତ କରିବା ପାଇଁ ପୋଷ୍ଟର ଲଗାଇଛନ୍ତି। ପାର୍ଲିରେ ଶରଦ ପାୱାରଙ୍କ ସମାବେଶର କିଛି ଘଣ୍ଟା ପୂର୍ବରୁ…
ଅଜିତ ପାଓ୍ବାରଙ୍କୁ ଚେତାବନୀ ଦେଲେ ଶରଦ ପାଓ୍ବାର
ମୁମ୍ବାଇ,୧୭।୮: ଅଜିତ ପାଓ୍ବାରଙ୍କ ସହ ‘ସିକ୍ରେଟ ମିଟିଂ’ପରେ ଏନସିପି ଅଧ୍ୟକ୍ଷ ଗୁରୁବାର ବିଡରେ ଏକ ବୈଠକକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ଅଜିତ ପାୱାର ଗୋଷ୍ଠୀକୁ ତାଙ୍କ ଫଟୋଗ୍ରାଫ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି। ଅଜିତ ଗ୍ରୁପ ଯଦି ତାଙ୍କ ଫଟୋକୁ…
ରବର୍ଟ ଭଦ୍ରାଙ୍କର ବିଦେଶ ଯିବାର କୌଣସି ଯୋଜନା ନାହିଁ
ନୂଆଦିଲ୍ଲୀ,୧୭।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପତି ରବର୍ଟ ଭଦ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଚାରକୁ ନେଇ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ। ଏହାର ଉତ୍ତରରେ ଭଦ୍ରାଙ୍କ ଓକିଲ…
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବଡ ନିଷ୍ପତ୍ତି ନେଲା ଭାଜପା
ଜୟପୁର,୧୭।୮: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ଼ ଘୋଷଣା କରିଛି। ଦଳ ଗୁରୁବାର ଏକ ଘୋଷଣା ପତ୍ର କମିଟି ଗଠନ କରିଛି। ଭାଜପା ରାଜ୍ୟ ସଭାପତି ସିପି ଜୋଶୀ ଏହା ଘୋଷଣା କରିଛନ୍ତି। ଏହି କମିଟିରେ…
୬ଥର ବିଫଳ ପରେ ବି ହାରିନାହାନ୍ତି ଯୁବକ, ତିଆରି କଲେ ଅଜବ ସ୍କୁଟର, ରହିଛି ଏହି ସ୍ବତନ୍ତ୍ରତା…
କୁହାଯାଏ, ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ବିହାର ପାଟନାର ଅଭିମନ୍ୟୁ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ଇଞ୍ଜିନିୟରିଂପରେ ଏକ କମ୍ପାନୀରେ କାମ କରିବା ପରିବର୍ତ୍ତେ ଅଭିମନ୍ୟୁ ନିଜର ଏକ କମ୍ପାନୀ ଖୋଲିଥିଲେ ଏବଂ ୪ ବର୍ଷର କଠିନ ପରିଶ୍ରମ ପରେ…
ରେଲଓ୍ବେ ଷ୍ଟେଶନରେ ସୁଲଭ ମୂଲ୍ୟରେ ମିଳିବ ଔଷଧ
ନୂଆଦିଲ୍ଲୀ,୧୭।୮: ବଦଳୁଥିବା ସମୟ ଅନୁଯାୟୀ ଭାରତୀର ରେଲଓ୍ବେ ଏବେ ତା’ର ଯାତ୍ରୀଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛି। ଯଦି ରେଲଓ୍ବେ ଷ୍ଟେଶନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ, ତେବେ ତାଙ୍କୁ ଅନେକ ଅସୁବିଧାର…
ପବ୍ଲିକ୍ ଟେକ୍ ପ୍ଲାଟଫର୍ମରୁ ମିଳିବ ୧.୬୦ଲକ୍ଷ ଯାଏଁ ଋଣ
ନୂଆଦିଲ୍ଲୀ,୧୭।୮: ପବ୍ଲିକ୍ ଟେକ୍ ପ୍ଲାଟଫର୍ମରୁ ସହଜରେ ମିଳିପାରିବ ଋଣ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗୁରୁବାର ଠାରୁ ପବ୍ଲିକ ଟେକ ପ୍ଲାଟଫର୍ମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହା ମାଧ୍ୟମରେ, ଋଣଦାତାମାନେ ଆବଶ୍ୟକ ଡିଜିଟାଲ ସୂଚନା ବିନା ବାଧା ଋଣ ପରିପାରିବେ।…
୩ ଦିନରେ ଗଲାଣି ୭୧ ଜଣଙ୍କ ଜୀବନ
ଶିମଲା,୧୭।୮: ହିମାଚଳ ପ୍ରଦେଶରେ ବର୍ଷା ହେତୁ ଗତ କିଛି ଦିନ ହେବ ପାହାଡରେ ଫାଟ ସୃଷ୍ଟି ହେବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ବର୍ଷା ଏବଂ ଭୂସ୍ଖଳନ ଫଳରେ ଘର ଭୁଶୁଡିବା ଯୋଗୁ ଗତ ୩ଦିନ ମଧ୍ୟରେ ହିମାଚଳରେ ୭୧…
ଭାରତୀୟ ଦଳକୁ ଚେତାବନୀ ଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୧୭।୮: ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀ ଏସିଆ କପ ୨୦୨୩ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ବିଷୟରେ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି। ଏସିଆ କପ ମାଧ୍ୟମରେ କେ.ଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଆଜିକାଲି ରାହୁଲ…
ବିକି ଦେଉଛନ୍ତି ଆବାସ
ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ ): କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା…
Archives


