Home Left

ଗାଁକୁ ନାହିଁ ପକ୍କାରାସ୍ତା

ଝରିଗାଁ,୨୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଦର ମହକୁମାଠାରୁ ମାତ୍ର ୩ କି.ମି. ଦୂରରେ ଥିବା ବାଘବେଡ଼ା ଗ୍ରାମକୁ ପକ୍କା ରାସ୍ତା ନାହିଁ। ନୂତନ ରାସ୍ତା ପାଇଁ ବହୁବାର ଜନ ପ୍ରତିନିଧି ସହ ବ୍ଲକ ଓ ଜିଲା ଅଧିକାରୀଙ୍କ ଦୃଷ୍ଟି…

ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୬ା୯(ଦୁର୍ଯ୍ୟୋଧନ ପାତ୍ର)l: ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି…

ଭାଇରାଲ ହେଲା ପରିଣିତି-ରାଘବଙ୍କ ରିସେପଶନ କାର୍ଡ

ମୁମ୍ବାଇ: ଉଦୟପୁରରେ ଧୁମଧାମ ଢଙ୍ଗରେ ବିବାହ ପରେ ପାରିଣିତି ଚୋପ୍ରା ଏବଂ ରାଘବ ଚଢା ଦିଲ୍ଲୀ ଆସିଛନ୍ତି। ବର୍ତ୍ତମାନ ପ୍ରଶଂସକଙ୍କ ଆଖି ସେମାନଙ୍କ ରିସେପ୍ସନ ପାର୍ଟି ଉପର। ରିସେପ୍ସନକୁ ନଇ କେତେକଥା ଶୁଣିବାକୁ ମିଳୁଛି। କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ…

ରାମଲଲାଙ୍କ ଦର୍ଶନ କରିବାକୁ ଅଯୋଧ୍ୟା ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟ ଭବିଷ୍ୟତରେ ରାମଲଲାଙ୍କୁ ଦର୍ଶନ କରିବାକୁ ଆସିପାରନ୍ତି। ଗତ ସୋମବାର ରାହୁଲ ଗାନ୍ଧୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ରାଜୀବ ଗାନ୍ଧୀ ଫାଉଣ୍ଡେସନର ସିଇଓ ବିଜୟ ମହାଜନଙ୍କ ଅଯୋଧ୍ୟାକୁ ଗୁପ୍ତ ପରିଦର୍ଶନକୁ ଦେଖି ଏହି…

ଆମେ ବୈଶ୍ୱିକ ଚ୍ୟାଲେଞ୍ଜର ସମାଧାନ ପାଇଁ ପ୍ରତିବଦ୍ଧ: ରାଜନାଥ

ନୂଆଦିଲ୍ଲୀ,୨୬।୯: ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ୧୩ତମ ଇଣ୍ଡୋ-ପାସିଫିକ ଚିଫ ଅଫ ଷ୍ଟାଫ କନଫରେନ୍ସ (ଆଇପିଏସିସି) ଆୟୋଜିତ ହୋଇଛି। ଏହି ସମ୍ମିଳନୀ ମଙ୍ଗଳବାର ଏବଂ ବୁଧବାର ୨ ଦିନ ଚାଲିବ। ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ସାମିଲ ହୋଇଛନ୍ତି।…

ପାନୀୟ ଜଳରୁ ବଞ୍ଚିତ କିରାମାହାବାସୀ

ବ୍ରାହ୍ମଣୀଗାଁ,୨୬ା୯(ମନୋରଞ୍ଜନ ରଣା): ପ୍ରକଳ୍ପ ଅଛି ହେଲେ ମିଳୁନି ବସୁଧା ପାନୀୟ ଜଳ। ସାଧାରଣ ଫ୍ୟୁଜ୍‌ଟିଏ ପକାଯାଇ ନ ଥିବାରୁ ଦୁଇମାସ ହେଲାଣି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହାବାସୀ। ଏହି…

ସିନ୍ଧିଆଙ୍କୁ ଟିକେଟ ନ ମିଳିବାକୁ ନେଇ କଟାକ୍ଷ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମର ଦ୍ୱିତୀୟ ତାଲିକା ପ୍ରକାଶ କରିଛି, ଏହି ତାଲିକାରେ ଅଧା ଡଜନ ଏମପି ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ମୋଟ ୩୯ ନାମ ରହିଛି। ଭାଜପା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା…

ହରଦୀପ ସିଂ ନିଜାରଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ପ୍ରମାଣ ଦେବ ଭାରତ

ନୂଆଦିଲ୍ଲୀ,୨୬।୯: ହରଦୀପ ସିଂ ନିଜାର ଜଣେ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ଭାରତ ପକ୍ଷରୁ ପ୍ରମାଣ ଉପସ୍ଥାପନ କରାଯିବ। ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ଚାର୍ଜଶିଟରେ ଏହା ପ୍ରକାଶ ପାଇଛି ଯେ, ନିଜାର ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ। ନିଜାରଙ୍କ ଆତଙ୍କବାଦୀ…

ଅକ୍ଷୟଙ୍କ ସହ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ମାନୁଷି! ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ: ୨୦୧୭ରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ମାନୁଷି ଚିଲ୍ଲର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମାନୁଷିଙ୍କ…

ହୋମିଓପାଥିକ ଚିକିତ୍ସାରେ ଅବ୍ୟବସ୍ଥା

କୋଦଳା,୨୬ା୯(ଅମିତ କୁମାର ପଟ୍ଟନାୟକ): ବେଗୁନିଆପଡା ବ୍ଲକରେ ଥିବା ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଦୁଇଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବ୍ଲକର ବେରୁଆଁବାଡ଼ି ଏବଂ ବଡ଼ଗୁଡ଼ିଆଳି ଗ୍ରାମରେ ହୋମିଓପାଥିକ ଚିକିତ୍ସାକେନ୍ଦ୍ର ଅଛି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିମନ୍ତେ…

ବିଶ୍ୱକପ୍‌ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ

ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ…

୬୦କି.ମି. ଚିଠି ଆସିବାକୁ ଲାଗିଲା ୨ମାସ ୫ ଦିନ

ଖଇରା,୨୬।୯(ଉତ୍କଳବନ୍ଧୁ ପଣ୍ଡା): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲାର ଫଇସଲା ପାଇଁ ଜିଲା ଅତିରିକ୍ତ ଜିଲାପାଳଙ୍କ ତରଫରୁ ଅଭିଯୋଗକାରୀଙ୍କୁ ମିଳିଥିବା ଚିଠିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିଠିରେ ଅଭିଯୋଗକାରିଣୀ ଭାବେ ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ ଝିଙ୍କିରିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri