Home Left

ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା

ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ…

ପୁଲୱାମାରେ ଏନକାଉଣ୍ଟର: ଜଣେ ଯବାନ ଆହତ

ଶ୍ରୀନଗର,୨୧।୮: ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ଲୈରୋ-ପରିଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି। ଏହି ଅପରେଶନରେ ଜମ୍ମୁ-କଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ଯବାନମାନେ ସାମିଲ ଥିଲେ।  

ପୂଜା ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ଛକରେ ଥିବା ଦେବ ଦର୍ଶନ ପୂଜା ଭଣ୍ଡାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୂଜା ସାମଗ୍ରୀ ପୋଡ଼ି ଜଳିଯାଇଛି। ଖବର ପାଇ ବ୍ରହ୍ମପୁର…

ଇମୋଶନାଲ ରୋଲରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଷ୍ଟାର କିଡ ଜାହ୍ନବୀ କପୁର ବରୁଣ ଧଓ୍ବନଙ୍କ ସହ ମୁଭି ବବାଲରେ ଜବରଦସ୍ତ ପରଫରମାନ୍ସ ଦେଇଛନ୍ତି। ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ ସାନଦାର ଡେବ୍ୟୁ କରିଥିଲେ।ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ…

ସିଡବ୍ଲୁସି: ୬ ଓବିସି, ୯ ଏସସି କ’ଣ ବାର୍ତ୍ତା ଦେଉଛି କଂଗ୍ରେସ କାର୍ଯ୍ୟ କମିଟି

ନୂଆଦିଲ୍ଲୀ,୨୧।୮: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ପ୍ରଥମେ ତା’ର ଟିମରେ ଅଦଳବଦଳ କରିଛି ଓ ଏହାକୁ ବଢାଇଛି। ନିର୍ବାଚନ ରଣନୀତି ସମ୍ବନ୍ଧରେ ସମସ୍ତ ପ୍ରକାର ନିଷ୍ପତ୍ତି ନେଉଥିବା କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ରେ ସମସ୍ତ ପ୍ରକାର ସମୀକରଣର…

ଗୁଜରାଟ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ

ନୂଆଦିଲ୍ଲୀ,୨୧।୮: ଗୁଜରାଟ ହାଇକୋର୍ଟଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ତୀବ୍ର ମନ୍ତବ୍ୟ ଦିଆଯାଇଛି, ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଦେଶ ଦିଅନ୍ତି, ତେବେ ଏହା ସାମ୍ବିଧାନିକ ସିଦ୍ଧାନ୍ତର ବିରୋଧୀ ଅଟେ। ଗୁଜୁରାଟ ହାଇକୋର୍ଟଙ୍କ…

‘ସିବିଆଇ ଅସନ୍ତୁଷ୍ଟ କେବଳ ଏହି କାରଣ ପାଇଁ କରିପାରିବେ ନାହିଁ ଜାମିନର ବିରୋଧ’, କୋର୍ଟରେ କହିଲେ ଲାଲୁ

ପାଟନା,୨୧।୮: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ସେହି ଆବେଦନର ବିରୋଧ କରିଛନ୍ତି, ଯେଉଁଥିରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜଡିତ ଡୋରଂଡା କୋଷାଗାର ମାମଲାରେ ତାଙ୍କୁ ଦିଆଯାଇଥିବା…

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ କାର ଉପରେ ଓଲଟିଲା କଣ୍ଟେନର, ୨ ମୃତ ଅନେକେ ଆହତ

ମୁମ୍ବାଇ,୨୧।୮: ମହାରାଷ୍ଟ୍ରରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନାଯୋଗ୍ୟ, ଏଠାରେ ଦୁଇଟି ଅଲଗା ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ପ୍ରଥମ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଯେତେବେଳେ କି, ଦ୍ୱିତୀୟ…

ପାକିସ୍ତାନୀ ଚୋରା ଚାଲାଣକାରୀ, ବିଏସଏଫ ମଧ୍ୟରେ ଫାୟାରିଂ, ୨୯ କିଲୋ ହେରୋଇନ ସହ ୨ ଗିରଫ

ଫିରୋଜପୁର,୨୧।୮: ପଡୋଶୀ ଦେଶ ପାକିସ୍ଥାନରୁ କ୍ରମାଗତ ଭାବରେ ଡ୍ରଗ୍ସ ସାମଗ୍ରୀ ଭାରତକୁ ପଠାଯାଉଛି। ପଞ୍ଜାବର ଫେରୋଜପୁରର ଭାରତ-ପାକ ସୀମାରେ ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବିଏସଏଫ ପାକିସ୍ତାନର…

ସନ୍ନି ଦଓ୍ବେଲଙ୍କ ଘର ନିଲାମିକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ଜୟରାମ ରମେଶ ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ବଙ୍ଗଳାର ଇ-ନିଲାମିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ସେ ଟୁଇଟ କରି କହିଛନ୍ତି ଯେ ଗତକାଲି ଦେଶ ଜାଣିବାକୁ ପାଇଲା ଯେ ତାଙ୍କ…

‘ଭାଜପା ପୁଣି ଆସିଲେ ନାମ ବଦଳାଇ ରଖିଦେବେ ନରେନ୍ଦ୍ର ମୋଦି ସମ୍ବିଧାନ’, କେନ୍ଦ୍ରକୁ ଟାର୍ଗେଟ କଲେ ଲଲନ ସିଂ

ନୂଆଦିଲ୍ଲୀ,୨୧।୮: ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୨୪ରେ ଯଦି ଭାଜପା ଶାସନ କ୍ଷମତାକୁ ଆସିଲା ତେବେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଚଳିତ ସମ୍ବିଧାନକୁ ବଦଳାଇ‘ନରେନ୍ଦ୍ର ମୋଦି’ ସମ୍ବିଧାନ କରିଦେବେ।…

ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ‘ପିକୋ ଡି ଓରିଜାବା’ ଆରୋହଣ ସମୟରେ ଦୁର୍ଘଟଣା, ୪ ମୃତ

ମେକ୍ସିକୋ,୨୧।୮: ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ପିକୋ ଡି ଓରିଜାବା ଆରୋହଣ ସମୟରେ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଦେଶର ସର୍ବୋଚ୍ଚ ପର୍ବତ ପିକୋ ଡି ଓରିଜାବା ଆରୋହଣ କରିବା ସମୟରେ ଏକ ଦୁର୍ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri