Home Left

ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର ଭାଇମାନଙ୍କୁ…

ପୁଣିଥରେ ଏକାଠି ନଜର ଆସିଲେ ‘ଆଶିକି ୨’ର ଷ୍ଟାର ଯୋଡି

ମୁମ୍ବାଇ: ଯେତେବେଳେ ବି ରୋମାଣ୍ଟିକ ମୁଭି କଥା ଆଲୋଚନାକୁ ଆସେ, ଫିଲ୍ମର ନାମ ‘ଆଶିକି ୨’ ସର୍ବଦା ପ୍ରଥମେ ଆସିଥାଏ। ମୁଭିର ଗୀତଠାରୁ ଆରମ୍ଭ କରି ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କ କେମେଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ଦର୍ଶକଙ୍କ ହୃଦୟ…

ବିଶ୍ୱକପ୍‌ ସ୍କ୍ବାଡ୍‌ରେ ସାମିଲ୍‌ ହେବେ କି ଅଶ୍ୱିନ୍‌: ଦ୍ରାବିଡ ଦେଲେ ଜବାବ

ନୂଆଦିଲ୍ଲୀ,୨୮।୯: ଘରୋଇ ମାଟିରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଷ୍ଟାର ସ୍ପିନର ଆର ଅଶ୍ୱିନ ମଧ୍ୟ ଭାରତର ଏକ ଅଂଶ ଥିଲେ। ଏହି…

ଭାଜପା ଛାଡିଲେ ମଣିପୁରୀ ଅଭିନେତା

ଇମ୍ଫାଲ,୨୮।୯: ମଣିପୁରର ପ୍ରସିଦ୍ଧ ଅଭିନେତା ରାଜକୁମାର କେକୁ ଦୁଇ ଯୁବ ଛାତ୍ରଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ଦୁଇଟି କୁକି ଚଳଚ୍ଚିତ୍ର ସମେତ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ରାଜକୁମାର…

ହୃଦୟ ଜିତିଲେ ରୋହିତ, ପ୍ରଶଂସକ କହିଲେ ‘ପ୍ଲେୟାର୍ସ କ୍ୟାପ୍‌ଟେନ୍‌’

ରାଜକୋଟ,୨୮।୯: ଭାରତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ରାଜକୋଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମୁକାବିଲାରେ ଅଷ୍ଟ୍ରେଲିଆ ୬୬ ରନ୍‌ରେ ବିଜେତା ହୋଇ ଟିମ୍‌ ଇଣ୍ଡିଆକୁ କ୍ଲିନ୍‌ ସୁଇପ୍‌ କରିବାରୁ ରୋକି ନେଇଥିଲା। ତେବେ ଏହି…

ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଗିରଫ

କୋରାପୁଟ/ନାରାୟଣପାଟଣା,୨୮ା୯(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଜଣେ ଦିନ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ନଜରକୁ ଆସିଛି। ଏନେଇ ଗୁରୁବାର ହଡ଼ପକାରୀଙ୍କୁ ନାରାୟଣପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବାଲିପେଟା…

ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ଆକ୍ଟ୍ରେସଙ୍କ ମଧ୍ୟରେ ସାମନ୍ଥା ଅନ୍ୟତମ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ ଗତ କିଛି ବର୍ଷ ମଧ୍ୟରେ ନିଜର ଦମଦାର ପ୍ରଦର୍ଶନ ଓ ଭଲ ଭଲ ମୁଭି ସହ ନିଜକୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଟପ ଆକ୍ଟ୍ରେସ ଭାବେ ସ୍ଥାପିତ କରିପାରିଛନ୍ତି। ତେଲୁଗୁ ଏବଂ ତାମିଲ କମରର୍ସିଆଲ ପୋଟବୟଲର…

ଅଶ୍ୱଚାଳନାରେ ଅନୁଷ ଅଗ୍ରୱାଲ ଜିତିଲେ ବ୍ରୋଞ୍ଜ

ହାଙ୍ଗଝୋ,୨୮।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଅଶ୍ୱଚାଳନା ଡ୍ରେସେଜ (ବ୍ୟକ୍ତିଗତ) ଇଭେଣ୍ଟରେ ଭାରତର ଅନୁଷ ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ମାଲେସିଆ ଖେଳାଳି ୭୫.୭୮୦ ପଏଣ୍ଟ ହାସଲ…

ଘୃଣା ବିସ୍ତାର କରୁଥିବା ବ୍ୟକ୍ତିଙ୍କୁ ଭାଜପା ଦେଲା ପୁରସ୍କାର: ଦାନିସ ଅଲ୍ଲୀ

ନୂଆଦିଲ୍ଲୀ,୨୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନର ଟୋଙ୍କ ଜିଲାର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।…

୨୪ ବର୍ଷରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଆଫଗାନିସ୍ତାନର ୨୪ ବର୍ଷୀୟ ବୋଲର ନବୀନ-ଉଲ-ହକ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ୱକପ୍‌ ତାଙ୍କର ଦିନିକିଆ କ୍ରିକେଟରେ ଅନ୍ତିମ ଟୁର୍ନାମେଣ୍ଟ ହେବ। ଦୁଇ ବର୍ଷ ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେ। ଏବେ ତାଙ୍କୁ ଜାତୀୟ…

ବଲିଉଡରେ ୨୦ ବର୍ଷ ପୂରଣ କଲେ କଟ୍ରିନା, ପ୍ରଶଂସାରେ ପୋତିଲେ ସ୍ବାମୀ

ବମ୍ବେ: ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ଜଣେ ହିନ୍ଦୀ କହି ପାରୁ ନ ଥିବା ଝିଅରୁ ପୋଖତ କଳାକାର ଭାବେ ତାଙ୍କର ଏହି ଯାତ୍ରା ବେଶ ପ୍ରେରଣାଦାୟୀ। ଏହି ବର୍ଷଗୁଡ଼ିକରେ ସେ ଭେଟି ଦେଇଛନ୍ତି ଗୋଟିଏରୁ…

ଘର ଭାଙ୍ଗିଲେ ହାତୀପଲ

ମୋରଡ଼ା,୨୮ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା ବ୍ଲକର ମାଜଣା ଗ୍ରାମରେ ଗୁରୁବାର ଜଙ୍ଗଲୀ ହାତୀପଲ ପଶି ଦୁଇ ଜଣଙ୍କ ଘର ଭାଙ୍ଗିଥିବାର ଜଣାପଡ଼ିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ଥିବା ମୋରଡ଼ା ଓ ରାସଗୋବିନ୍ଦପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri