Home Left

ଆମେରିକା ଫେରିଲେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ସୈନିକ

ଓ୍ବାଶିଂଟନ୍‌,୨୮।୯: ଦୁଇ ମାସ ପୂର୍ବେ ଉତ୍ତର କୋରିଆରେ ଅବୈଧ ଭାବେ ପ୍ରବେଶ କରିଥିବା ଜଣେ ଆମେରିକୀୟ ସୈନିକଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇଛି। ସେ ଗୁରୁବାର ଆମେରିକାରେ ପହଞ୍ଚିଛନ୍ତି। ଟେକ୍ସାସର ଏକ ନ୍ୟୁଜ ଷ୍ଟେଶନ ମଧ୍ୟ ଏ ସମ୍ପର୍କରେ ଏକ ଭିଡିଓ ଜାରି…

ବିଶ୍ୱକପ୍‌ ୨୦୨୩: ଫାଇନାଲ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ, ୨୮। ୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ, ସମସ୍ତ ଦଳ ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ସେମାନଙ୍କର ୧୫ ସଦସ୍ୟ ବିଶିଷ୍ଟ ଦଳରେ ପରିବର୍ତ୍ତନ ଆଣିବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ…

ପଶ୍ଚିମ ଏସିଆ ଦେଶରେ ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ

ନୂଆଦିଲ୍ଲୀ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ନିକଟରେ ପାକିସ୍ତାନ ନାମରେ ଆଉ ଏକ ସଫଳତା ହାସଲ କରାଯାଇଛି। ପାକିସ୍ତାନ ଭିକ ମାଗିବା ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ଅସୁବିଧାରେ ପଡିଛନ୍ତି।  ସୂଚନା…

ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଦାବି କଲା ଆରଜେଡି

ପାଟନା,୨୮।୯: ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ବୟାନକୁ ନେଇ ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଆରଜେଡି ଦାବି କରିଛି। ଆରଜେଡି ମୁଖପାତ୍ର ଋଷି ମିଶ୍ରା ଏ ସମ୍ପର୍କରେ କେନ୍ଦ୍ର…

ବସ୍‌ ମାଲିକ ସଂଘର ବୈଠକ

ପୁରୁଷୋତ୍ତମପୁର,୨୮।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଗୁରବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ ଆଦି…

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଖାଲଖମା ମୁକ୍ତ: ଗଡକରୀ

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥକୁ ଖାଲଖମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ଉପରେ କାର୍ଯ୍ୟ କରୁଛନ୍ତି।…

ଟ୍ରକ୍‌-ଅଟୋ ଧକ୍କା: ୪ ମୃତ

ଭୋପାଳ,୨୮।୯: ପୂର୍ବାଞ୍ଚଳ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌-ଅଟୋ ରିକ୍ସା ସହିତ ଧକ୍କା ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି,…

ଦାନିସ ଅଲ୍ଲୀ, ରମେଶ ବିଧୁରୀଙ୍କ ଅଭିଯୋଗ ମାମଲାର ଯାଞ୍ଚ୍‌ କରିବ ସଂସଦର ବିଶେଷାଧିକାର କମିଟି

ନୂଆଦିଲ୍ଲୀ,୨୮।୯: ବିଏସ୍‌ପି ଏମ୍‌ପି ଦାନିସ ଅଲ୍ଲୀ ଏବଂ ରମେଶ ବିଧୁରୀଙ୍କ ଅଭିଯୋଗ ପ୍ରସଙ୍ଗର ଅନୁସନ୍ଧାନ ସଂସଦର ବିଶେଷାଧିକାର କମିଟି କରିବ ବୋଲି ଲୋକ ସଭା ବାଚସ୍ପତି ଓମ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩…

୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା…

‘ଗତ ଥର ‘ଇଣ୍ଡିଆ’ର ବୈଠକ ଦିନ ଡକାଇଥିଲା ଇଡି, ଆଉ ଏବେ ଅକ୍ଟୋବର ୩କୁ…’: ଅଭିଷେକ

କୋଲକାତା,୨୮।୯: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମୁନାହିଁ। ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ ଜାରି କରିଛି। ଯାହାକୁ ନେଇ ଅଭିଷେକ ନିଜେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଭିଷେକ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ…

ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର ଭାଇମାନଙ୍କୁ…

ପୁଣିଥରେ ଏକାଠି ନଜର ଆସିଲେ ‘ଆଶିକି ୨’ର ଷ୍ଟାର ଯୋଡି

ମୁମ୍ବାଇ: ଯେତେବେଳେ ବି ରୋମାଣ୍ଟିକ ମୁଭି କଥା ଆଲୋଚନାକୁ ଆସେ, ଫିଲ୍ମର ନାମ ‘ଆଶିକି ୨’ ସର୍ବଦା ପ୍ରଥମେ ଆସିଥାଏ। ମୁଭିର ଗୀତଠାରୁ ଆରମ୍ଭ କରି ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କ କେମେଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ଦର୍ଶକଙ୍କ ହୃଦୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri