Posted inଜାତୀୟ

‘କାମ କରୁନାହିଁ ଇଣ୍ଡିଆ ବ୍ଲକ୍’, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶଙ୍କ ପ୍ରଥମ ପ୍ରତିକ୍ରିୟା

ପାଟନା, ୨୮।୧: ଜନତା ଦଳ (ୟୁନାଇଟେଡ୍) ସଭାପତି ନୀତୀଶ କୁମାର ରବିବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆଉ ଇଣ୍ଡିଆ ମହାମେଣ୍ଟର ଅଂଶ ନୁହଁନ୍ତି। ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କୁମାରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ହେବାକୁ କହିଛନ୍ତି।

ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତୀଶ କହିଛନ୍ତି, “ମହାଗଠବନ୍ଧନ ସମାପ୍ତ ହୋଇଛି। ମୁଁ ସମସ୍ତଙ୍କର ପରାମର୍ଶ ଶୁଣିଛି। ଗ୍ରାଣ୍ଡ ଆଲାଇନ୍ସରେ ସ୍ଥିତି ଭଲ ନଥିଲା। ବର୍ତ୍ତମାନ, ଯଦି ଆମର ପୂର୍ବ ସହଯୋଗୀ (ଭଜପା) ଆମ ସହିତ ଯୋଗ ଦିଅନ୍ତି, ଆମେ ଆଗକୁ ବଧିବୁ। ଆମେ ଇଣ୍ଡିଆ ବ୍ଲକ୍ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହା କାମ କରୁନଥିଲା ବୋଲି ଇସ୍ତଫା ପରେ କୁମାର ଗଣମାଧ୍ୟମକୁ କହିଛନ୍ତି।

କୁମାରଙ୍କ କହିବା ଅନୁଯାୟୀ ଏହି ପରିସ୍ଥିତି ଘଟିଛି କାରଣ “ସବୁକିଛି ଠିକ୍ ଚାଲି ନଥିଲା। “… ମୁଁ ସମସ୍ତଙ୍କଠାରୁ ମତାମତ ନେଉଥିଲି। ମୁଁ ସେସବୁ ଶୁଣିଲି। ଆଜି ସରକାର ଭାଙ୍ଗିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୩୦ରୁ ଶତ୍ରୁ ରାଶିରେ ଗୋଚର କଲେ ଚନ୍ଦ୍ର, ୩ ରାଶି ପାଇଁ ଅଶୁଭ

ଚନ୍ଦ୍ରଙ୍କ ଗୋଚର ଏପ୍ରିଲ ୩୦ ତାରିଖ ଦିନ ଅପରାହ୍ନ ୧:୧୪ ରେ ହୋଇଛି । ଚନ୍ଦ୍ର ଶୁକ୍ରଙ୍କ ଦ୍ୱାରା ଶାସିତ ତୁଳା ରାଶିରେ ପ୍ରବେଶ କରିଛି ।…

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଜି.ଉଦୟଗିରି, ୩୦।୪(ଚିନ୍ମୟ କୁମାର ସେଠି ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଡକରିଙ୍ଗିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

ବିଲକୁ ଖତ ନେଇ ଯାଇଥିଲେ ଚାଷୀ, ହଠାତ୍‌ ମାରିଲା ବିଜୁଳି-ଘଡ଼ଘଡ଼ି, ଆଉ ତା’ ପରେ…

ଖଣ୍ଡପଡ଼ା,୩୦ା୪(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର…

କରିସ୍ମା କପୁରଙ୍କ ସନ୍ତାନଙ୍କ ବଡ଼ ବିଜୟ; ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ପଦକ୍ଷେପ, ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

ନୂଆଦିଲ୍ଲୀ,୩୦ା୪: ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟ ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ…

ପଞ୍ଜାବରେ ଲାଗୁ ହେବ ରାଷ୍ଟ୍ରପତି ଶାସନ! ବହୁ ଏଏପି ବିଧାୟକ ଯିବେ ଭାଜପା, କଂଗ୍ରେସ ଏମପିଙ୍କ ବଡ଼ ଦାବ

ଚଣ୍ଡିଗଡ଼,୩୦।୪: ଗୁରଦାସପୁରର କଂଗ୍ରେସ ଏମପି ଏବଂ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଦାବି କରିଛନ୍ତି ଯେ ପଞ୍ଜାବ ସରକାର ସଙ୍କଟରେ ଅଛି ଏବଂ ନିକଟ…

ଖରାଦିନେ ଥଣ୍ଡା ପାନୀୟ ସହିତ ଚିପ୍ସ ଖାଉଛନ୍ତି କି? ସାବଧାନ! ଶରୀର ଉପରେ…

ଗ୍ରୀଷ୍ମ ଋତୁରେ ଲୋକମାନେ ପ୍ରକୃତରେ ଥଣ୍ଡା ପାନୀୟ ପିଇ ଉପଭୋଗ କରନ୍ତି । ଏହା କୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ଘରେ ଅତିଥିମାନଙ୍କୁ ଆସିବାକୁ ହେଉ, ପ୍ରାୟତଃ…

ମୁଁ ବି ପୁଷ୍ପା, ମୁଣ୍ଡ ନୁଆଁଇବି ନାହିଁ, କାହିଁକି ଏମିତି କହିଲେ ଏହି ଟିଏମ୍‌ସି ନେତା

କୋଲକାତା,୩୦ା୪: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ତୃଣମୂଳ କଂଗ୍ରେସ(TMC) ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ସେ ଏବଂ…

୪୫ ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବିବାହର ୧୦ ବର୍ଷ ପରେ ସେ ଗର୍ଭବତୀ ଅଛନ୍ତି। ୪୫ ବର୍ଷ ବୟସରେ ସେ ସରୋଗେସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri