ପାକିସ୍ତାନର ଅମ୍ବାନୀ
ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ବର୍ତ୍ତମାନ ପାକିସ୍ତାନ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ସେଠାରେ ପ୍ରତିଟି ଜିନିଷର ଦର ଆକାଶଛୁଆଁ ହୋଇଛି। ହେଲେ ପାକିସ୍ତାନର ଅଚଳାବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି ପାଉଛି।…
ରାଜ୍ୟ ର଼୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଆରମ୍ଭ
ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିୟନଶିପ୍ ଶୁକ୍ରବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ…
ବୋଧଗମ୍ୟତାକୁ ସହଜ କରେ ଅନୁବାଦ
ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ୍ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ…
ରାଜ୍ୟରେ କାର୍ଯ୍ୟ କରୁଛି ୨୦୦ ଆଇଟି, ଇଲେକ୍ଟ୍ରୋନିକ୍ସ ସଂସ୍ଥା
ଭୁବନେଶ୍ୱର, ୩୦ା୯(ସୁନିତ୍ ମିଶ୍ର): ରାଜ୍ୟର ଅଧିକାଂଶ ଆଇଟି କମ୍ପାନୀ ଖୋର୍ଦ୍ଧା ଜିଲାରେ ରହିଛି। ଏହି କମ୍ପାନୀଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୩୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ୩୦ଟି ଇଲେକ୍ଟ୍ରୋନିକ୍ସ କମ୍ପାନୀ କାର୍ଯ୍ୟ କରୁଛନ୍ତି। ସେହିପରି ୧୭୦ଟି ଆଇଟି ସଂସ୍ଥା କାର୍ଯ୍ୟକ୍ଷମ…
ଜୁଲାଇରେ ଜିଓର ସର୍ବାଧିକ ନୂତନ ଗ୍ରାହକ
ଭୁବନେଶ୍ୱର, ୩୦।୯ : ଚଳିତ ବର୍ଷ ଜୁଲାଇରେ ରିଲାଏନ୍ସ ଜିଓ ଓଡ଼ିଶାର ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଥିବାବେଳେ ରାଜ୍ୟରେ ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ଉଭାହୋଇଛି। ଏପରିକି ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)…
ଜାତୀୟସ୍ତରରେ ୬ଷ୍ଠ ସ୍ଥାନରେ କିଟ୍
ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ ୨୦୨୪ ପ୍ରକାଶ ପାଇଛି। ଏଥିରେ କିଟ୍ ବିଶ୍ୱ ବିଦ୍ୟାଳୟ ବିଶ୍ୱ ତଥା ସର୍ବଭାରତୀୟ ସ୍ତରରେ ତା’ର ସ୍ଥାନ ବଜାୟ ରଖିଛି। ଚଳିତବର୍ଷ ଭଲ ପ୍ରଦର୍ଶନ ସହ ର଼୍ୟାଙ୍କିଙ୍ଗ୍ରେ ଆହୁରି ଉନ୍ନତି…
ଏନ୍ଏଲ୍ସିଆଇଏଲ୍ ସହ ଗ୍ରୀଡ୍କୋର ବୁଝାମଣା
ଭୁବନେଶ୍ୱର, ୩୦।୯ : ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ (ଏନ୍ଏଲ୍ସିଆଇଏଲ୍) ଏବଂ ଗ୍ରୀଡ୍କୋ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଲାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେଶନ (ଏନ୍ଟିଟିପିପି)ର ଷ୍ଟେଜ-୧ରେ ୪୦୦ମେଗାୱାଟ ଏବଂ ଷ୍ଟେଜ-୨ରେ…
ନକଲି ଜମି ମାଲିକାଣୀଙ୍କ ସମେତ ଆଉ ୨ ଗିରଫ
ଭୁବନେଶ୍ୱର,୩୦।୯(ସତ୍ୟଜିତ୍ ରାଉତ): ଜାଲିଆତି କରି ଅନ୍ୟଜଣଙ୍କ ଜମିକୁ ବିକ୍ରି କରୁଥିବା ଏକ ର଼୍ୟାକେଟର ଆଉ ୨ଜଣଙ୍କୁ କମିଶନରେଟ୍ ପୋଲିସ୍ର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗିରଫ କରିଛି। ସେମାନେ ହେଲେ ନକଲି ଜମି ମାଲିକାଣୀ କଟକ ଜଲା ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର…
ସାମ୍ସଙ୍ଗ୍ର ପାର୍ବଣ ସେଲିଂ
ଭୁବନେଶ୍ୱର, ୩୦।୯ : ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସାମ୍ସଙ୍ଗ୍ ପକ୍ଷରୁ ପାର୍ବଣ ସେଲିଂର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ସାମ୍ସଙ୍ଗ୍ର ବଛା ବଛା ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ସ୍ବତନ୍ତ୍ର ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ସାମ୍ସଙ୍ଗ୍ ଗାଲାକ୍ସି ଏମ୍ ଓ…
ମଙ୍ଗଳବାର ଯାଏ ୟୁନିଟ୍ ୧ ହାଟ ବନ୍ଦ
ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍-୧ ହାଟ ବନ୍ଦ ରହିଥିଲା। ତେବେ ଏନେଇ ଆସୋସିଏଶନ୍ ପକ୍ଷରୁ ବିଏମ୍ସି…
ଝଲସିବ ରାଷ୍ଟ୍ରପତି ଭବନ ପୂଜା ମଣ୍ଡପ
ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ଉତ୍ସାହ ଉଦ୍ଦୀପନା ସହ ଫେରିଛି ପାର୍ବଣ। କାଶତଣ୍ଡୀ ଫୁଲର ସମ୍ଭାରରେ ସଜେଇ ହେଉଛି ସହରର ପରିବେଶ। ନିଜ ଉପସ୍ଥିତିକୁ ଜାହିର କରିବା ସହ ମା’ ଦଶଭୂଜାଙ୍କ ଧରାବତରଣର ସମୟ ପାଖେଇ ଆସୁଥିବାର ସଙ୍କେତ ଦେଉଛି। ତେଣୁ…
ଇଣ୍ଡିଆନ୍ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ
ଭୁବନେଶ୍ୱର, ୩୦।୯ : ଇଣ୍ଡିଆନ୍ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଉପ-ମହାପ୍ରବନ୍ଧକ ସଚ୍ଚିକାନ୍ତ ଦାସ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଦାସ ବ୍ୟାଙ୍କର କର୍ପୋରେଟ୍ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବିଭାଗର ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ।…
Archives


