ବାଲୁକା କଳାରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି
କର୍ଲାମୁଣ୍ଡା,୨ା୧୦(ପ୍ରଦୀପ କୁମାର ସାହୁ): ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସୋମବାର ପାଳିତ ହେଉଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ତାଙ୍କ ବାଲୁକା କଳା ମାଧ୍ୟମରେ…
ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ଆନ୍ଧ୍ର-ପ୍ରଦେଶ ତେଲଙ୍ଗାନାର ୬୦ ସ୍ଥାନରେ ଚଢାଉ
ନୂଆଦିଲ୍ଲୀ,୨।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଜେନ୍ସି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୬୦ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା। କୁହାଯାଉଛି ଯେ ଉଭୟ ରାଜ୍ୟରେ ସନ୍ଦିଗ୍ଧଙ୍କ…
ଗଡ଼ିଲା ସାଇବର ସୁରକ୍ଷା ସଚେତନତା ରଥ
ଢେଙ୍କାନାଳ,୨ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ପୋଲିସ ପକ୍ଷରୁ ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ସାଇବର ଅପରାଧ ସଚେତନ ଅଭିଯାନ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ ହୋଇଛି।…
‘ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା’
ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମରେ ଜିଲାସ୍ତରୀୟ ୧୫୪ ତମ ଜାତିରଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପୋଲିସ…
କଂଗ୍ରେସ ବିଧାୟକ ସୁଖପାଲଙ୍କ ଗିରଫକୁ ନେଇ ଆକ୍ସନରେ ରାଜ୍ୟପାଳ, ଡିଜିପିଙ୍କୁ ମାଗିଲେ ଜବାବ
ଚଣ୍ଡିଗଡ଼,୨।୧୦: ପଞ୍ଜାବର ଭୁଲଥା ବିଧାନସଭାର ବିଧାୟକ ସୁଖପାଲ ସିଂ ଖଇରା ଗିରଫ ହେବା ପରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ କଳହ ଲାଗି ରହିଛି। ଏହି ସମୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଏହି ପ୍ରସଙ୍ଗରେ…
ଆନ୍ଧ୍ର ପ୍ରଦେଶରେ ହେବ ଟିଡିପି-ଜେଏସପି ସରକାର: ପଓ୍ବନ କଲ୍ୟାଣ
ଅମରାବତୀ,୨।୧୦: ଜନ ସେନା ପାର୍ଟି (ଜେଏସପି) ନେତା ତଥା ଅଭିନେତା ପୱନ କଲ୍ୟାଣ କହିଛନ୍ତି ଯେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ପରବର୍ତ୍ତୀ ସରକାର ଗଠନ କରିବେ। ରବିବାର ତାଙ୍କ ଭାରାହି ଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ପାଞ୍ଚ ବର୍ଷର ମ୍ୟାଟରନିଟି ଲିଭ ପଲିସି
ନୂଆଦିଲ୍ଲୀ,୨।୧୦: ବେସରକାରୀ କ୍ଷେତ୍ରରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଏକ ବଡ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ଘରୋଇ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ମାତୃତ୍ୱ ନୀତି ପ୍ରଣୟନ କରିଛି। ଏହି ପାଞ୍ଚ ବର୍ଷର ନୀତି ପ୍ରଣୟନ କରାଯାଇଛି, ଯେଉଁଥିରେ…
ଜୁନାଗଡ଼ରେ ଟ୍ରିପଲ୍ ମର୍ଡର: କାରଣ ଖୋଜୁଛି ପୋଲିସ
ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି…
ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ ବେଣୀ…
ବିରଳ ଘଣ୍ଟା: ଯାହା ୧୨ଟି ଉଲ୍କାପିଣ୍ଡରେ ହୋଇଛି ତିଆରି, ଦାମ୍ ଜାଣିଲେ…
ଆକାଶରୁ ଉଲ୍କାପିଣ୍ଡ ଖସିବା ବଡ଼ କଥା ନୁହେଁ। ଅନେକ ଥର ଆମେ ଆକାଶରେ ଏକ ବିରାଟ ଅଗ୍ନି ପେଣ୍ଡୁ ଦେଖିଛେ। ଯାହା ଖସିବା ହେତୁ ଛୋଟ ଖଣ୍ଡଗୁଡ଼ିକ ପୃଥିବୀ ଉପରେ ପଡ଼ିଥାଏ। ଏମାନଙ୍କୁ ଉଲ୍କାପିଣ୍ଡ କୁହାଯାଏ। ବେଳେବେଳେ ଏହି ଉଲ୍କାପିଣ୍ଡଗୁଡ଼ିକ ଏତେ…
ଲୋକ ସଭା ନିର୍ବାଚନ ପାଇଁ ଆକ୍ସନ ମୁଡରେ ରାଜ ଠାକରେ
ମୁମ୍ବାଇ,୨।୧୦: ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ ବା ମନସେ) ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜ ଠାକରେ ଏମଏନଏସ ନେତାଙ୍କ ଏକ ବୈଠକ ଡାକିଛନ୍ତି। ଏମଏନଏସ ନେତା ରାଜ ଠାକରେ ଏମଏନଏସ…
ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…
ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ…
Archives


