ବିବାହ ପୂର୍ବରୁ ଏଠାରେ ସନ୍ତାନ ଜନ୍ମ କରିବା ରହିଛି ପରମ୍ପରା, କାରଣ ଜାଣିଲେ…
ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରେ ଯୁବତୀ/ଯୁବକମାନେ ବିବାହ ପୂର୍ବରୁ ଗୋଟିଏ ଘରେ ପରସ୍ପର ସହ ରହିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲିଭ୍ ଇନ୍ ରିଲେସନ୍ଶିପ୍ କୁହାଯାଏ। ତଥାପି ଛୋଟ ସହରଗୁଡିକରେ ଏହା ଏକ ପାପ ଭାବରେ ଦେଖାଯାଏ।…
ଏକଦା ସାଇକେଲ ପଙ୍କଚର ମାରୁଥିବା ବରୁଣ ଏବେ ଆଇଏଏସ୍ ଅଫିସର, ୟୁପିଏସ୍ସିରେ ମିଳିଲା ୩୨ ର଼୍ୟାଙ୍କ…
କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହି ଧାଡିଟି ଆଇଏଏସ୍ ବରୁଣା ବରନଓ୍ବାଲଙ୍କ ଉପରେ ପ୍ରଯୁଜ୍ୟ ବୋଲି କହିପାରିବା। କାରଣ ପିଲାଦିନେ ସେ ନିଜ ବାପାଙ୍କୁ ହରାଇଥିଲେ। ପରିବାରର ବୋଝ ଉପରେ ପଡ଼ିବା ପରେ ସେ ବାପାଙ୍କ ସାଇକେଲ ପଙ୍କଚର ମାରିବା ଦୋକାନରେ…
କଂଗ୍ରେସକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା: କୈଳାଶ ବିଜୟବର୍ଗୀୟ
ଭୋପାଳ,୪।୧୦: ମଧ୍ୟପ୍ରଦେଶର ଇନ୍ଦୋର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଭାଜପା ପ୍ରାର୍ଥୀ କୈଳାଶ ବିଜୟବର୍ଗୀୟ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି। ତେଣୁ ତାକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା ବୋଲି କୈଳାଶ…
୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…
ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି…
ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,ବିଦ୍ୟୁତ ସେବା ଠପ୍ ହେବା ଆଶଙ୍କା
ଛତ୍ରପୁର,୪।୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ ଠିକା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା ଦେଖାଯିବା ସହ ବିଦ୍ୟୁତ ସେବା ଠପ୍ ହେବା…
ଏହି ଦିନ ରିଲିଜ୍ ହେବ ଟାଇଗର-୩ର ଧମାକାଦାର ଟ୍ରେଲର
ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଆସନ୍ତ ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବ ବୋଲି…
ଏଲ୍ଆଇସିକୁ ୮୪ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ ପଠାଇଲା ଆୟକର ବିଭାଗ
ନୂଆଦିଲ୍ଲୀ,୪।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)କୁ ଆୟକର ବିଭାଗ ପକ୍ଷରୁ ଟିକସ ନୋଟିସ୍ ମିଳିଛି। ନୋଟିସ୍ରେ ଆୟକର ବିଭାଗ ୮୪ କୋଟି ଟଙ୍କା ଜରିମାନା ଦେବାକୁ ଦାବି କରିଛି। ୩ ବର୍ଷ ଆଧାରରେ ଏହି ଦାବି କରାଯାଇଛି। ତେବେ ଆୟକର ବିଭାଗର…
ଏୟାରପୋର୍ଟରେ ଖାଲି ପାଦରେ ନଜର ଆସିଲେ ରାମ ଚରଣ
ମୁମ୍ବାଇ: ଆରଆରଆର ଷ୍ଟାର ରାମ ଚରଣଙ୍କୁ ମୁମ୍ବାଇର ଏୟାରପୋର୍ଟରେ ସ୍ପଟ କରାଯାଇଛି। ଏୟାପୋର୍ଟରେ ରାମ କଳା ରଙ୍ଗର ଡ୍ରେସ ପିନ୍ଧିବା ସହ ଖାଲି ପାଦରେ ନଜର ଆସିଥିଲେ। ସେହିପରି ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରୁ ରାମଙ୍କ କିଛି ଫଟୋ ସୋସିଆଲ ମିଡିଆରେ…
କ୍ରିକେଟ ବିଶ୍ୱକପ୍ ୨୦୨୩ର ଗ୍ଲୋବାଲ ଆମ୍ବାସାଡାର ହେବେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ,୪।୧୦: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଗି ଗ୍ଲୋବାଲ୍ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ତେବେ ସଚିନ ୫ ଅକ୍ଟୋବର,୨୦୨୩ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍ର ଓପନିଂ…
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିଡ଼ମ୍ବନା, ମଞ୍ଚରେ ଦେଉଛନ୍ତି ବିଦାୟ ଭାଷଣ: କମଳନାଥ
ଭୋପାଳ,୪।୧୦: ନିର୍ବାଚନ ସମୟରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। ଉଭୟ ପ୍ରମୁଖ ଦଳ ଭାଜପା ଏବଂ କଂଗ୍ରେସ କ୍ରମାଗତ ଭାବେ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଶିବରାଜ ସିଂ ଚୌହାନଙ୍କ…
ଇଡି, ସିବିଆଇ ମାଧ୍ୟମରେ ନିର୍ବାଚନ ଜିତିବାକୁ ଚାହୁଁଛି ଭାଜପା: ସଞ୍ଜୟ
ନୂଆଦିଲ୍ଲୀ,୪।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶିବସେନା ଏମ୍ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ଭାଜପା ୨୦୨୪ ସାଧାରଣ ନିର୍ବାଚନରେ ନିଜ ବିରୋଧୀଙ୍କ ଉପରେ ଇଡି, ସିବିଆଇ ଚଢାଉ କରି ଜିତିବାକୁ…
ସଞ୍ଜୟ ସିଂଙ୍କ ଘରୁ ଟଙ୍କାଟିଏ ମିଳିଲା ନାହିଁ: କେଜ୍ରିୱାଲ
ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କ ବାସଭବନରେ ହୋଇଥିବା ଚଢାଉରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଗତ ଏକ ବର୍ଷ ଧରି ମଦ ଦୁର୍ନୀତି ଦେଖୁଛୁ। କୌଣସି…
Archives


