ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ଡେଟିଂ ଚର୍ଚ୍ଚା
ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ସହ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ରହିଛି। ଉଭୟ ନିଜ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଲାଇମଲାଇଟରେ ରହିଆସିଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ ରହିଥିବାବେଳେ…
ଚିଙ୍ଗୁଡ଼ି ଫାର୍ମରେ ବିଷ ପକାଇ ମାରିଦେଲେ , ଜଣେ ଗିରଫ
ଚାନ୍ଦବାଲି,୯।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ଅଧୀନ ବାଲିଗାଁରେ ଚିଙ୍ଗୁଡ଼ି ଘେରି ମଧ୍ୟରୁ ଚୋରି ପରେ ଫାର୍ମରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ଦେଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ବାଲିଗାଁର…
ବାଇକ୍ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
ବିନିକା,୯।୧୦(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ଗୁଲୁଣ୍ଡା ମଠ ଛକ ପାଖରେ ସୋମବାର ଏକ ଦୁର୍ଘଟଣା ଘଟିଛି। ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସିଲଟି ଗ୍ରାମର କୁଞ୍ଜ ବିହାରୀ…
ନାବାଳିକାଙ୍କୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ
ଭଦ୍ରକ, ୯।୧୦(ସନାତନ ରାଉତ): ଭଦ୍ରକ ଚରମ୍ପା ଅଞ୍ଚଳରେ ଜଣେ ବୃଦ୍ଧ ଜଣେ ନାବାଳିକାଙ୍କୁ ବିବାହ କରିଥିବା ନେଇ ଭଦ୍ରକ ବ୍ଲକ ସିଡିପିଓ ରାଜଶ୍ରୀ ଗୋସ୍ବାମୀ ସୋମବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମା’, ଝିଅ ଚରମ୍ପାରେ ରହୁଥିବା ବେଳେ…
ହମାସ୍ର କ୍ଷେପଣାସ୍ତ୍ର ମାଡ଼ରେ କେରଳୀ ମହିଳା ଆହତ
କୋଟ୍ଟାୟାମ୍,୯ା୧୦: ହମାସ୍ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍ରେ କେୟାରଗିଭର ଭାବେ କାର୍ଯ୍ୟ କରୁଥିବା ଜଣେ କେରଳୀ ମହିଳା ଆହତ ହୋଇଛନ୍ତି। ଶୀଜା ଆନନ୍ଦ ନାମ୍ନୀ ମହିଳାଙ୍କ ଘର କନ୍ନୁର ଜିଲାର ପାୟାଭୁର୍ ଅଞ୍ଚଳରେ। ଇସ୍ରାଏଲ୍ର ଦକ୍ଷିଣ ଭାଗରେ ଥିବା ଉପକୂଳ ସହର ଆଶକେଲୋନ୍ରେ…
ତାଲାବନ୍ଦ ଘରୁ କଳାକନା ବୁଲାଇଲେ
ବ୍ରହ୍ମପୁର,୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଲୁଟେରାମାନେ ୨ ତାଲାବନ୍ଦ ଘରୁ ସୁନା ଗହଣା ଓ ଟଙ୍କା ଚୋରି କରିଛନ୍ତି। ବଡ଼ବଜାର ଥାନା ଅନ୍ତର୍ଗତ ନୂଆ ଗୌଡ଼ସାହିର ଜଣଙ୍କ ଘରୁ ଦୁଇଦିନ ତଳେ…
ଷଣ୍ଢ ବୋଝେଇ ଟ୍ରକ୍ ଜବତ
ରୂପସା, ୯।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ. ଜାତୀୟ ରାଜପଥ ଏବେ ଗୋଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ପୁଣି ଗୋଚାଲାଣକାରୀ ଓ ଦଲାଲମାନେ ସକ୍ରିୟ ହୋଇପଡ଼ିଛନ୍ତି। ବସ୍ତା ଥାନା ଅଧୀନ ଏହି ଜାତୀୟ ରାଜପଥର ବରୁଣଗଡ଼ିଆ ଛକ ନିକଟରେ…
ଭେଣ୍ଡି ତୋଳିବାକୁ ଯାଇଥିଲେ: କାମୁଡ଼ିଲା ସାପ
ଛତ୍ରପୁର,୯ା୧୦(ଦିଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଝାରେଡି ରାଧାଗୋବିନ୍ଦପୁର ଗାଁରରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମତ୍ୟୁ ଘଟିଛି । ସେ ହେଲେ ଚିତ୍ରସେନ ନାହାକଙ୍କ ସ୍ତ୍ରୀ ତ୍ରିଫୁଳା ନାହାକ(୫୩)। ସୋମବାର ତ୍ରିଫୁଳା ବିଲକୁ ଭେଣ୍ଡି ତୋଳିବାକୁ…
ଦ୍ୱିତୀୟ ମ୍ୟାଚ୍ ପାଇଁ ଦିଲ୍ଲୀରେ ପହଞ୍ଚିଲା ଭାରତୀୟ ଦଳ
ନୂଆଦିଲ୍ଲୀ,୯ା୧୦: ଭାରତୀୟ କ୍ରିକେଟ ଦଳ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛି। ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୧ରେ ଖେଳିବ। ରବିବାର ଚେନ୍ନାଇଠାରେ ଭାରତ ପ୍ରଥମ ମ୍ୟାଚ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦଳ ଶେଷରେ…
ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର,୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ଜରଡ଼ା ଥାନା ଅଧୀନ…
ଆଫଗାନିସ୍ତାନ ପର୍ଯ୍ୟନ୍ତ ବିଆରଆଇର ବିସ୍ତାର କରିବ ଚାଇନା-ପାକିସ୍ତାନ
ଇସଲାମାବାଦ,୯।୧୦: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ବର୍ତ୍ତମାନ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର ହେବ। ସିପିଇସିରେ ତୃତୀୟ ପକ୍ଷଙ୍କୁ ସାମିଲ କରିବାକୁ ପାକିସ୍ତାନ ଏବଂ ଚାଇନା ରାଜି ହୋଇଛନ୍ତି। ପାକିସ୍ତାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏହି ସୂଚନା ଦେଇଛନ୍ତି। ସିପିଇସି ଚାଇନାର ବେଲ୍ଟ…
ନେଦରଲାଣ୍ଡ୍ସ ଆଗରେ ୩୨୩ ରନ୍ର ବଡ଼ ଟାର୍ଗେଟ
ହାଇଦ୍ରାବାଦ,୯।୧୦: ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ ବିଶ୍ୱକପର ସୋମବାର ଷଷ୍ଠ ମ୍ୟାଚ୍। ତେବେ ନେଦରଲାଣ୍ଡ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ…
Archives


