Home Left

ସିକିମରେ ଫସିଛନ୍ତି ୭ ଓଡ଼ିଆ ପର୍ଯ୍ୟଟକ

ଭୁବନେଶ୍ୱର,୯।୧୦: ସିକିମ ବନ୍ୟାରେ ଫସିରହିଥିବା ପର୍ଯ୍ୟଟକଙ୍କ ସିକିିମ ସରକାର ଲିଷ୍ଟ ଜାରି କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୭ ଜଣ ପର୍ଯ୍ୟଟକ ଫସି ରହିଛନ୍ତି । ସୂଚନା ଜାରି କରାଯାଇଥିବା ଲିଷ୍ଟରେ ୮୨୧ରୁ ୮୨୭ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟକ ରହିଛନ୍ତି। ତେବେ ଓଡ଼ିଆ…

ସିଫର ମାମଲା: ଅକ୍ଟୋବର ୧୭ରେ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ହେବ ଶୁଣାଣି

ଇସଲାମାବାଦ,୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ଅସୁବିଧା ହ୍ରାସ ହେବାର କୌଣସି ନାଁ ଧରୁନାହିଁ। ଅକ୍ଟୋବର ୧୭ରେ ସିଫର ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହେବ। ସୋମବାର ସ୍ବତନ୍ତ୍ର…

ଯେଉଁଠାରେ କଂଗ୍ରେସ ସରକାର, ସେଇଠି ହେବ ଜାତି ଜନଗଣନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ସୋମବାର ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନର ତାରିଖ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା…

ସିଏସ୍‌ପି ପ୍ଲସ୍‌କୁ ମୋ’ ସେବାକେନ୍ଦ୍ରକୁ ପ୍ରଦାନ ଦାବି

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସିଏସ୍‌ପି ପ୍ଲସ୍‌କୁ ମୋ’ ସେବା କେନ୍ଦ୍ରକୁ ପ୍ରଦାନ କରିବା ଲାଗି ଦାବି ହୋଇଛି। ଏହିି ଦାବି ନେଇ ସୋମବାର ଗଞ୍ଜାମ ଜିଲା ମୋ’ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଲୀନା…

ଆସିଲା ଏଏସଆଇ ଏଲିସ ଲୁଗୁନଙ୍କ ବ୍ୟବଚ୍ଛେଦ ରିପୋଟ: ହେଲେ ହୋଇନି ସାର୍ବଜନୀନ

ରାଉରକେଲା ୯।୧୦: ରାଉରକେଲା ଉଦିତ୍‌ନଗର ଥାନା ଏଏସଆଇ ଏଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାତ୍ର ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ରାଉରକେଲା ପୋଲିସ ସ୍ପଷ୍ଟ କରିନାହିଁ । ରିର୍ପୋଟକୁ ତର୍ଜମା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ…

ଶେହନାଜଙ୍କ ଡିମାଣ୍ଡ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ସୋ ବିଗ ବସ ୧୩ରେ ନଜର ଆସିଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ସୋ ପରେ ଶେହନାଜ ଆଉ ପଛକୁ ଫେରି ନଥିଲେ। ସେ ସଲମାନ ଖାଁଙ୍କ ଅଭିନୀତ ମୁଭି…

ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୯।୧୦: ରାଜ୍ୟବ୍ୟାପୀ ବସ ଧର୍ମଘଟ ଆସନ୍ତା ୧୦ ତାରିଖରେ ଦିଆଯାଇଥାନ୍ତା।  ତେବେ ଏହି ଧର୍ମଘଟ ସ୍ଥଗିତ ରଖିବା ପାଇଁ  ରାଜ୍ୟ ଘରୋଇ ବସ ମାଲିକ ସଂଘନିଷ୍ପତ୍ତି ନେଇଛି। ଅକ୍ଟୋବର ୩୧ ଯାଏ ଧର୍ମଘଟ ସ୍ଥଗିତ ରଖିବାକୁ  ସ୍ଥିର ହୋଇଛି। ରାଜ୍ୟ ଘରୋଇ…

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ଭାଜପା ଜାରି କଲା ପ୍ରାର୍ଥି ତାଲିକା

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ଭାଜପା ଏହି ତାଲିକା ପ୍ରକାଶ କରିଛି। ରାଜସ୍ଥାନରେ ୪୧…

ପାକିସ୍ତାନୀ ଖବରଦାତାଙ୍କୁ ମିଳିଲାନି ଭିଜା, ହ୍ବାର୍ଟସଆପ ଗ୍ରୁପ୍‌ ମାଧ୍ୟମରେ ପଚାରିବେ ପ୍ରଶ୍ନ…

ନୂଆଦିଲ୍ଲୀ,୯।୧୦: ପାକିସ୍ତାନ ଏହାର ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ବାବର ଆଜାମଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଖେଳାଯିବ। ଏଥି ସହିତ ଅକ୍ଟୋବର ୧୪ରେ…

ଭାରତକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଗିଲ

ନୂଆଦିଲ୍ଲୀ,୯।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବା ପରେ ଭାରତକୁ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଙ୍ଗୁରୁ ସୁସ୍ଥ ହେଉଥିବା ଶୁଭମାନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ…

ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ

ପାଲଘର,୯ା୧୦: ମହାରାଷ୍ଟ୍ରର ପାଲଘରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଜୁନିୟର ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ର଼୍ୟାଗିଂ ବେଳେ କେତେକ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଛିନ୍ତି। ଅଭିଯୋଗ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୧୦…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ ୯ ମୃତ

ଅରିୟାଲୁର,୯।୧୦: ସୋମବାର ତାମିଲନାଡୁର ଆରିୟାଲୁର ଜିଲାର ଏକ ଫାୟାର କ୍ରାକର ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସମବେଦନା ଜଣାଇବା ସହ ପ୍ରଭାବିତ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri