ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ ଠାକରେ
ମୁମ୍ବାଇ,୯।୧୦: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳର କର୍ମଚାରୀମାନେ ଛୋଟ ଗାଡିରୁ ଟୋଲ ଚାର୍ଜରୁ ବଞ୍ଚିତ ନକରନ୍ତି ତେବେ ସେ ରାଜ୍ୟରେ ଟୋଲ ବୁଥରେ ନିଆଁ ଲଗାଇବେ।…
ନିର୍ବାଚନ ବିଗୁଲ ବାଜିବା ପରେ ଆଲର୍ଟ ମୋଡରେ ପ୍ରଶାସନ, ରାସ୍ତାରେ ଲାଗିଥିବା ନେତାଙ୍କ ବ୍ୟାନର, ପୋଷ୍ଟର ହଟାଗଲା
ଭୋପାଳ,୯।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଲାଗୁ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ନଭେମ୍ବର ୧୭ରେ ରାଜ୍ୟରେ ମତଦାନ ଥିବାବେଳେ ଡିସେମ୍ବର ୩ରେ ଭୋଟ ଗଣନା କରାଯିବ। ତେବେ ରଜ୍ୟେରେ…
କେନ୍ଦ୍ରରେ ସରକାର ଗଠନ କଲେ ଓବିସି ମହିଳାଙ୍କ ଅଂଶଗ୍ରହଣ ସହ ଲାଗୁ କରିବୁ ସଂରକ୍ଷଣ: ଖାର୍ଗେ
ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଜାତି ଆଧାରିତ ଜନଗଣନା ଉପରେ ନିରବତାକୁ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି କଲ୍ୟାଣକାରୀ ଯୋଜନାରେ ଉଚିତ ସହଭାଗିତା ପାଇଁ ଏହା…
ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦
ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା ମିଳିଛି।…
ମିଷ୍ଟ୍ରି ଗର୍ଲଙ୍କ ଚେହେରା ରିଭିଲ କଲେ ସଲମାନ
ମୁମ୍ବାଇ: ଅକ୍ଟୋବର ୮, ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବଲିଉଡ ଭାଇଜାନ ସଲମାନ ଖାଁ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଭାଇଜାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ଫଟୋ ଶେୟାର କରିଥିଲେ। ଏହି ଫଟୋରେ…
ଗାୟିକା ଜଶ୍ମିନ୍ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା
ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍ ସାଣ୍ଡଲାସ୍ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଜଣାପଡିଛି।…
ବିଧାନସଭା ନିର୍ବାଚନ ତାରିଖକୁ ସ୍ବାଗତ କଲେ ରାଜନୈତିକ ଦଳ, ନିଜ ନିଜର ବିଜୟ ଦାବି କଲା ଭାଜପା-କଂଗ୍ରେସ
ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜନୈତିକ ଦଳର ନେତାମାନେ ମତଦାନ ତାରିଖକୁ ସ୍ବାଗତ କରିଛନ୍ତି। ସମସ୍ତେ ନିଜ ନିଜର ବିଜୟ ଦାବି କରି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…
ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଭାରତ-ତାଞ୍ଜାନିଆ
ନୂଆଦିଲ୍ଲୀ,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଞ୍ଜାନିଆର…
ଇସ୍ରାଏଲ କାର୍ଯ୍ୟକୁ ମଧ୍ୟ ଦେଖିବା ଉଚିତ୍: ହମାସ- ଇସ୍ରାଏଲ ସଂଘର୍ଷ ମଧ୍ୟରେ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ
ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସର ଆକ୍ରମଣ ପରେ ଅନେକ ଦେଶ ହମାସର ଆକ୍ରମଣକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ…
‘ଧକ ଧକ’ର ଟ୍ରେଲର ରିଲିଜ୍
ଡ୍ରାମା ଭିତ୍ତିକ ଫିଲ୍ମ ‘ଧକ ଧକ’ର ଟ୍ରେଲର ରିଲିଜ୍ ହୋଇଛି। ବଲିଉଡର ଦକ୍ଷ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀ ପ୍ରମୁଖ ଏଫିଲ୍ମରେ ଅଭିନୟ କରିଛନ୍ତି। ତିନି ମିନିଟର ଲମ୍ବା ଟ୍ରେଲରରେ…
ଟ୍ରେନ୍ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..
ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି,…
ସିଙ୍ଘମ-୩ରେ ଅଜୟ, କରିନାଙ୍କ ପରେ ଏବେ ଅକ୍ଷୟଙ୍କ ଏଣ୍ଟ୍ରି…
ମୁମ୍ବାଇ : ପ୍ରଶଂସକମାନେ ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ-୩ କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସବୁଥର ପରି ଏଥର ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ରୋହିତ ଶେଟ୍ଟି ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅଛି କରୀନା କପୁର…
Archives


