Home Left

ତୃତୀୟ ଟେଷ୍ଟରୁ ହଠାତ୍‌ ବାହାରିଗଲେ ରବିଚନ୍ଦ୍ରନ ଅଶ୍ୱିନ

ରାଜକୋଟ,୧୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦ ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ରାଜକୋଟରେ ଚାଲିଥିବା ପ୍ରତିଯୋଗିତାରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ସେ ଆଉ ଏହି…

ଜିଲାର ସମସ୍ୟା ନେଇ ୧୯ରେ ମହାମେଳି

କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ଭରି ରହିଥିଲେ ହେଁ ସମସ୍ୟା କମ ନାହିଁ। ମାଟି ତଳେ ଅପାର ସମ୍ପଦ କିନ୍ତୁ ଉପରେ ଗରିବ ମଣିଷ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି। ଅନେକ ଗରିବ ଲୋକଙ୍କୁ ମୌଳିକ ସୁବିଧା…

ଆପ୍ଟି ପ୍ଲସ୍‌ର ଓଏଏସ୍‌ ଫାଉଣ୍ଡେଶନ କୋର୍ସ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆପ୍ଟି ପ୍ଲସ୍‌ ଏକାଡେମୀର ବହୁ ପ୍ରତୀକ୍ଷିତ ‘ଓଏଏସ୍‌ ଫାଉଣ୍ଡେଶନ କୋର୍ସ’ ପାଠ୍ୟକ୍ରମ (କାର୍ଯ୍ୟକ୍ରମ) ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରୁ ଫାଉଣ୍ଡେଶନ କୋର୍ସର ପ୍ରଥମ…

ଏସ୍‌ବିଆଇର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ( ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ସେଲ୍‌ଫ-ସବ୍‌ସ୍କ୍ରିପ୍‌ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ଯୋଜନାରେ ସାମିଲ କରିବା ଲାଗି…

ଏଲ୍‌ଆଇସିର ନୂତନ ଯୋଜନା ଉନ୍ମୋଚିତ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ନୂତନ ଯୋଜନା ‘ଅମ୍ରିତ୍‌ବଳ’(ପ୍ଲାନ୍‌ ୮୭୪)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସିର ମୁମ୍ବାଇ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ…

ରାମଲାଲାଙ୍କୁ ଦର୍ଶନ ପାଇଁ ଗଲେ ୧୫୪୦ ଶ୍ରଦ୍ଧାଳୁ

ବାଲେଶ୍ୱର,୧୭।୨(ମାନସ ବିଶ୍ୱାଳ): ବାଲେଶ୍ୱର ରେଳଷ୍ଟେଶନରୁ ଏକ ସ୍ବତନ୍ତ୍ର ରେଳ (ଆସ୍ଥା ଏକ୍ସପ୍ରେସ) ଯୋଗେ ୧୫୪୦ଜଣ ଶ୍ରଦ୍ଧାଳୁ ଶ୍ରୀରାମ ଲାଲାଙ୍କ ଦର୍ଶନ ନିମନ୍ତେ ଅଯୋଧ୍ୟା ଗସ୍ତ କରିଛନ୍ତି। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ…

୮୪,୫୬୦ କୋଟିର ପ୍ରତିରକ୍ଷା କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୨(ପି.ଟି.) : ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବା ପାଇଁ ମଲ୍ଟିମିଶନ ବିମାନ ସମେତ ୮୪,୫୬୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା…

ଇନ୍‌ସାଟ-୩ଡିଏସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଆଜି

ଚେନ୍ନାଇ,୧୭।୨: ଇନ୍‌ସାଟ୍‌-୩ଡିଏସ୍‌ ପାଣିପାଗ ସାଟେଲାଇଟ୍‌ ଶନିବାର ଲଞ୍ଚ୍‌ ହେବାକୁ ଥିବାବେଳେ ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଜିଏସ୍‌ଏଲ୍‌ଭି-ଏଫ୍‌୧୪ ରକେଟ୍‌ର ଏହା ୧୬ତମ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଶନିବାର ଅପରାହ୍ନ ୫ଟା ୩୫ ମିନିଟ୍‌ରେ ଉତ୍‌କ୍ଷେପଣ କରାଯିବ…

କିଏ ଏହି ଇଣ୍ଡୋନେସିଆ ଅଭିନେତ୍ରୀ, ଯାହାଙ୍କୁ ରାଜାମୌଲି ମହେଶଙ୍କ ବିପକ୍ଷରେ ହିରୋଇନ୍‌ କରିବା ଲାଗି ବଳାଇଛନ୍ତି ମନ…

ବମ୍ବେ: ଆର୍‌ଆର୍‌ଆର୍‌ ସଫଳତା ପରେ ରାଜାମୌଲି ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତିି। ଏଥିରେ ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନାୟକ ସାଜିିବେ। ଫିଲ୍ମର ବଜେଟ ୧୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାର ପରୀକ୍ଷାମୂଳକ ଟାଇଟଲ୍‌ ହେଉଛି…

ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ

ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ…

ସବୁ ପଞ୍ଚାୟତରେ ୭୧୪୨ ଆକାଉଣ୍ଟାଣ୍ଟଙ୍କୁ ମିଳିବ ନିଯୁକ୍ତି: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରସ୍ତାବ ଉପରେ ବାଜିଲା ମୋହର 

ଭୁବନେଶ୍ୱର,୧୬।୨: ଗ୍ରାମ ପଞ୍ଚାୟତଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଗୁଡିକର ଆର୍ଥିକ ପରିଚାଳନା ଓ ଡକୁମେଣ୍ଟେସନ ସୁବିଧା ପାଇଁ ସମସ୍ତ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲାଗୁଡିକରେ ରାଜ୍ୟ ସରକାର ଆକାଉଣ୍ଟାଣ୍ଟ କମ…

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସିଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୨: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଆଇଟିସି ହୋଟେଲର ଖ୍ୟାତନାମା ମାଷ୍ଟରଶେଫ୍‌ ଥିଲେ। ତେବେ ତାଙ୍କ ନିଧନ ଖବର ଆସିବା ପରେ ଅନେକ ସେଲିବ୍ରିଟି ଶେଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?