ଆପଣଙ୍କ ବ୍ୟାଙ୍କରୁ ଓଟିପି କି ଏସ୍‌ଏମ୍‌ଏସ୍‌ ଆସୁନାହିଁ କି? କରନ୍ତୁ ଏହି କାମ, ତୁରନ୍ତ ହୋଇଯିବ ଠିକ୍‌

ନୂଆଦିଲ୍ଲୀ,୧୭।୨: ଆଜିକାଲିର ସମୟରେ ଓଟିପି(ଓ୍ବାନ୍‌ ଟାଇମ୍‌ ପାସଓ୍ବାଡ୍‌)ର ଗୁରୁତ୍ୱ ବଢ଼ିଛି। ଡିଜିଟାଲ ହେବା ଯୋଗୁ ଏହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିଛି। ଯେତେବେଳେ ବି ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ଜାକ୍ସନ କରାଯାଉଛି ନଚେତ ପରିବର୍ତ୍ତନ କରାଯାଉଛି, ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଓଟିପି ଆସୁଛି। ଏହି ଓଟିପି ନ ଦେବା ଯାଏ ଟ୍ରାନ୍ଜାକ୍ସନ ଅଥନା ଜରୁରୀ ପରିବର୍ତ୍ତନ କରାଯାଇପାରୁନାହିଁ। ହେଲେ ଅନେକ ସମୟରେ ଓଟିପି ମୋବାଇଲ୍‌କୁ ଆସି ନ ଥାଏ। ଏମିତିରେ ଆପଣଙ୍କୁ ଏଭଳି କିଛି କାମ କରିନେବା ଉଚିତ।

ଯଦି ଆପଣଙ୍କ ନମ୍ବରକୁ ଓଟିପି ଆସୁନାହିଁ, ତେବେ ଏହା ପୁରୁଣା କ୍ୟାାଚେ ଡାଟା ପାଇଁ ହୋଇପାରେ। ଏହାକୁ ଠିକ୍‌ କରିବା ଲାଗି ମେସେଜିଂ ଆପ୍‌ରେ ଟ୍ୟାପ୍‌ କରି ଆପ୍‌ ଇନ୍‌ଫୋକୁ ଯାଆନ୍ତୁ। ପରେ କ୍ଲିଅର କ୍ୟାଚେ କରନ୍ତୁ। ଏହାଫଳରେ ପୁରୁଣା ଡାଟା କ୍ଲିଅର ହୋଇଯିବ। ଫଳରେ ନୂଆ ଓଟିପି ନେଇ ମେସେଜ ଆସିବ।

ବେଳେବେଳେ ସମସ୍ୟା ଆପଣଙ୍କ ପକ୍ଷରୁ କି ସେଣ୍ଡର ପକ୍ଷରୁ ନ ଥାଏ। କମ୍‌ ସିଗ୍‌ନାଲ ଥିବା ଯୋଗୁ ଓଟିପି ମଧ୍ୟ ଆସି ନ ପାରେ। ଏହାକୁ ଠିକ୍‌ କରିବା ଲାଗି ଫ୍ଲାଇଟ୍‌ ମୋଡ୍‌କୁ ଅନ୍‌ କରନ୍ତୁ। ପରେ ଫୋନ୍‌ ରିଷ୍ଟାଟ୍‌ କରି ଫ୍ଲାଇଟ୍‌ ମୋଡ ଅଫ୍‌ କରନ୍ତୁ। ଏହାପରେ ନୂଆ ଓଟିପି ଲାଗି ପ୍ରୋସେସ୍‌ କରନ୍ତୁ।

କିଛି ଟେଲିକମ୍‌ କମ୍ପାନୀର ପଲିସି ହେଉଛି ଯେ ଯଦି ଆପଣଙ୍କ ଫୋନ୍‌ରେ କୌଣସି ଆକ୍ଟିଭ ପ୍ଲାନ ନାହିଁ ତେବେ ଓଟିପି ଆସିବ ନାହିଁ। ଏହା କିଛି ଦେଶରେ ଲାଗୁ ମଧ୍ୟ ଅଛି। ଏଣୁ ଆପଣଙ୍କ ଟାରିଫ ପ୍ଲାନ୍‌ ଓଟିପି ପାଇବାକୁ ଆକ୍ଟିଭ୍‌ ଥାଉ ବୋଲି ସୁନିଶ୍ଚିତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri