ଗାଁରେ ବିକ୍ରି ହେଉଛି ଜଙ୍ଗଲୀ ପ୍ରାଣୀଙ୍କ ମାଂସ
ନୟାଗଡ଼,୧୭।୧୦(ଲୋକନାଥ ମିଶ୍ର): ସଙ୍କଟରେ ବନ୍ୟପ୍ରାଣୀ। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ, ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ଜିଲାର…
୩୨ ଦେଶରେ ହୋଇପାରିବ ସମଲିଙ୍ଗି ବିବାହ, ନେଦରଲ୍ୟାଣ୍ଡସରେ ୨୨ ବର୍ଷ ପୂର୍ବରୁ ହୋଇଥିଲା ଆଇନ
ନୂଆଦିଲ୍ଲୀ,୧୭।୧୦: ପ୍ରେମ ପ୍ରେମ ହୋଇଥାଏ। ଏହା ପୁରୁଷ ସ୍ତ୍ରୀ ମଧ୍ୟରେ ହୋଇପାରେ, ନାରୀ ପ୍ରତି ନାରୀ କିମ୍ବା ପୁରୁଷ ପ୍ରତି ପୁରୁଷ ମଧ୍ୟରେ ପ୍ରେମ ହୋଇଥାଏ। ସମାଜରେ ଯେଉଁଠାରେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗ୍ରହଣୀୟ ନୁହେଁ, ତେବେ…
ଲୋକାଲ ଟ୍ରେନ୍ରେ ଅଙ୍କଲ ଡାକିବାରୁ , ଯାହା ଶୁଣିଲେ….
ମୁମ୍ବାଇ ଲୋକାଲ ଟ୍ରେନ୍ର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅନ୍ୟ ଜଣଙ୍କୁ ଅଙ୍କଲ ଡାକିବାରୁ ସେ ଯାହା ଉତ୍ତର ଦେଇଛନ୍ତି ତାହା ଖୁବ୍ ମଜାଳିଆ ମନେହୁଏ। ମ୍ୟାଡାମ- ସାର ବଦଳରେ…
ପୂଜାରେ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ। ତେଣୁ ସହରରେ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଆଇନ ଶୃଙ୍ଖଳାର ସମୀକ୍ଷା କରାଯାଇଛି। ସହରସ୍ଥିତ…
ଆମକୁ ଶୀଘ୍ର ଏହି ନର୍କରୁ ବାହାର କର
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ମିଳିତ ଜାତିସଂଘ ଏଜେନ୍ସି ସହିତ କାର୍ଯ୍ୟ କରୁଥିବା ୧୩,୦୦୦ କର୍ମଚାରୀ…
୨୯ରୁ ମହିଷାପାଟ ପଡ଼ିଆରେ ପଲ୍ଲିଶ୍ରୀ ମେଳା
ଢେଙ୍କାନାଳ,୧୭ା୧୦(ରତନ ନାୟାର): ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ପଡିଆଠାରେ ପଲ୍ଲିଶ୍ରୀ ମେଳା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ସାଢେ ୩ଟାରେ ଜିଲା କାର୍ଯ୍ୟାଳୟର ସଦ୍ଭାବନା ହଲ୍ଠାରେ ଜିଲାପାଳ…
ସୁନା ମୁକୁଟରେ ଝଲସିବେ ମା’ ସୌଭାଗ୍ୟଲକ୍ଷ୍ମୀ
ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତବର୍ଷ ୩୯ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ପୂଜା କରାଯିବବ। ଏଥିପାଇଁ ପ୍ରସ୍ତୁତି ଜୋର୍ ଧରିଛି। ଢେଙ୍କାନାଳ ସହର ଏବେଠାରୁ…
ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାଡିୟମରୁ ଖସିଲା ହୋର୍ଡିଂ
ଲକ୍ଷ୍ନୌ, ୧୭ା୧୦:ସୋମବାର ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ୍ ବେଳେ ଜୋର୍ରେ ପବନ ବହିବାରୁ ଏକାନା ଷ୍ଟାଡିୟମର ଛାତ ଉପରୁ ବହୁ ହୋର୍ଡିଂ ତଳେ ଥିବା ଆସନଗୁଡ଼ିକ ଉପରେ ଖସିପଡ଼ିଥିଲା। ବର୍ଷାଯୋଗୁ ଖେଳକୁ କିଛି ସମୟ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଧୂଳିଝଡ଼…
୨୧ ବର୍ଷ ବୟସରେ ଜିତିଥିଲେ ନ୍ୟାଶନାଲ ଆଓ୍ବାର୍ଡ, ୩୧ରେ ଦୁନିଆରୁ ନେଇଥିଲେ ବିଦାୟ…ଏଭଳି ଥିଲା ଅଭିନେତ୍ରୀଙ୍କ ଜୀବନ ଯାତ୍ରା
ମୁମ୍ବାଇ: ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଅର୍ଥାତ୍ ୧୭ ଅକ୍ଟୋବରରେ ଜନ୍ମ ବାର୍ଷିକୀ। ସେ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ସମସ୍ତ ପ୍ରକାର ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏକ ସମୟ ଥିଲା…
ପ୍ରତିଶୋଧ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା
ଧର୍ମଶାଳା, ୧୭।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍କୁ ବୃହତ୍ ବ୍ୟବଧାନରେ ଜିତିସାରିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ସମାନ ସଂଖ୍ୟକ ମ୍ୟାଚ ଖେଳି ସବୁଥିରେ…
ରାଜ୍ୟ ଭାରୋତ୍ତୋଳନ ଉଦ୍ଘାଟିତ
ଭୁବନେଶ୍ୱର, ୧୭।୧୦(ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଭାରୋତ୍ତୋଳନ ସଙ୍ଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନଶିପ୍ ସୋମବାର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଭାରୋତ୍ତୋଳନ ପଦକଧାରୀ…
ଲାଞ୍ଚ ଟଙ୍କାରେ ଫ୍ଲାଟ୍ କିଣି ମା’ଙ୍କୁ ଉପହାର
ଭୁବନେଶ୍ୱର,୧୭।୧୦(ସତ୍ୟଜିତ୍ ରାଉତ):ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…
Archives


