ସନି ଲିଓନଙ୍କ ଭାଇରାଲ ଆଡମିଟ କାର୍ଡ, ସତ ଜାଣିଲେ…

ମୁମ୍ବାଇ: ନିକଟରେ ଉତ୍ତରପ୍ରଦେଶ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମୟରେ ଆଡମିଟ କାର୍ଡରେ କିଛି ଅନିୟମିତତା ହେତୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଚର୍ଚ୍ଚାକୁ ଆସିଛନ୍ତି। ଘଟଣା ହେଲା, ୟୁପି ପୋଲିସ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡରେ ସନ୍ନି ଲିଓନଙ୍କ ନାମ ଏବଂ ଚିତ୍ର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ଆଡମିଟ କାର୍ଡର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ପଞ୍ଜୀକରଣ ଏବଂ ରୋଲ ନମ୍ବରରେ ପ୍ରାର୍ଥୀଙ୍କ ସଠିକ ନାମ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରାର୍ଥୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରାର୍ଥୀ କହିଛନ୍ତି ଯେ ସନ୍ନି ଲିଓନଙ୍କ ଫଟୋ ତାଙ୍କ ଆଡମିଟ କାର୍ଡରେ କିପରି ଦେଖାଗଲା।

ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ପ୍ରାର୍ଥୀଙ୍କ ବଦଳରେ ସନ୍ନି ଲିଓନଙ୍କ ଫଟୋଏବଂ ନାମ ଲେଖାଯାଇଛି। ଏହି ଭାଇରାଲ ଆଡମିଟ କାର୍ଡ ମହୋବା ଜିଲାର ରାଗୁଲିଆ ବୁଜୁର୍ଗ ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାରଙ୍କର। ଏହି ୩୯ ସେକେଣ୍ଡର ଭିଡିଓରେ ପ୍ରାର୍ଥୀ ଜଣଙ୍କ କହୁଛନ୍ତି ସେ କିପରି ସନ୍ନି ଲିଓନ ହୋଇଥିଲେ।

ଭିଡିଓରେ, ଯେତେବେଳେ ପ୍ରାର୍ଥୀଙ୍କୁ ପଚରାଗଲା, ତୁମେ କିପରି ସନ୍ନି ଲିଓନ ହୋଇଗଲ ଏବଂ ଏସବୁ ବିଷୟ କ’ଣ। ଏହା ଉପରେ ବ୍ୟକ୍ତି ଜଣକ କହିଥିଲେ ଯେ ଯେତେବେଳେ ସେ ପ୍ରଥମେ ତାଙ୍କ ଆଡମିଟ କାର୍ଡ ବାହାର କରିଥିଲେ, ସେତେବେଳେ ଏଥିରେ କେବଳ ତାଙ୍କର ଫଟୋ ଥିଲା, କିନ୍ତୁ ପରେ ମୁଁ ଜାଣେ ନାହିଁ ଏହା କିପରି ବଦଳିଗଲା ଏବଂ ତାଙ୍କ ଫଟୋ ବଦଳରେ ସନ୍ନି ଲିଓନଙ୍କ ଫଟୋ ଏବଂ ନାମ ଏଥିରେ ଦେଖାଗଲା। ଏହାପରେ ସୋସିଆଲ ମିଡିଆରେ ଏହି ଆଡମିଟ କାର୍ଡ ଭାଇରାଲ ହେବାରେ ଲାଗିଲା, ଯେଉଁଥିରେ ଲୋକମାନେ ବହୁତ ମଜା ନେଉଛନ୍ତି। ଲୋକମାନେ ଏହି ଭିଡିଓରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?