କୋଟିଆରେ ପୁଣି ଆନ୍ଧ୍ର
ପଟ୍ଟାଙ୍ଗି,୨୨ା୧୦(ଶରତ ଧଳ) କିଛିଦିନ ପରେ ପୁଣି ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ଫାଟୁସିନେରି ଗ୍ରାମରେ ଶିବିର କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛି। ଫଳରେ ଏହା ଓଡ଼ିଶା ପ୍ରଶାସନ ପାଇଁ…
ସମୁଦ୍ରରେ ଯିବ ବାତ୍ୟା
ଭୁବନେଶ୍ୱର,୨୨ା୧୦(ଅନିଲ ଦାସ)ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ…
ଦୁର୍ଘଟଣା ପରେ ଆସିଲାନି ଆମ୍ବୁଲାନ୍ସ, ପିକ୍ଅପ୍ ଡାଲାରେ ବୁହାହେଲେ ଗୁରୁତର
କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଠିକଣା ସମୟରେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ୍ ମାରିଲା। ଦୁର୍ଘଟଣା ଦ୍ୱାରା ନିରୀହ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେପଟେ ସରକାରଙ୍କ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚି ପାରିବାରୁ ପିକ୍ଅପ୍ରେ ଆଳୁ ବସ୍ତା ପରି…
ଦୁର୍ଘଟଣାର ଶିକାର ହେଲେ ଗଜପତି ଜିଲା ଅତିରିକ୍ତ ଜିଲାପାଳ
ବ୍ରହ୍ମପୁର/ପାରଳାଖେମୁଣ୍ଡି,୨୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ/ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଶନିବାର ସନ୍ଧ୍ୟାରେ କୌଣସି ବ୍ୟକ୍ତିଗତ କାମରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ଟ୍ରକ୍କୁ…
ନେତା ସାଜିଲେ ଅଭିନେତା, ରାମଲୀଳାରେ ଦଶରଥ ଭୂମିକାରେ ବିଧାୟକ,ଭିଡ଼ିଓ ଭାଇରାଲ…
ଡେରାଡୁନ,୨୧।୧୦ : ଦେଶରେ ବହୁ ଅଭିନେତା ରାଜନେତା ହୋଇଛନ୍ତି। ଉତ୍ତରାଖଣ୍ଡର ହାଲଡୱାନିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ କାଲାଢୁଙ୍ଗୀ ବିଧାୟକ ବଂଶୀଧର ଭଗତ ରାମଲୀଳା ମଞ୍ଚରେ ଅଭିନୟ କରିଥିଲେ। ଦଶରଥଙ୍କ ରୂପରେ ବିଧାୟକଙ୍କୁ ଦେଖି ଦର୍ଶକମାନେ ମଧ୍ୟ କରତାଳି…
ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର
କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଟାଉନ ଥାନାରୁ ଜଣେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ୧ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର…
ଅମିତାଭଙ୍କ ଅଧଘଣ୍ଟା ପୂର୍ବରୁ ଶୁଟିଂସେଟ୍ରେ ପହଞ୍ଚୁଥିଲେ ଶାହାରୁଖ
ମୁମ୍ବାଇ: ଦୀର୍ଘବର୍ଷ ପରେ ବିଗ୍ ବି’ ଅମିତାଭ ବଚ୍ଚନ ଏବଂ କିଙ୍ଗ୍ଖାନ୍ ଶାହାରୁଖ ପରଦାରେ ଏକାଠି ନଜର ଆସିଛନ୍ତି। ଏକ ବିଜ୍ଞାପନରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଉଭୟଙ୍କ କେମିଷ୍ଟ୍ରି ବି ବହୁତ ଭଲ ଥିଲା। ଏବେ ଭେଟେରାନ ନିର୍ଦ୍ଦେଶକ ଆର ବଲ୍କି…
‘ପି-ଗେଟ’ ଚାଇନା ବିୟର କମ୍ପାନୀରେ କଞ୍ଚାମାଲ ଉପରେ ପରିସ୍ରା କରୁଥିବା କର୍ମଚାରୀଙ୍କ ଭିଡିଓ ଭାଇରାଲ…
ବେଜିଂ,୨୧।୧୦ : ଚାଇନାର ସବୁଠୁ ବଡ ବିୟର ନିର୍ମାତା ‘ପି-ଗେଟ’ କହିଛି କମ୍ପାନୀର ଏକ କାରଖାନା କର୍ମଚାରୀ କଞ୍ଚା ମାଲ ଉପରେ ପରିସ୍ରା କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଭିଡିଓ…
ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୧୦: ଭୁବନେଶ୍ୱର ରମାଦେବୀ ଜୁନିଅର କଲେଜରେ ଜଣେ ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ସେ…
ଶୌଚ ହେବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଲେ
କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଚମ୍ପେଇ ପଞ୍ଚାୟତ ମେଦିନପୁର ଗ୍ରାମର ଜଣେ ଲୋକ ନିକଟସ୍ଥ ସିଦ୍ଧମଠ ଜଙ୍ଗଲକୁ ଶୌଚ ଯାଇଥିବା ସମୟରେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେ କେନ୍ଦୁଝର…
ବଡ଼ପୋଖରୀଆରେ ହାତୀ ଉପଦ୍ରବ
ନିରାକାରପୁର,୨୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି ହାତୀ ଉପଦ୍ରବ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଏହି ହାତୀପଲ ଦିନବେଳେ ପାଖରେ ଥିବା ଜଙ୍ଗଲରେ…
ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିଲେ କାଜୋଲ, ପଡ଼ିବା ପୂର୍ବରୁ ପୁଅ ୟୁଗ ଧରିଦେଲେ ହାତ…
ମୁମ୍ବାଇ : ଦୁର୍ଗା ପୂଜା ଉତ୍ସବ ମଧ୍ୟରେ ବଲିଊଡ ଅଭିନେତ୍ରୀ କାଜୋଲ ବହୁତ ବ୍ୟସ୍ତ ଅଛନ୍ତି। ଦୁର୍ଗାପୂଜା ପେଣ୍ଡାଲରେ କାଜୋଲଙ୍କୁ ଗୋଲାପୀ ରଙ୍ଗର ଲୁକରେ ଦେଖିବାକୁ ମିଳିଥିଲା। ସେ ଏହି ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ ହଠାତ ତାଙ୍କ ସହ…
Archives


