ଏକ ପାଖିଆ ପ୍ରେମରୁ ରାଜଧାନୀରେ ମହିଳାଙ୍କୁ ହତ୍ୟା କଲେ ଯୁବକ

ଭୁବନେଶ୍ୱର,୨୯।୨: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ୨୦ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଏକ ପାଖିଆ ପ୍ରେମ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ଶିଶୁଭବନ ଛକସ୍ଥିତ ତାଙ୍କ ବାସଭବନ ନିକଟରେ ଦୀପିକା ନାମକ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି।

ଯୁବକଙ୍କ ଆକ୍ରମଣ ପରେ ମହିଳାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବୁଧବାର ରାତିରେ ଦୀପିକା ପ୍ରାଣ ତ୍ୟାଗ କରିଥିଲେ।

ଘଟଣା ବିଷୟରେ ଭୁବନେଶ୍ୱର ଡିସିପି ପ୍ରତିକ ସିଂ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି।

ଦୀପିକାଙ୍କ ସ୍ବାମୀ କୁଞ୍ଜବିହାରି ଦତ୍ତ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଏକପାଖିଆ ପ୍ରେମ କୄରଥିଲେ ଏବଂ ସେ ଏଥିରେ କୌଣସି ପ୍ରତିକ୍ରିୟା ନକରିବା ପରେ ତାଙ୍କୁ ଆକ୍ରମଣ କରିଛନ୍ତି। ଦୀପିକା, ଜଳେଶ୍ୱରରୁ ଆସି ତାଙ୍କ ସ୍ବାମୀଙ୍କୁ ମୋବାଇଲ ଫୋନ ମରାମତି ଦୋକାନରେ ସାହାଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲଟିଲା କାର୍‌

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବରଡେଗାରେ ଏକ କାର୍‌ (ଓଡି୦୨ଏଓ୍ବାଇ ୬୮୩୩) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍‌ଟି ଗୁରୁବାର ରାତିରେ ଫୁଲବାଣୀ...

ରାତି ହେଉ ହେଉ ପାକ୍‌ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ...

ଆସୁଛି ବଡ଼ ଲଘୁଚାପ: ୨୪ଘଣ୍ଟା ଭିତରେ ମାଡ଼ି ଆସୁଛି ଝଡବର୍ଷା, ୮ଜିଲାରେ…

ଭୁବନେଶ୍ୱର,୨୩।୫: ଆସୁଛି ବଡ଼ ଲଘୁଚାପ। ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ...

ଇଣ୍ଡିଗୋ ବିମାନକୁ ଛାଡ଼ି ନ ଥିଲା ପାକିସ୍ତାନ, ଏବେ ମୋଦି ନେଲେ ବଡ଼ ଆକ୍ସନ !

ନୂଆଦିଲ୍ଲୀ,୨୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରେ ଅନେକ କଟକଣା ଲାଗୁ କରାଯାଇଛି। ଏବେ ପାକିସ୍ତାନୀ ବିମାନର ଏଣ୍ଟ୍ରିକୁ ୨୦୨୫ ଜୁନ...

ଚଞ୍ଚକତା କରି  ହାତେଇ ନେଇଥିଲେ ରାଶନ କାର୍ଡ, ଆଉ ଏବେ…

ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ରେ ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି  ରାଶନ କାର୍ଡ ହାତେଇ ନେଇଥିଲେ। ଯାହାକୁ ନେଇ ଖବର ପ୍ରକାଶ ପାଇବା...

ମଝି ଆକାଶରେ ୨୦୦ଲୋକଙ୍କୁ ମାରିଦେଇଥାନ୍ତା ପାକିସ୍ତାନ, ଏବେ ଭାରତ ଦେବ କଡ଼ା ଜବାବ!

ନୂଆଦିଲ୍ଲୀ,୨୩।୫: ମେ ୨୧ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ଭୟଙ୍କର ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା। ପାଇଲଟ ଲାହୋର ATC...

ବାଲୁକା କଳାରେ ଆତଙ୍କବାଦ ବନ୍ଦ ବାର୍ତ୍ତା

କର୍ଲାମୁଣ୍ଡା,୨୩ା୫(ପ୍ରଦୀପ କୁମାର ସାହୁ): ସମାଜର ଶୋଷକ ଗୋଷ୍ଠୀ ସୁରକ୍ଷିତ ଥିବାବେଳେ ପହଲଗାମ ହିଂସା ଭଳି ଘଟଣାରେ ଦେଶର ନିରୀହ ଜନତା ଆତଙ୍କବାଦର ଶିକାର ହେଉଛନ୍ତି। ଏହି...

ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…

ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍‌ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri