ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାର
ନୂଆଦିଲ୍ଲୀ,୧।୧୧: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମ (ୟୁଏସ୍ଆଇଏସ୍ପିଏଫ୍) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ ଚେୟାରମ୍ୟାନ ଜନ ଚାମ୍ବର୍ସ…
ପାଣି ଭିତରେ ଷ୍ଟଣ୍ଟ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଅନେକଙ୍କ ଟ୍ୟାଲେଣ୍ଟ ଦର୍ଶାଇବାର ମାର୍ଗ ସାଜିଛି। ତେବେ ନିକଟରେ ଜଣେ ମହିଳା ତାଙ୍କ ସୁଇମିଂ ଟ୍ୟାଲେଣ୍ଟ ଦେଖାଇଛନ୍ତି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭାଇରାଲ ଭିଡିଓରେ ମହିଳା ଜଣକ ପାଣି ଭିତରେ ଷ୍ଟଣ୍ଟ୍…
୬୦ ବର୍ଷ ବୟସରୁ ଫିଟ୍ନେସ୍ ଆରମ୍ଭ
ବେଜିଂ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ତାଙ୍କ ବୟସ ଅନୁସାରେ ନିଜର ଧ୍ୟାନ ରଖିପାରନ୍ତିନି। ଆଉ ଏପରି କିଛି ମଣିଷ ଅଛନ୍ତି, ଯେଉଁମାନଙ୍କୁ ଦେଖିଲେ ତାଙ୍କ ବୟସ ବାବଦରେ ଜାଣିହେବନି। ପଡ଼ୋଶୀ ଦେଶ ଚାଇନାରେ ଏପରି ଜଣେ ମହିଳା ଅଛନ୍ତି।…
ଗାଁରେ ସହରଠୁ ବେଶି ଦୁର୍ଘଟଣା
ନୂଆଦିଲ୍ଲୀ,୧ା୧୧: ୨୦୨୨ରେ ଭାରତର ସଡ଼କଗୁଡ଼ିକ ଉପରେ ମୋଟ ୪,୬୧,୩୧୨ ଦୁର୍ଘଟଣା ଘଟିଥିଲା। ସେଥିରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪,୪୩,୩୬୬ ଆହତ ହୋଇଥିଲେ। କେନ୍ଦ୍ର ସରକାର ମଙ୍ଗଳବାର ଜାରି କରିଥିବା ‘ରୋଡ୍ ଆକ୍ସିଡେଣ୍ଟ୍ସ ଇନ୍ ଇଣ୍ଡିଆ-୨୦୨୨’ ରିପୋର୍ଟରେ ଏହି ଉଦ୍ବେଗଜନକ ତଥ୍ୟ…
ବିଶ୍ୱର କେଉଁ ଦେଶରେ ମିଳେ ସବୁଠୁ ଅଧିକ ଦରମା: ଟପ୍ ୩ରେ ନାହିଁ ଆମେରିକା
ଦୁନିଆର ଅନେକ ଦେଶରେ ଲୋକଙ୍କୁ ଭିନ୍ନ ଭିନ୍ନ ଦରମା ଦିଆଯାଏ। ଅନେକ ଦେଶରେ ଛୋଟ ଚାକିରିରେ ମଧ୍ୟ ବହୁତ ଅଧିକ ଦରମା ଉପଲବ୍ଧ ଥିବାବେଳେ କେତେକ ଦେଶରେ ଦରମା ବହୁତ କମ। ଆଜି ଆମେ ଆପଣଙ୍କୁ ସେହି ଦେଶଗୁଡ଼ିକ ବିଷୟରେ କହିବାକୁ…
ଓଟିଟି ଡେବ୍ୟୁ କରିବେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ନୀତୁ କପୁରଙ୍କ ଝିଅ ରିଦ୍ଧିମା କପୁର କରିବେ ଓଟିଟି ଡେବ୍ୟୁ। ଫିଲ୍ମଜଗତଠାରୁ ଦୂରରେ ରହୁଥିବା ରିଦ୍ଧିମା ଏବେ ‘ଫାବୁଲସ୍ ଲାଇଫ୍ସ ଅଫ୍ ବଲିଉଡ୍ ଓ୍ବାଇଫ୍ସ’ର ନୂଆ ସିଜନ୍ରେ ନଜର ଆସିବେ।…
ରାତିରେ ସହରରେ ବୁଲୁଛି ଚିତାବାଘ, ସିସିଟିଭି କ୍ୟାମେରାରେ ପଡିଲା ଧରା, ଦେଖନ୍ତୁ ଭାଇରାଲ ଭିଡିଓ…
ବେଙ୍ଗାଲୁରୁ,୩୧।୧୦ : ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ ସିଟି ନିକଟ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଏକ ଚିତାବାଘ ସେହି ଅଞ୍ଚଳରେ ରାତିରେ ବୁଲୁଥିବାର ଦେଖାଯାଇଥିଲା। ଫୁଟେଜ ଅନୁଯାୟୀ, ଚିତାବାଘ ସିଙ୍ଗାସନ୍ଦ୍ରା…
‘ଆମେ ଏସବୁ କିଭଳି ହେବାକୁ ଦେଉଛେ’
ବମ୍ବେ: ପାଲେଷ୍ଟାଇନ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଏହାପରଠାରୁ ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି, ଯାହାର ପରିଣାମସ୍ବରୂପ ଧ୍ୱଂସସ୍ତୁପରେ ପରିଣତ ହେଲାଣି ଗାଜା। ଏହାକୁ ନେଇ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱର ଅନେକ…
ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…
ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ…
ଆସୁଛି ଦୀପାବଳି; ମିଠା ତିଆରିରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ FSSAI
ନୂଆଦିଲ୍ଲୀ: ଆଗକୁ ଦୀପାବଳି ଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିପାରେ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣ କରିପାରନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭାରତୀୟ ଖାଦ୍ୟ ନିରାପତା…
McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…
ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ ଶହ…
‘ମୁଁ ମଧ୍ୟ ଜଣେ କଂଗ୍ରେସ କର୍ମୀ’…ଭିଡିଓ ଭାଇରାଲ ପରେ କାର୍ତ୍ତିକ କହିଲେ ସତ…
ବମ୍ବେ: ଏକ ଭିଡିଓକୁ ନେଇ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ…
Archives


