Home Left

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥାନରେ ଶୌଚାଳୟ ନିର୍ମାଣ

କେନ୍ଦୁଝର,୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଲାଗି ପ୍ରସ୍ତାବିତ ସ୍ଥାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ସର୍ବସାଧାରଣ ଶୌଚାଳୟ ଏବଂ…

ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ

ତେହରାନ,୩ା୧୧:ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ। ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ମହମ୍ମଦ ଜାଭାଦ ଜାହେଦି(୨୦)ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।…

ଆଜିଠୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର,୩।୧୧(ଅସମାପିକା ସାହୁ): ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହେବ। ଆଶାୟୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ୍‌ (ସିବିଟି) ଦେବେ। ଏଥିନିମନ୍ତେ ୩୦ ଜିଲାର ୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌…

କୋହଲିଙ୍କଠାରେ ଏମିତି ଡିମାଣ୍ଡ୍‌ କଲେ ପ୍ରଶଂସକ

ମୁମ୍ବାଇ,୩।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ପରାସ୍ତ କରିଛି। ଭାରତର ବିଜୟରେ ମହମ୍ମଦ ଶାମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାମି ପାଞ୍ଚଟି ଉଇକେଟ…

‘ମାଇଁ ଲର୍ଡ଼, କହିବା ବନ୍ଦ କରନ୍ତୁ ଆପଣଙ୍କୁ ମୋର ଅଧା ଦରମା ଦେବି’: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୩/୧୧: ବିଚାର ପ୍ରକ୍ରିୟା ମଧ୍ୟରେ ବାରମ୍ବାର ‘ମାଇଁ ଲର୍ଡ଼ ଏବଂ ୟୋର ଲର୍ଡସିପ୍’ କହିବାରୁ ସୁପ୍ରିମକୋର୍ଟ ବିଚାରପତି ଜଣେ ବରିଷ୍ଠ ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ସମୟରେ ବିଚାରପତି ପିଏସ୍. ନରସିଂହ କହିଛନ୍ତି “ତୁମେ…

ରୂପାନ୍ତରଣ ପରେ ବି ସୁଧୁରୁନି ଖେଳପଡ଼ିଆ ଅବସ୍ଥା

ଖଣ୍ଡପଡ଼ା,୩ା୧୧: (ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଳକ ଅଧୀନ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ କାର୍ଯ୍ୟ ପରେ ବି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୪ ଏକର ପରିମିତ ଜାଗା ଥିବା ବିଦ୍ୟାଳୟ ଶ୍ରେଣୀଗୃହର ଅଭାବ ଯୋଗୁ…

ଟ୍ରାଫିକ୍‌ ନବକଳେବରର ମନ୍ଥର ଗତି

ନୟାଗଡ଼ ଅଫିସ,୩।୧୧(ଲୋକନାଥ ମିଶ୍ର): ନୟାଗଡ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ପାଇଁ ଉଦ୍ୟମ ହୋଇଥିଲା ା ନୟାଗଡ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ପୁରୁଣା ବସଷ୍ଟାଣ୍ଡରେ ଶିଳାନ୍ୟାସ ହେବାର ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ ଗୋଲେଇ…

ସୂଚନା ଫଳକରେ ଅଟକିଛି ମନ୍ଦିର ଉନ୍ନତୀକରଣ

ଖଣ୍ଡପଡ଼ା,୩ା୧୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ସହରର ୮ନଂ. ୱାର୍ଡ ଅଧୀନ କୁମ୍ଭାରସାହି ନିକଟରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ଦେବ ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ କାର୍ଯ୍ୟ କେବଳ ଶିଳାନ୍ୟାସ ଫଳକରେ ସୀମିତ ରହିଛି। ଖଣ୍ଡପଡ଼ା ଏନଏସି କତ୍ତୃପକ୍ଷ ଉକ୍ତ ମନ୍ଦିରର ପାରିପାର୍ଶ୍ୱିକ…

ଏଲନ ମସ୍କଙ୍କ ପୁଅଙ୍କ ନାଁ ‘ଚନ୍ଦ୍ରଶେଖର’: ନା’ ଦେବା ପଛରେ ଏହି ଏମିତି କାରଣ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ବ୍ୟବସାୟୀ ଏଲନ ମସ୍କଙ୍କ ସହ ଏକ ଫଟୋ ଶେୟାର କରି ଏକ ମଜାଦାର କଥା କହିଛନ୍ତି। ମସ୍କଙ୍କ ସହ ଭେଟ ହେବା ପରେ ଶିବନ ଜିଲିସ…

ଅବ୍ୟବସ୍ଥା ଘେରରେ ପ୍ରାଥମିକ ବିଦ୍ୟାଳୟ

ରାୟଗଡ଼(ଗଜପତି)୨ା୧୧(ଜ୍ୟୋତି ପ୍ରସାଦ ପାଣି ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ ପଢି ନିଜ ବିଦ୍ୟା ଅର୍ଜନ କରନ୍ତୁ। ସେମାନେ ସ୍ମାର୍ଟ ଶ୍ରେଣୀରେ ବସି ପାଠ ପଢି…

ରାସ୍ତାକାମ ଅଧାପନ୍ତରିଆ କରି ଠିକାଦାର ଛୁ

ଗଣିଆ,୩ା୧୧(ସନ୍ତୋଷ କୁମାର ପ୍ରଧାନ): ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି। ଗତ ୫ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ…

ଲଭ୍ ସେକ୍ସ ଧୋକା: ଗର୍ଲଫ୍ରେଣ୍ଡ ସହିତ ବିଶ୍ୱାସଘାତକତା କରି ‘ଲଛକ ମଣି ବେବି’ କଣ୍ଠଶିଳ୍ପୀ ଗିରଫ

ଭୁବନେଶ୍ୱର,୩/୧୧: ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଧୋକା ଦେବା ଅଭିଯୋଗରେ ଲୋକପ୍ରିୟ ଓଲିଉଡର ଗାୟକ ଦେବେଶ ପତି ଗିରଫ ହୋଇଛନ୍ତି। ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ପୋଲିସ ୧୦୩/୨୦୨୩ ଏକ ମାମଲା ରୁଜୁ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri