Home Left

ଚତୁର୍ଥ ଶ୍ରେଣୀ ଛାତ୍ରକୁ କମ୍ପାସ୍‌ରେ ୧୦୮ ଥର ଭୁସିଲେ ସହପାଠୀ

ଇନ୍ଦୋର,୨୮ା୧୧:ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ପିଲାକୁ ତାଙ୍କର ୩ ଜଣ ସହପାଠୀ ଜ୍ୟାମିତି କମ୍ପାସ୍‌ରେ ୧୦୮ ଥର ଆକ୍ରମଣ କରିଛନ୍ତି। ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଏହାକୁ ଅତି ଗୁରୁତର ସହ ନେଇ ପୋଲିସ୍‌କୁ ତଦନ୍ତ…

ଆଜି ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ

ପୁରୀ, ୨୮ା୧୧(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ମରାମତି କରିବା ସହ ରତ୍ନ ଗଣତି ନେଇ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ସହ ଗଜପତି ମହାରାଜା ଏବଂ ଅନ୍ୟ ସେବାୟତ ଦାବି କରିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହାର ରତ୍ନଭଣ୍ଡାର କାନ୍ଥର…

ଟ୍ରାନ୍ସଜେଣ୍ଡର ସ୍କୁଲ ଛାତ୍ରଙ୍କୁ ୨୮ ଥର ଛୁରାମାଡ

ଲଣ୍ଡନ,୨୮।୧୧: ଜଣେ ୧୬ ବର୍ଷର ଟ୍ରାନ୍ସଜେଣ୍ଡର ଛାତ୍ର ଦୁଇ କିଶୋରଙ୍କ ଦ୍ୱାରା ଏତେ ନିର୍ଯ୍ୟାତନା ଦିଆଯାଇଥିଲା ଯେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଫେବୃଆରୀ ୧୧ରେ ବ୍ରିଆନା ଘିଙ୍କ ମୁଣ୍ଡ, ବେକ, ପିଠି ଏବଂ ଛାତିରେ ୨୮ଥର ଛୁରୀ…

ମାଲିକାଣୀଙ୍କ ଘରୁ ସୁନା ଗହଣା ଚୋରି, ସହାୟକ ଗିରଫ

ଭୁବନେଶ୍ୱର,୨୮।୧୧ (ସୂର୍ଯ୍ୟକାନ୍ତ ବେହେରା):ମାଲିକାଣୀଙ୍କ ଘରୁ ଟଙ୍କା ଓ ସୁନା ଗହଣା ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ବାଲେଶ୍ୱରର ଜଗନ୍ନାଥ ଦାଶ। ତାଙ୍କଠାରୁ ୪୩ ହଜାର ୫୦୦…

ବଲାଙ୍ଗୀରର ଅନନ୍ୟ ପୀଠ ଦଲ୍‌ ତେତେଲ୍‌: ଯେଉଁଠି ମିଛ କହିବା ମନା

ବଲାଙ୍ଗୀର ଜିଲାରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ମିଛ କହିବା ସମ୍ପୂର୍ଣ୍ଣ ମନା। ସେଇ ସ୍ଥାନରେ ମିଛ କହିଲେ ଅନେକ ବିପତ୍ାତ୍‌, ଅଘଟଣ ଘଟେ ବୋଲି ବିଶ୍ୱାସ ରହିଛି। ଏଣୁ କୌଣସି ବି ପରିସ୍ଥିତି ହେଉ ପଛେ ସେଇ ସ୍ଥାନରେ…

ମହଙ୍ଗା ପଡିଲା ଟିମ ଇଣ୍ଡିଆର ପରାଜୟକୁ ନେଇ ଉତ୍ସବ ପାଳନ କରିବା

ଶ୍ରୀନଗର,୨୮।୧୧: ଜାମ୍ମୁ କଶ୍ମୀରର ଗାନ୍ଦରବଲରେ ଥିବା ଶେର-ଇ-କଶ୍ମୀର ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (SKUAST) ର ୭ଜଣ କଶ୍ମୀରୀ ଛାତ୍ର ନଭେମ୍ବର ୧୯ରେ ବିଶ୍ୱକପ କ୍ରିକେଟରେ ଭାରତ ହାରିବା ପରେ ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିବା ଓ ଉତ୍ସବ ପାଳନ…

ସୁନା ମୁଦି ଉପହାର ଦେଇଥିବା ମହିଳାଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୮।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ବୁଦ୍ଧନୀ ଗସ୍ତରେ ଯାଇଛନ୍ତି। ନିର୍ବାଚନ ପରେ ପ୍ରଥମଥର ପାଇଁ ଶିବରାଜ ବୁଦ୍ଧନୀ ପରିଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଅନନ୍ୟ ଶୈଳୀ ଦେଖିବାକୁ ମିଳିଥିଲା।…

ଡବଲ ଡେକର ସାଇକେଲରେ ଏମିତି ଷ୍ଟଣ୍ଡ୍‌ କଲେ ବୃଦ୍ଧ: ଲୋକେ କଲେ ବାଃ ବାଃ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଜିନିଷ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। କେହି ଜଣେ କାରରୁ ହେଲିକପ୍ଟର ତିଆରି କରୁଥିବାବେଳେ କେହି ଜଣେ ଇଟାରୁ କୁଲର୍‌ ତିଆରି କରନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ…

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୂନ୍ୟମଣ୍ଡପରେ ପଦାର୍ପଣ କରି ଶୂନ୍ୟମନ୍ଦିର ଦର୍ଶନ କରିବା ସହ ଶୂନ୍ୟବ୍ରହ୍ମଙ୍କୁ ଆରାଧନା…

ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ପାଇଁ ମହିଳାଙ୍କୁ ଦେବାକୁ ପଡ଼ିଲା ୧ ଲକ୍ଷ ୬୦ ହଜାର ଟଙ୍କା: ଜାଣନ୍ତୁ ପୂରା ଘଟଣା କ’ଣ

ଆପଣ ନିଶ୍ଚିତ ଭାବରେ କଷ୍ଟମ ବିଭାଗର ନାମ ବହୁତ ଶୁଣିଥିବେ ଏବଂ ଏହାର କାର୍ଯ୍ୟ ବହୁତ ଭଲ ଭାବରେ ଜାଣିଥିବେ। କିନ୍ତୁ ଆଜି ଆମେ ଏକ ଘଟଣା କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳାଙ୍କୁ ସାଣ୍ଡୱିଚ…

କୁନି ପିଲାଟି ଧରିଦେଲେ ବିଶାଳ ସାପ: ଆଉ ତା’ପରେ ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ନିକଟରେ ଏକ ବିପଜ୍ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଏକ ବିଶାଳ ସାପ ଧରୁଥିବାର ଦେଖାଯାଏ। କିନ୍ତୁ ଏକ ଶିଶୁ ସେଠାରେ ପହଞ୍ଚି ସାପକୁ ଧରିବା ଆରମ୍ଭ କରିଥିଲେ। ସେଠାରେ ଠିଆ ହୋଇଥିବା ଲୋକମାନେ…

ବିଶ୍ୱକପ୍‌ ଫାଇନାଲ୍‌ର ଏହି ଘଟଣାକୁ ଭୁଲିପାରୁନାହାନ୍ତି ଅଷ୍ଟ୍ରେଲିଆ ଅଧିନାୟକ: କହିଲେ, ମରିବା ପର୍ଯ୍ୟନ୍ତ…

ସିଡନୀ,୨୮।୧୧: ବିଶ୍ୱକପ ଜିତିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଫାଇନାଲ ମ୍ୟାଚ୍‌ର ପ୍ରିୟ ମୁହୂର୍ତ୍ତ ଏବଂ ଉଇକେଟ ପ୍ରକାଶ କରିଛନ୍ତି। ସେ ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କ ଉଇକେଟ ଏହି ବିଶ୍ୱକପ୍‌ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri