ଦିଲୀପ ତିର୍କୀଙ୍କ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ହକି ଷ୍ଟାର, ଜାଣନ୍ତୁ କେଉଁ ଆସନରୁ ଲଢିବେ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ରାଜ୍ୟ ରାଜନୀତି…
୩ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସରଗରମ ରାଜ୍ୟ ରାଜନୀତି, ଜାଣନ୍ତୁ କେଉଁଠି ହେବ ଜୋରଦାର ଲଢେଇ
ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ଏବେ କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ କଂଗ୍ରେସ…
ପଞ୍ଜୀକୃତ ୧୨, ବେଆଇନ ୫୦ କ୍ରଶର
ଯାଜପୁର,୩ା୪(ହର୍ଷବର୍ଦ୍ଧନ ବେହେରା) :ଗରିବ ଲୋକଙ୍କ ଜୀବନକୁ ବିପଦରେ ପକାଇ ପ୍ରଭାବଶାଳୀ ଲୋକ ମୁନାଫା ଅର୍ଜନ କରୁଛନ୍ତି। ଏଥିରେ ପୋଲିସ ପ୍ରଶାସନ କେବଳ ସହଯୋଗ କରୁନାହାନ୍ତି ବରଂ ଆଖିବୁଜି ଦେଉଛନ୍ତି। ଏଭଳି ଉଦାହରଣ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବିଭିନ୍ନ କ୍ରଶର…
ପଦାରେ ପଡ଼ିଲା ଭାଜପା କନ୍ଦଳ
ବାଲିପାଟଣା,୨ା୪(ଅଭିମନ୍ୟୁ ନାୟକ):ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜୟଦେବ ନିର୍ବାଚନ ମଣ୍ଡଳୀରୁ ଡ.ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଉକ୍ତ ବିଧାନସଭା ପାଇଁ ଥିବା ଆଶାୟୀ ପ୍ରାର୍ଥୀ ଟିକେଟ ନ ପାଇବାରୁ…
ଏକାମ୍ର ଟିକେଟ୍ ପାଇଁ କସରତ
ଭୁବନେଶ୍ୱର,୩।୪(ବନ୍ଦନା ସେଠୀ):ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥତ୍ତ୍ୱକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଦିନକୁ ଦିନ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଏଥର ମଧ୍ୟ ଟିକେଟ ମିଳିବ ବୋଲି…
ପୁଅ ପାଇଁ ଭୋଟ ମାଗୁଛନ୍ତି ସୁର ରାଉତରାୟ: ଭିଡିଓ ଭାଇରାଲ
ଭୁବନେଶ୍ୱର,୩ା୪(ଅନିଲ ଦାସ):କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ୍ କାର୍ଯ୍ୟକ୍ରମରେ ସେ…
ଇଷ୍ଟଦେବଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ
କଣିହାଁ,୩ା୪ (ସଚ୍ଚିଦାନନ୍ଦ ପ୍ରଧାନ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନୁଗୋଳ ଜିଲା କଣିହଁା ଗସ୍ତରେ ଆସି ନିଜ ଜନ୍ମମାଟି ଦଳକ ପଞ୍ଚାୟତର ନାଲମ ଗ୍ରାମର ଆରାଧ୍ୟ ତଥା ନିଜ ଇଷ୍ଟଦେବ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ସେ ସମ୍ବଲପୁରରୁ ଭାଜପା ଏମ୍ପି ପ୍ରାର୍ଥୀ…
ଦୂର ସ୍ଥାନକୁ ଭୋଟ ଦେବାକୁ ଯିବାକୁ ଥିବା କର୍ମଚାରୀଙ୍କୁ ୨ ଦିନ ସ୍ବତନ୍ତ୍ର ଛୁଟି
ଭୁବନେଶ୍ୱର, ୩।୪(ସୁନିତ୍ ମିଶ୍ର):ରାଜ୍ୟରେ ଲୋକ ସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ମିଳିବ। ମଙ୍ଗଳବାର ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ…
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାର ବିଫଳ: ଭାଜପା
ଭୁବନେଶ୍ୱର,୩।୪(ସୁନିତ୍ ମିଶ୍ର):ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ଼ ଭୂମିକା ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ବିକଶିତ ଭାରତ ଗଠନକୁ ଆଗେଇ ନେଉଛି। କିନ୍ତୁ ଦେଶର…
ଭୁବନେଶ୍ୱର ୩ ଆସନ: ବିଜେଡି ଘୋଷଣାକୁ ଅପେକ୍ଷା
ଭୁବନେଶ୍ୱର, ୩।୪(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନରେ ଉଭୟ ବିଜେଡି ଏବଂ ଭାଜପା ପାଇଁ ଭୁବନେଶ୍ୱର ଲୋକ ସଭା ଆସନ ବହୁ ଗୁରୁତ୍ୱ ବହନ କରୁଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଏହି ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଲେଣି।…
ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସଜାଡିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ
ସବୁଠୁ ଅଧିକ ଆପଣାର, ସବୁଠୁ ଅଧିକ ଭରସା ଥିବା ମଜଭୁତ ସମ୍ପର୍କ ଥାଏ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ। ସେଥିପାଇଁ ତ ସେମାନଙ୍କର ପରସ୍ପର ଠାରୁ କିଛି ଆଶା ପ୍ରତ୍ୟାଶା ବି ଥାଏ। ହେଲେ ଅନେକ ସମୟରେ ଅବାସ୍ତବ ଇଛା ରଖିଲେ ସମ୍ପର୍କ ଖରାପ…
୫ ଲୋକ ସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ
ଭୁବନେଶ୍ୱର,୩ା୪(ଅନିଲ ଦାସ):ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଲୋକ ସଭା ଆସନରେ ନିର୍ବାଚନ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ରେ ବିଜେଡି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବର୍ତ୍ତମାନର ଏମ୍ପି ଜୁଏଲ ଓରାମଙ୍କୁ ଭାଜପା ପୁଣିଥରେ…

