କୋହଲି-ବ୍ରାଡମ୍ୟାନ୍ଙ୍କ କ୍ଲବ୍ରେ ଯୋଗଦେଲେ ୱିଲିୟମସନ
ସିଲହେଟ,୩୦।୧୧: ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିଲହେଟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୩୧୦ ରନ ସଂଗ୍ରହ କରିଛି। ଏହାର ଜବାବରେ ଦ୍ୱିତୀୟ…
କ୍ରିକେଟ୍ରୁ ଅବସର ନେଇଯିବେ କି କୋହଲି
ନୂଆଦିଲ୍ଲୀ,୩୦।୧୧: ବିଶ୍ୱକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ…
୫ ମାସ ହେବ ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା,ଡାକ୍ତରଙ୍କ ପାଖକୁ ଯିବାରୁ ମୁଣ୍ଡ ଭିତରୁ ବାହାରିଲା…
ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରାୟ ପାଞ୍ଚ ମାସ ଧରି ପ୍ରବଳ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ। ସେ ଗତ ନଭେମ୍ବର ୨୫ରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ପହଞ୍ଚିଥିଲେ।…
ଜାତୀୟ ମାଷ୍ଟର୍ସ ସନ୍ତରଣରେ ଓଡ଼ିଶାର ସଫଳତା
ସମ୍ବଲପୁର,୩୦ା୧୧(ପ୍ରମୋଦ ବହିଦାର): କର୍ନାଟକର ମାଙ୍ଗାଲୁରୁଠାରେ ଅନୁଷ୍ଠିତ ୧୯ ତମ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗୀଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ହାସଲ କରିଛି ଓଡ଼ିଶା ଦଳ। ମାଙ୍ଗାଲୁରୁସ୍ଥିତ…
ତୁଟୁନି ଟୋକନ ସମସ୍ୟା, ବଢୁଛି ଅସନ୍ତୋଷ
ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୯ଦିନ ପୂରିଛି। ତେବେ ଅନ୍ୟ ଥର ଭଳି ଏଥର ମଧ୍ୟ ଜିଲାର ଅନେକ ଚାଷୀ ଟୋକନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ମିଳିଥିବା ଟୋକନରେ…
ପାରସ,ସ୍ମୃତି ସିଙ୍ଗିଲ୍ସ ଚାମ୍ପିୟନ
ବଲାଙ୍ଗୀର,୩୦ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମରେ ୩ ଦିନିଆ ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିିପ୍ ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ସିଙ୍ଗଲ୍ସରେ ଭୁବନେଶ୍ୱରର ପାରସ ମାଥୁର ୧୪-୨୧, ୨୧-୧୪ ଓ ୨୧-୧୪ ସେଟ୍ରେ ସମ୍ବଲପୁରର ତହସିବ…
ବାଲିଯାତ୍ରାରେ ‘ଜୀ ସାର୍ଥକ’ କଳାକାରଙ୍କୁ ଭେଟିବେ ଦର୍ଶକ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ଘରୋଇ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ମଧ୍ୟ…
ଓଡ଼ିଶାରୁ ଭାଗନେବେ ୧୨ ଖେଳାଳି
ଭୁବନେଶ୍ୱର,୩୦ା୧୧(ସରୋଜ ଜେନା): ନୂଆଦିଲ୍ଲୀରେ ହେବାକୁ ଥିବା ଆମ୍ବେଦକର ନ୍ୟାଶନାଲ ଗେମ୍ସରେ ଓଡ଼ିଶାରୁ ୧୨ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଭୁବନେଶ୍ୱରର ପ୍ଲାଜମା କରାଟେ ସ୍କୁଲରୁ ବିଭିନ୍ନ ବୟସ ବର୍ଗରେ ୫ ଜଣ ବାଳିକା ଓ ୭ ଜଣ ବାଳକ ଅଂଶଗ୍ରହଣ କରିବେ।…
ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା
ଭୁବନେଶ୍ୱର, ୩୦।୧୧(ତପନ ସ୍ବାଇଁ): ନେପାଳରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେଇଥିବା ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା ସ୍ଥାନ ପାଇଛନ୍ତି। ଗତ ଜାତୀୟ ପ୍ରତିଯୋଗିତାରୁ ପ୍ରଦର୍ଶନ ମନୋନୀତ…
ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ ଓଡ଼ିଶା ବ୍ୟାଙ୍କ ଅଫ୍ ବରୋଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ସଂଘ ପକ୍ଷରୁ ସ୍ଥାନୀୟ…
ଦୁର୍ଗନ୍ଧରେ ସହରବାସୀ, ନିରୁପାୟ ବିଏମ୍ସି
ଭୁବନେଶ୍ୱର,୩୦।୧୧(ବନ୍ଦନା ସେଠୀ): ରାସ୍ତା, ଘାଟ, ଗଳିକନ୍ଦି ସମେତ ପୂରା ସହର ବହୁଦିନ ହେବ ଦୁର୍ଗନ୍ଧରେ ଫାଟିପଡ଼ୁଛି। ଦୁର୍ଗନ୍ଧ ଏତେ ଉତ୍କଟ ହେଉଛି ଯେ ନାକରେ ହାତ ନ ଦେଲେ ରହି ହେଉନାହିଁ କି ଯାଇ ହେଉନାହିଁ। ବିଶେଷକରି ରାତି ବଢିବା ସହ…
ଘରୁ ଟଙ୍କା ନେଇଗଲେ କାମବାଲି, ସିସିଟିଭି ଫୁଟେଜ୍ ଭାଇରାଲ୍
ଭୁବନେଶ୍ୱର,୩୦।୧୧(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗାର ଥାନା ଅନ୍ତର୍ଗତ ଝାରପଡ଼ା ଜଗନ୍ନାଥନଗରରେ ଜଣଙ୍କ ଘରୁ କାମବାଲି ଟଙ୍କା ଚୋରି କରିଛନ୍ତି। ମହିଳା ଜଣକ ମାଲିକଙ୍କ ବେଡ୍ରୁମ୍ରେ ଥିବା ଆଲ୍ମିଲାରର ଲକର୍ ଖୋଲି ଟଙ୍କା ଚୋରି କରୁଥିବାର ସିସିଟିଭି ଫୁଟେଜ୍ ସୋସିଆଲ୍ ମିଡିଆରେ ଭାଇରାଲ୍…
Archives


