ଜ୍ଞାନବାପି ମାମଲାରେ ଏଏସ୍ଆଇକୁ ମିଳିଲା ଆଉ ୧୦ ଦିନ ସମୟ, ବାରାଣସୀ କୋର୍ଟର ନିଷ୍ପତ୍ତି
ବାରାଣସୀ,୩୦୧୧: ଜ୍ଞାନବାପି ମସ୍ଜିଦ୍ କମ୍ପ୍ଲେକ୍ସର ବିସ୍ତୃତ ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବାରାଣସୀ ଜିଲା କୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ଗୁରୁବାର ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି। ସମୟସୀମା ଆଉ ୩ ସପ୍ତାହ…
ଇମ୍ରାନ୍ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ
ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା ଚାଲିବାକୁ ସ୍ବତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ଅନୁମୋଦନ ଦିଆଯାଇଛି। ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି…
ଦୁବାଇ ଯିବେ ମୋଦି
ନୂଆଦିଲ୍ଲୀ,୩୦।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବିଶ୍ୱ ଜଳବାୟୁ ଆକ୍ସନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରବାର କାର୍ଯ୍ୟକ୍ରମ ରହିଛି। ସେ ତିନୋଟି ଉଚ୍ଚ ସ୍ତରୀୟ ସାଇଡଲାଇନ ଇଭେଣ୍ଟରେ ମଧ୍ୟ ଭାଗ ନେବେ, ସେଥିମଧ୍ୟରୁ ଦୁଇଟି…
ମୁଁ ଏ ପର୍ଯ୍ୟନ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର କରିନାହିଁ: ବିସିସିଆଇର କାର୍ଯ୍ୟକାଳ ବୃଦ୍ଧି ଘୋଷଣା ଉପରେ ଦ୍ରାବିଡଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ବୁଧବାର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ଘୋଷଣା କରିଥିଲା। ଗୁରୁବାର ସେ ଏହି ଘୋଷଣା ପ୍ରତ୍ୟାହାର କରିନେଲେ। ପିଟିଆଇ ଏକ ଭିଡିଓ ଜାରି…
ପଞ୍ଜାବରେ ଭାଜପାକୁ ଝଟ୍କା
ଚଣ୍ଡିଗଡ଼,୩୦।୧୧: ଭାରତୀୟ ଜନତା ପାର୍ଟିକୁ ବୁଧବାର ଏକ ବଡ ଝଟକା ଲାଗିଛି। ପଞ୍ଜାବ ବିଧାନସଭାର ପୂର୍ବତନ ଉପ ବାଚସ୍ପତି ଅଜାୟିବ ସିଂହ ଭଟ୍ଟି ଓ ପୂର୍ବତନ ଏମଏସପି ରାଜିନ୍ଦର ସିଂ ଭାଜପାରୁ ସମ୍ପର୍କ କାଟି କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପୂର୍ବରୁ…
ରୋହିତଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ! ରାହୁଲ ଦିନିକିଆରେ ସମ୍ଭାଳିବେ ଅଧିନାୟକତ୍ୱ
ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ବିସିସିଆଇର ବରିଷ୍ଠ ଅଧିକାରୀ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ଏକ ବୈଠକ କରି…
ରାଗିଲେ କପିଲ
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ବିମାନ ବୁଧବାର ବିଳମ୍ବ ହୋଇଥିଲା, ଯାହା ପରେ ସେ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଥିବା ଦେଖାଯାଇଛି। ଏହି ରାଗକୁ ନେଇ ସେ ସୋସିଆଲ ମିଡିଆରେ କହିଛନ୍ତି ଯେ ଅନ୍ୟ ଯାତ୍ରୀମାନଙ୍କ ସହିତ ସେ ପ୍ରାୟ…
ଏନ୍ଏସି ଉପନିର୍ବାଚନ: ବାଜି ମାରିଲା ବିଜେଡି
ଜି ଉଦୟଗିରି ୩୦।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଏନ୍ଏସି ଅଧ୍ୟକ୍ଷ ଉପ-ନିର୍ବାଚନ ଭୋଟ ଗଣତି ଫଳାଫଳ ଗୁରୁବାର ଘୋଷଣା ହୋଇଛି । ବିଜୁ ଜନତା ଦଳର(ବିଜେଡି) ପ୍ରାର୍ଥୀନୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ଘୋଷଣା…
ହାର୍ଦ୍ଦିକଙ୍କୁ ବିବାହ କରିବାକୁ ନେଦରଲ୍ୟାଣ୍ଡରୁ ଭାରତ ଚାଲି ଆସିଲେ ଗବରିଲା
ବହୁଆ(ଫତେହପୁର),୩୦।୧୧: ଉତ୍ତର ପ୍ରଦେଶ ବିକାଶ ଖଣ୍ଡ ଅଞ୍ଚଳର ଦତୌଲି ଗାଁରେ ସାତ ସମୁଦ୍ର ପାରି ହୋଇ ଆସିଥିବା ପ୍ରେମକୁ ତା’ର ଠିକଣା ମିଳିଯାଇଛି। ନେଦରଲ୍ୟାଣ୍ଡର ଝିଅ ଗବରିଲା ଡୁଡା ଏବଂ ସେହି ଗାଁର ହାର୍ଦ୍ଦିକ ବର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।…
ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ପ୍ରବଳ କାନ୍ଦିଥିଲେ ରୋହିତ-କୋହଲି: ଅଶ୍ୱିନଙ୍କ ଖୁଲାସା
ନୂଆଦିଲ୍ଲୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତର ପରାଜୟ ଏପର୍ଯ୍ୟନ୍ତ କେହି ଭୁଲିପାରୁନାହାନ୍ତି। ପ୍ରଶଂସକଙ୍କଠାରୁ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫାଇନାଲ ପରାଜୟ…
୫୧,୦୦୦ରୁ ଅଧିକଙ୍କୁ ମିଳିଲା ସରକାରୀ ନିଯୁକ୍ତି
ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦ ରୁ…
ମୁଖ୍ୟମନ୍ତ୍ରୀଙ୍କ ‘ଚାପ କୌଶଳ’ ଯୋଗୁ ମୁଁ ଫସିଗଲି: ରାଜ୍ୟପାଳ
ନୂଆଦିଲ୍ଲୀ,୩୦।୧୦: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ‘ଚାପ କୌଶଳ’ ଯୋଗୁୁ ନଭେମ୍ବର ୨୦୨୧ରେ ଗୋପୀନାଥ ରବିନ୍ଦ୍ରନଙ୍କୁ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପୁନଃ ନିଯୁକ୍ତ କରାଯାଇଥିଲା ବୋଲି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଦାବି କରିଛନ୍ତି। ସୁପ୍ରିମକୋର୍ଟ ରବିନ୍ଦ୍ରନଙ୍କ ନିଯୁକ୍ତିକୁ ବାତିଲ…
Archives


