Home Left

ସଚିନଙ୍କ ନାମରେ ରେଲଓ୍ବେ ଷ୍ଟେଶନ, ଫଟୋ ଉଠାଇଲେ ଗାଭାସ୍କର

ଗାନ୍ଧିନଗର,୩୦।୧୧: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନଭେମ୍ବର ୨୮, ମଙ୍ଗଳବାର ଗୁଜରାଟର ସୁରଟରେ ଥିବା ସଚିନ ରେଳଓ୍ବେ ଷ୍ଟେଶନ ଯାଇ କରି ଖୁସି ବ୍ୟକ୍ତ କରିଛନ୍ତି। ୭୪ ବର୍ଷୀୟ ଭେଟେରାନ ଗାଭାସ୍କର ସଚିନ ତେନ୍ଦୁଲକରଙ୍କୁ ତାଙ୍କର ପ୍ରିୟ ବ୍ୟକ୍ତି ଭାବରେ…

ଧୈର୍ଯ୍ୟର ସହ ଅପେକ୍ଷା ରଖିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ। ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିବା…

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ ଉଚୁକାବେଡ଼ା-ରାମଚନ୍ଦ୍ରପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ୧୪ ଚକିଆ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ମୃତକ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ

ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି ଏବଂ ସେମାନଙ୍କୁ ଡିସଚାର୍ଜ କରିଛନ୍ତି। ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି। ଗୁରୁବାର ଏମ୍ସ…

ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା

ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍‌ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ…

ତେଲଙ୍ଗାନା କାହାର? ବିଆରଏସ, କଂଗ୍ରେସ ନା ଭାଜପା, ଏକ୍‌ଜିଟ ପୋଲ କହୁଛି ଏଭଳି…

ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହୋଇଛି। ଏହା ସହିତ ୨୦୨୪ ଲୋକ ସଭ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ମତଦାନ ମଧ୍ୟ ହୋଇଛି। ଏହି ସମୟରେ ତେଲଙ୍ଗାନା ନିର୍ବାଚନର ଏକ୍‌ଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି।…

ଚନ୍ଦ୍ରଶେଖର ଆଜାଦଙ୍କ ଦଳର ନେତାଙ୍କୁ ଘରେ ପଶି ଗୁଳି କଲେ ଦୁର୍ବୁତ୍ତ

କନ୍ନୌଜ,୩୦।୧୧: ଉତ୍ତର ପ୍ରଦେଶର କନ୍ନୌଜରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିର ସାଧାରଣ ସମ୍ପାଦକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ତାଲଗ୍ରାମ ପୋଲିସ ଷ୍ଟେଶନ ପରିସରର ଜୟସିଂହପୁର ଗ୍ରାମରେ ଘଟିଥିଲା ଏବଂ…

ସପ୍ତାହେ ହେଲା ରାଜପଥରେ ଛିଡ଼ାହୋଇ ରହିଛନ୍ତି ହାତୀପଲ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡର ଦ୍ୱାରସେନି ଘାଟିରେ ଏକ ହାତୀପଲ ସପ୍ତାହେ ହେଲା ଛିଡ଼ାହୋଇ ରହିଛନ୍ତି। ଫଳରେ ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଦେଇ ଯାଇଥିବା ୯ ନମ୍ବର ରାଜ୍ୟ ରାଜପଥରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୬ଟି ହାତୀ, ୨ଟି ଦନ୍ତାହାତୀ ଏବଂ…

ଜ୍ଞାନବାପି ମାମଲାରେ ଏଏସ୍‌ଆଇକୁ ମିଳିଲା ଆଉ ୧୦ ଦିନ ସମୟ, ବାରାଣସୀ କୋର୍ଟର ନିଷ୍ପତ୍ତି

ବାରାଣସୀ,୩୦୧୧: ଜ୍ଞାନବାପି ମସ୍‌ଜିଦ୍‌ କମ୍ପ୍ଲେକ୍ସର ବିସ୍ତୃତ ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବାରାଣସୀ ଜିଲା କୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଗୁରୁବାର ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି। ସମୟସୀମା ଆଉ ୩ ସପ୍ତାହ…

ଇମ୍ରାନ୍‌ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ

ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା ଚାଲିବାକୁ ସ୍ବତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ଅନୁମୋଦନ ଦିଆଯାଇଛି। ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି…

ଦୁବାଇ ଯିବେ ମୋଦି

ନୂଆଦିଲ୍ଲୀ,୩୦।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବିଶ୍ୱ ଜଳବାୟୁ ଆକ୍ସନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରବାର କାର୍ଯ୍ୟକ୍ରମ ରହିଛି। ସେ ତିନୋଟି ଉଚ୍ଚ ସ୍ତରୀୟ ସାଇଡଲାଇନ ଇଭେଣ୍ଟରେ ମଧ୍ୟ ଭାଗ ନେବେ, ସେଥିମଧ୍ୟରୁ ଦୁଇଟି…

ମୁଁ ଏ ପର୍ଯ୍ୟନ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର କରିନାହିଁ: ବିସିସିଆଇର କାର୍ଯ୍ୟକାଳ ବୃଦ୍ଧି ଘୋଷଣା ଉପରେ ଦ୍ରାବିଡଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ବୁଧବାର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ଘୋଷଣା କରିଥିଲା। ଗୁରୁବାର ସେ ଏହି ଘୋଷଣା ପ୍ରତ୍ୟାହାର କରିନେଲେ। ପିଟିଆଇ ଏକ ଭିଡିଓ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri