Home Left

ବାବର ଆଜମଙ୍କୁ ଅଧିନାୟକ ପାଠ ପଢାଇଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୯।୧୦:  ଭାରତର ପୂର୍ବତନ ଓପନର୍‌ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପ୍ରଶଂସା କରିଥିଲେ। ସେ ବାବରଙ୍କ ବ୍ୟାଟିଂ କୌଶଳକୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଗୌତମ ଗମ୍ଭୀର ବାବର ଆଜମଙ୍କୁ ତାଙ୍କ…

ଆପଣଙ୍କ ବାଥ୍‌ରୁମ୍‌ରେ ଅଛି କି ଏହି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ୍‌ ହେବ କ୍ୟାନ୍‌ସର

ସମସ୍ତଙ୍କର ନିଜସ୍ବ ଜୀବନଶୈଳୀ ଅଛି। ଯାହା ଅନୁଯାୟୀ ସେମାନେ ନିଜ ନିଜ ଘରକୁ ସଜାନ୍ତି। ଘରର କବାଟଠାରୁ ଆରମ୍ଭ କରି ଶୋଇବା ଘର, ଗେଷ୍ଟ୍‌ରୁମ୍‌ ଏବଂ ବାଥ୍‌ରୁମ୍‌ ଇତ୍ୟାଦି। ଏହି ସ୍ଥାନଗୁଡ଼ିକୁ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ସଜାଯାଇଥାଏ। ଜଣେ…

ଏ ଦୁନିଆର ସବୁଠାରୁ ରାଗ ଲଙ୍କା, ଛୋଟ ଖଣ୍ଡ ଖାଇଲେ ଅବସ୍ଥା ହୋଇଯିବ ବେହାଲ

ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ନାମରେ ନୂଆ ରେକର୍ଡ କରିବାକୁ ଚେଷ୍ଟିତ ଥାନ୍ତି। ଏଥିପାଇଁ ସେମାନେ ଯେକୌଣସି ସ୍ତରକୁ ଯାଆନ୍ତି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି। ଆମେରିକାରେ ମଧ୍ୟ ଏଭଳି କିଛି ଦେଖିବାକୁ…

ସାପର ଜୋତା ପିନ୍ଧି ରାସ୍ତାରେ ଚାଲିଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଜୋତା ଏପରି ତିଆରି ହୋଇଛି ଯଦି କେହି ହଠାତ୍‌ ଦେଖିବେ ତେବେ ସେ ଭୟରେ ଚିତ୍କାର କରିବେ।…

ଏହି ୫ ସଂଯୋଗ କହୁଛି ଭାରତ ଏଥର ବିଶ୍ୱ ଚାମ୍ପିଅନ୍‌ ହେବ

ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷର ବିଶ୍ୱକପରେ ଚାମ୍ପିୟନ ହେବାକୁ ଭାରତୀୟ କ୍ରିକେଟ ଦଳ ଏକ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଏ। ଏହି ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ଏହା ବ୍ୟତୀତ ୧୯୮୩ ବିଶ୍ୱକପ ଭଳି କିଛି ସମନ୍ବୟ ଅଛି,…

ସୁପ୍ରିୟା ମ୍ୟାଡାମ୍‌ଙ୍କୁ ଗାଜା ପଠାଇ ଦିଆଯାଉ

ନୂଆଦିଲ୍ଲୀ,୧୯।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ପ୍ରସଙ୍ଗରେ ଭାରତରେ ରାଜନୈତିକ ପ୍ରତିକ୍ରିୟା ଜାରି ରହିଛି। ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସମାଲୋଚନା କରିଛନ୍ତି। ସେ କହିଛନ୍ତି,…

ଅର୍ଡର ନ ଦେଇ ପାର୍ସଲରୁ ବାହାରିଲା କଳା କପଡ଼ା

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ବଣ ଜଙ୍ଗଲ ଘେର ମଧ୍ୟରେ ଥିବା ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲଟାଙ୍କି ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସବୁବେଳେ ନିଜ…

ଜାଣନ୍ତି ଭାରତୀୟ ଗାଡ଼ିରେ କାହିଁକି ରହିଥାଏ ଅଲଗା ଅଲଗା ରଙ୍ଗର ନମ୍ବରପ୍ଲେଟ୍‌

ଭାରତରେ ଭିନ୍ନ ଭିନ୍ନ ପ୍ରକାରର ନମ୍ବରପ୍ଲେଟ୍‌ ଗାଡ଼ିରେ ଲଗାଯାଇଥାଏ। ଧଳା, ହଳଦିଆ ଏବଂ ନୀଳ ରଙ୍ଗର ନମ୍ବରପ୍ଲେଟ୍‌ ଦେଖିବାକୁ ମିଳିଥାଏ। ଏହାର କାରଣ ସମ୍ପର୍କରେ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଧଳା ନମ୍ବରପ୍ଲେଟ୍‌: ରାସ୍ତାରେ ଧଳା…

ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି ବିଭାଗ…

ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ ଆବଶ୍ୟକ…

ପାର୍ସଲରୁ ଉଭାନ ହୋଇଯାଉଛି ସାମଗ୍ରୀ

ସୁନାବେଡା ୧୯ା୧୦(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ ଟାଉନଶିପ୍‌ରେ ଥିବା ପୋଷ୍ଟ ଅଫିସରେ ପାର୍ସଲ ଥିବା ସାମଗ୍ରୀ ହଜିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯାହାଙ୍କ ନାମରେ ପାର୍ସଲ ଆସୁଛି, କିନ୍ତୁ ତାଙ୍କୁ ଖାଲି ଖୋଳ ମିଳୁଛି। ମିଳିଥିବା ଖବରରୁ ଜଣାପଡିଛି, ହାଲ୍‌ ଟାଉନଶିପ୍‌…

ଶୁଖି ଆସିଲାଣି ଘୋଡ଼ାହାଡ଼ ଡ୍ୟାମ :ମରୁଡି ଆଶଙ୍କା

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର)ଦିଗପହଣ୍ଡିି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭା ଗୃହରେ ବୁଧବାର ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପରିବର୍ଦ୍ଧିତ ଅଳଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri